Browsing Category

ଦେଶ-ବିଦେଶ

ସରକାରୀ ପଦବୀ ଏବଂ ବ୍ୟାଙ୍କ ଚାକିରି ପାଇଁ ଏବେ ଏକକ ପରୀକ୍ଷା

ନୂଆଦିଲ୍ଲୀ- ସରକାରୀ ପଦବୀ ଏବଂ ବ୍ୟାଙ୍କ ଚାକିରି ପାଇଁ ଏଣିକି ଅଲଗା ଅଲଗା ପରୀକ୍ଷା ହେବ ନାହିଁ । ଏ ନେଇ ଏକକ ଯୋଗ୍ୟତା ପରୀକ୍ଷା କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ନ୍ୟାସନାଲ୍‍ ରିକ୍ରୁଟମେଣ୍ଟ ଏଜେନ୍ସୀ (ରାଷ୍ଟ୍ରୀୟ…

ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କୁ ମିଳିପାରେ ମାଗଣା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ - ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ମିଳିପାରେ । କରୋନା ସଙ୍କଟ ବେଳେ ଗ୍ରାହକମାନଙ୍କୁ ରିହାତି ଦେବା ପାଇଁ ସରକାର ଏହି ଯୋଜନା କରି ପାରନ୍ତି ବୋଲି ସୂଚନା ମିଳିଛି । ସିଏନ୍‌ଏନ୍ ନେଟଓ୍ୱରର୍କ ୧୮ରେ ବାହାରିଥିବା ଖବର ଅନୁଯାୟୀ ଆସନ୍ତା ବର୍ଷ ପର୍ଯ୍ୟନ୍ତ…

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ସ୍ପର୍ଶ କରିଛି

ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ସ୍ପର୍ଶ କରିଛି । ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । ତେବେ ୬ଟି ଜିଲ୍ଲାକୁ ମୌସୁମୀ ସ୍ପର୍ଶ କରିନଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ବିନା ଏସିରେ ସରକାରୀ ବୈଠକ- ନୂତନ ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର - ନୂତନ ନିର୍ଦ୍ଦେଶାବଳୀ ସରକାରୀ ବୈଠକ ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ସରକାରୀ ବୈଠକକୁ ଯଥାସମ୍ଭବ ସୀମିତ ରଖିବା ପାଇଁ…

ଜନଧନ ଯୋଜନାର ହିତାଧିକାରୀମାନଙ୍କ ଜମାଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଇବା ଆରମ୍ଭ

ନୂଆଦିଲ୍ଲୀ - କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ହିତାଧିକାରୀମାନଙ୍କ ଜମାଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଇବା ଆରମ୍ଭ କରିଛନ୍ତି । ଜୁନ୍‍  ମାସପାଇଁ ଏହି ଅର୍ଥ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହା ହେଉଛି ତୃତୀୟ କିସ୍ତିର ସହାୟତା । ଆର୍ଥିକ ସେବା…

ଥାନାରେ ସଙ୍ଗରୋଧ -ଜରଡ଼ା ଥାନା କର୍ମଚାରୀମାନେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ

ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା କର୍ମଚାରୀମାନେ ୧୪ ଦିନିଆ ସଙ୍ଗରୋଧରେ ରହିବେ । ପୁଲିସ୍‍ କର୍ମଚାରୀ ସମୂହ ଭାବେ ସଙ୍ଗରୋଧରେ ରହିବା ଘଟଣା ନେଇ ବ୍ୟବସ୍ଥା ହେଉଛି । ଜରଡ଼ା ଥାନା ଅନ୍ତର୍ଗତ ପୋଲରାଜପୁର ଗ୍ରାମରେ ୪ ଦିନ ପୂର୍ବେ ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ ଦୁଇ ଜଣ କରୋନା…

ଅନେକ ମୋବାଇଲ୍‌ରେ କରିପାରିବେ ଗୋଟିଏ ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ଲଗଇନ୍‌- ଖୁବଶୀଘ୍ର ଆସୁଛି ଏହି ଅପ୍‌ଡେଟ୍‌ ଫିଚର

ଏବେ କେବଳ ଗୋଟିଏ ଫୋନ୍‌ ନମ୍ବର ଆକାଉଣ୍ଟକୁ ଗୋଟିଏ ଫୋନ୍‌ରେ ଲୋଡ୍ ବା ବ୍ୟବହାର କରିହେଉଛି । ମାତ୍ରା ସ୍ମାର୍ଟଫୋନ୍‌ରେ ଆପଣ ବିଭିନ୍ନ ଆପ୍‌ ଲୋଡ କରି ଦୁଇଟି ଆକାଉଣ୍ଟ ବ୍ୟବହାର କରିପାରିବେ । ମାତ୍ର ଗୋଟିଏ ଆକାଉଣ୍ଟକୁ କେବଳ ଗୋଟିଏ ଫୋନ୍‌ରେ ବ୍ୟବାହାର କରିହେବ । ହ୍ୱାଟସ୍‌ଆପ୍‌ ଖୁବ ଶୀଘ୍ର…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁହାର ହ୍ରାସ ପାଇଛି – ଯାହାକି ବିଶ୍ୱରେ…

ନୂଆଦିଲ୍ଲୀ - ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁହାର ହ୍ରାସ ପାଇଛି । ଯାହାକି ବିଶ୍ୱରେ ସର୍ବନିମ୍ନ ବୋଲି କୁହାଯାଇଛି । ଦେଶରେକରୋନା ମୃତ୍ୟୁ ହାର ୩.୩୦ରୁ ୨. ୮୭ପ୍ରତିଶତକୁ ହ୍ରାସ ପାଉଛି । ଲକ୍‍ଡାଉନ ଏବଂ କଣ୍ଟେନମେଣ୍ଟ ଭଳି ପଦକ୍ଷେପ…

ସିବିଏସ୍‌ଇ ଓ ଆଇସିଏସିର ବାକିଥିବା ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ - ସିଆଇଏସ୍‍ସିଇ ଦଶମ, ଦ୍ୱାଦଶ ପରୀକ୍ଷା କାଉନ୍‍ସିଲ୍‍ ଫର ଦି ଇଣ୍ଡିଆନ୍‍ ସ୍କୁଲ୍‍ ସାର୍ଟିଫିକେଟ୍‍ ଏକ୍ସାମିନେସନ୍‍ ସି.ଆଇ.ଏସ୍‍.ସି.ଇ. ଦ୍ୱାରା ପରିଚାଳିତ ଦି ଇଣ୍ଡିଆନ୍‍ ସାର୍ଟିଫିକେଟ୍‍ ଅଫ୍‍ ସେକେଣ୍ଡାରୀ ଏଜୁକେସନ୍‍, ଆଇ.ସି.ଏସ୍‍.ଇ. ଓ ଇଣ୍ଡିଆନ୍‍ ସ୍କୁଲ୍‍…

ଟ୍ରେନ ଟିକେଟ୍‍ ବକିଂ ପଦ୍ଧିରେ ସଂଶୋଧନ

ନୂଆଦିଲ୍ଲୀ - ଚଳିତ ମେ ୧୨ଠାରୁ ଭାରତୀୟ ରେଳବାଇ ପକ୍ଷରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ ଆରମ୍ଭ କରାଯାଇଛି । ଯାତ୍ରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ରେଳ ବିଭାଗ ସ୍ୱତନ୍ତ୍ର ଟ୍ରେନ୍‍ଗୁଡ଼ିକର ବୁକିଂ ନିୟମାବଳୀରେ କେତେକ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି । ଏହିସବୁ ଟ୍ରେନ୍‍ ପାଇଁ…