Browsing Category

ଦେଶ-ବିଦେଶ

ନିର୍ବାଚନୀ ଘୋଷଣା ପତ୍ରରେ ଏକ କୋଟି ଚାକିରି ଦେବ ବୋଲି ଉଲ୍ଲେଖ କରିଛି ବିଜେପି

ମୁମ୍ବଇ - ମହାରାଷ୍ଟ୍ରରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ହେବ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି । ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହର ପ୍ରକାଶ କରିଛନ୍ତି । ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ଏକ କୋଟି ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି…

ମହାରାଷ୍ଟ୍ର ନିର୍ବାଚନ କଂଗ୍ରେସକୁ ନିଶାନା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌

ନାଗପୁର - ମହାରାଷ୍ଟ୍ର ନିର୍ବାଚନରେ ଜୋର ସୋରରେ ପ୍ରଚାର କାର୍ଯ୍ୟ ଚାଲିଛି । ଏବେ ସମସ୍ତ ମୁଖ୍ୟ ରଜନୈତିକ ଦଳ ପରସ୍ପରକୁ ଟାର୍ଗେଟ କରି ବୟାନ ବାଜି କରୁଛନ୍ତି । ନାଗପୁରରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିନସ୍‌ କଂଗ୍ରେସରୁ ଟାର୍ଗେଟ କରିଛନ୍ତ । କଂଗ୍ରେସ ଓ…

୨୧ ଅକ୍ଟୋବରରେ ମହାରାଷ୍ଟ୍ର ନିର୍ବାଚନ ମତଦାନ

ମହାରାଷ୍ଟ୍ର ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ ତାରିଖରେ ମହାରାଷ୍ଟ୍ର ଭୋଟ ଗଣତି ହେବ। ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯାଇଛି । ମହାରାଷ୍ଟ୍ରରେ ୮.୯କୋଟି ମତଦାତା ଅଛନ୍ତି । ମହାରାଷ୍ଟ୍ରରେ ୧.୮ଲକ୍ଷ ବାଲାଟ୍ ୟୁନିଟ ରହିଛି।…

କୋଲକାତାରେ ଜନ୍ମିତ ଅଭିଜିତ୍‍ ବାନାର୍ଜୀଙ୍କୁ ୨୦୧୯ ବର୍ଷ ପାଇଁ ନେବୋଲ ପୁରସ୍କାର

ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ବଂଶୋଦ୍ଭବ ଅଭିଜିତ୍‍ ବାନାର୍ଜୀ ୨୦୧୯ ବର୍ଷ ପାଇଁ ନେବୋଲ ପୁରସ୍କାର ପାଇବେ। ଅଭିଜିତ୍‍ଙ୍କ ସହ ତାଙ୍କ ପତ୍ନୀ ଏଷ୍ଟର ଡୁଫ୍‍ଲୋ ଓ ମାଇକେଲ  କ୍ରେମ୍‍ଙ୍କୁ ମଧ୍ୟ ଅର୍ଥନୀତିରେ ମିଳିତଭାବେ ନୋବେଲ ପୁରସ୍କାର ଦିଆଯିବ। ବିଶ୍ୱରୁ…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନାର ଘୋଷଣା ପତ୍ର

ମୁମ୍ବଇ - ଶିବସେନା ମହାରାଷ୍ଟ୍ର ବିଧାନ ସଭା ପାଇଁ ବିଜେପି ପୂର୍ବରୁ ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଟଙ୍କାରେ ପେଟପୁରା ଖାଇବା, ଚାଷୀଙ୍କର ଋଣ ଛାଡ କଥା ଉଲ୍ଲେଖ କରାଯାଇଛି । ମାତ୍ର ପୂର୍ବରୁ ଜଙ୍ଗଲ କଟାକୁ ବିରୋଧ କରୁଥୁବା ଶିବସେନା ଜଙ୍ଗଲ ବିଷୟରେ କିଛି ଘୋଷଣା କରିନାହିଁ ।…

