Browsing Tag

VIJAY DIWAS

ଯେଉଁ ବୀରମାନେ ଦେଶକୁ ରକ୍ଷା କରୁଛନ୍ତି, ସେମାନଙ୍କୁ ପ୍ରଣାମ: ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: କାରଗିଲ ବିଜୟ ଦିବସ ଶୁକ୍ରବାର (୨୦୧୯ ଜୁଲାଇ ୨୬) ୨୦ ବର୍ଷ ପୂରିଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ବର୍ଷ ୧୯୯୯ରେ କାରଗିଲର ପାହାଡରେ ଆମର ସଶସ୍ତ୍ର ସେନାର ପରାକ୍ରମ ପ୍ରତି ରାଷ୍ଟ୍ରର ଜନତା ନତମସ୍ତକ ହେଉଛି । ଦେଶକୁ ରକ୍ଷା କରୁଥିବା ବୀର ସୈନିକଙ୍କୁ…

କେବେ ଓ କାହିଁକି ହୋଇଥିଲା କାରଗିଲ୍‌ ଯୁଦ୍ଧ

ମେ ମାସ ୧୯୯୯ ମସିହାରେ କାରଗିଲ୍‌ ଯୁଦ୍ଧ ଆରମ୍ଭ ହୋଇଥିଲା ଏହା ୬୦ ଦିନ ଧରି ଚାଲିଥିଲା । ଜୁଲାଇ ମାସ ୨୬ ତାରଖରେ କାରଗିଲ୍‌ ଦଖଲ ସହ ଏହି ଯୁଦ୍ଧ ଶେଷ ହୋଇଥିଲ । ଏ ଯୁଦ୍ଧ ବିଷୟରେ ତତ୍‌କାଳୀନ ପାକିସ୍ତାନର ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍‌ ଜାଣି ନଥିଲେ । ପାକିସ୍ତାନ ସେନା ମୁଖ୍ୟ…

୧୯୯୯ ମସିହାରେ ‘ଅପରେସନ ବିଜୟ’ ଓ ବିଜୟ ଦିବସ

ଆଜି କାରଗିଲ ବିଜୟ ଦିବସ। ୧୯୯୯ ମସିହାରେ ‘ଅପରେସନ ବିଜୟ’ ଅଭିଯାନରେ ତଥାକଥିତ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ। ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯…

କାରିଗିଲ୍‌ରେ ପାକିସ୍ତାନ ସୈନ୍ୟଙ୍କ ଅନୁପ୍ରବେଶ ବିଷୟରେ ସୂଚନା ଦେଇଥିଲେ ଗୋପାଳକ

କାରଗିଲ୍‌ ଯୁଦ୍ଧ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । କାରଗିଲ୍‌ ସହ ଟାଇଗର ହିଲ୍‌ ଓ କାଶ୍ମୀରର ଅନ୍ୟକେତକ ସ୍ଥାନରେ ପାକିସ୍ତାର ସୈନ୍ୟମାନେ ଅନୁପ୍ରବେଶ କରିବା ସହ ବଙ୍କର ତିଆରି କରିଥିଲେ । ଶୀତ ଦିନର ତୁଷାରପାତ ସମୟରେ ସେମାନେ ସେହି ସ୍ଥାନରେ ଅନୁପ୍ରବେଶ କରିଥିଲେ ।…

କାରଗିଲ୍‌ ଯୁଦ୍ଧରେ ଅନେକ ଓଡିଆ ପୁଅ ହୋଇଥିଲେ ସହିଦ୍‌

କାରଗିଲ୍‌ ଯୁଦ୍ଧରେ ଅନେକ ଓଡିଆ ପୁଅ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଭଦ୍ରକ ନିରଞ୍ଜନ ବେହେରା ଓ ଗଞ୍ଜାମର ଉମାକାନ୍ତ ପଟ୍ଟନାୟକ ଅନ୍ୟତମ । ଯୁବକ ଅବସ୍ଥାରେ ମାତ୍ର ୧୯ ବର୍ଷ ବୟସରେ ଉମାକାନ୍ତ ଦେଶ ପାଇଁ ସହିଦ ହୋଇଥିଲେ । ଭଦ୍ରକ ଚାନ୍ଦବାଲିର ନିରଞ୍ଜନ ବି ଯୁବକ ଅବସ୍ଥାରେ…

ଜୁଲାଇ ୨୬ ବିଜୟ ଦିବସ

ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରାଯାଇଥାଏ । ୧୯୯୯ ମସିହାରେ ଏହି ଦିନ ଭାରତୀୟ ଯବାନମାନେ କାରଗିଲ୍‌ ଦଖଲ କରିବା ସହ ପାକିସ୍ତାନର ଅନୁପ୍ରବେଶକୁ ବିଫଳ କରିଥିଲେ । ଏଥିପାଇଁ ଆମର ଅନେକ ଯବାନ୍‌ ସହିଦ୍‌ ହୋଇଥିଲେ । ଦେଶମାତୃକା ପାଇଁ ନିଜର ପ୍ରାଣ ବଳୀ ଦେଇଥିଲ । ସହି ବୀର…