ବିଜେପିର ସଙ୍କଳ୍ପ ପତ୍ର ଜାରି ,ସ୍ୱାସ୍ଥ୍ୟ ଶିକ୍ଷା ଓ ରୋଜଗାର ଉପରେ ଜୋର

ମୁମ୍ବଇ - ବିଜେପିର ସଙ୍କଳ୍ପ ପତ୍ର ଜାରି କରାଯାଇଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହି ସଙ୍କଳ୍ପ ପତ୍ର ଜାରି କରାଯାଇଛି । ଶିବସେନା ବି ୧୦ ଟଙ୍କାରେ ପେଟପୁରା ଖାଇବା ସହ ସମସ୍ତଙ୍କୁ ଘର , କୃଷକଙ୍କୁ ଅଧିକ ରୋଜଗାର, ବିଜୁଳି ଦର ୩୦ ପ୍ରତିଶତ ହ୍ରାସ ,କୃଷି ଋଣ ଛାଡ କଥା ଏଥିରେ…

ଶୀତଋତୁ ସମୟରେ ଯାତ୍ରୀ ଭିଡକୁ ଏଡାଇବା ପାଇଁ ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର - ରେଳମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ମଧ୍ୟରୁ ଏବଂ ଏହାର ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଥିବାବେଳେ ଅଧିକ ବର୍ଥ ସୃଷ୍ଟିକରି ଯାତ୍ରୀମାନଙ୍କୁ ଯାତ୍ରା ସହାୟତା ଦିଆଯାଉଛି। ଏଥର ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ମାର୍ଗଦେଇ…

ସାହିତ୍ୟ କ୍ଷେତ୍ରରେ ଉତ୍କର୍ସତା ପାଇଁ ୨୦୧୮ ଓ ୨୦୧୯ ମସିହା ସକାଶେ ଦୁଇଜଣ ବ୍ୟକ୍ତିଙ୍କୁ ଆଜି ନୋବେଲ ପୁରସ୍କାର

ସାହିତ୍ୟ କ୍ଷେତ୍ରରେ ଉତ୍କର୍ସତା ପାଇଁ ୨୦୧୮ ଓ ୨୦୧୯ ମସିହା ସକାଶେ ଦୁଇଜଣ ବ୍ୟକ୍ତିଙ୍କୁ ଆଜି ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ୨୦୧୮ ମସିହା ସକାଶେ ପୋଲାଣ୍ଡର ଲେଖିକା ଓଲଗା ଟୋକାର୍ଜୁକ୍‍ଙ୍କୁ ମନୋନୀତ କରାଯାଇଥିବାବେଳେ ୨୦୧୯ ସକାଶେ ଅଷ୍ଟ୍ରିଆର ପିଟର ହାଣ୍ଡକେଙ୍କୁ ଚୟନ…

ଇସ୍ରୋ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ ଧ୍ରୁବ

ବେଙ୍ଗାଲୁର - ବିଜ୍ଞାନ, ଗଣିତ, ନାଟକ, ସଂଗୀତ, ନୃତ୍ୟ ଆଦି କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆନୂଆ କଳ୍ପନାର ବିକାଶ, ଦକ୍ଷତା ବୃଦ୍ଧି ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ପ୍ରଧାନମନ୍ତ୍ରୀ ନବସୃଜନ ଶିକ୍ଷା କାର୍ଯ୍ୟକ୍ରମ ‘ଧ୍ରୁବ’…

ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିଥିବା ତିନି ଜଣଙ୍କୁ ନୋବେଲ୍‍ ପୁରସ୍କାର

ପଦାର୍ଥ ବିଜ୍ଞାନ ଲାଗି ତିନି ଜଣ ବୈଜ୍ଞାନିକ ନୋବେଲ୍‍ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି । ସେମାନେ ହେଲେ କାନାଡ଼ା ଜନ୍ମିତ ତଥା ଆମେରିକୀୟ ବାସିନ୍ଦା ଜେମ୍ସ ପିବଲ୍ସ ଏବଂ ସୁଇଜରଲାଣ୍ଡ ନାଗରିକ ମାଇକେଲ୍‍ ମେୟର ଓ ଡିଡିଆର୍‍ କ୍ୱେଲଜ୍‍ । ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିଥିବା…