Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ବ୍ୟାଙ୍କରେ ଏବେ ସବୁବେଳେ ଉପଲବ୍ଧ ହେବ ଏହି ସେବା
ରିଅଲ୍ ଟାଇମ୍ ଗ୍ରସ୍ ସେଟଲ୍ମେଣ୍ଟ୍ - ଆର୍.ଟି.ଜି.ଏସ୍. ସେବା ସପ୍ତାହର ସବୁଦିନ ଉପଲବ୍ଧ ହେବ । ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା କରିବାବେଳେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ଘୋଷଣା କରିଥିଲେ ।
ଏବେ…
ଓଡ଼ିଶା ସିଭିଲ୍ ସର୍ଭିସ – ଓ.ସି.ଏସ୍.-୨୦୨୦ ପରୀକ୍ଷାରୁ ବଞ୍ଚିତ ଆଶାୟୀଙ୍କ ପାଇଁ ଖୁସି ଖବର । ସେମାନଙ୍କୁ…
ଓ.ସି.ଏସ୍. ପରୀକ୍ଷାର୍ଥୀ
ଓଡ଼ିଶା ସିଭିଲ୍ ସର୍ଭିସ - ଓ.ସି.ଏସ୍.-୨୦୨୦ ପରୀକ୍ଷାରୁ ବଞ୍ଚିତ ଆଶାୟୀଙ୍କ ପାଇଁ ଖୁସି ଖବର । ସେମାନଙ୍କୁ ପରୀକ୍ଷା ଦେବାଲାଗି ଆଉ ଏକ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ…
ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ
କରୋନା - ଓଡ଼ିଶା ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟାରେ ୩୩୫ ବୃଦ୍ଧି ପାଇ ମୋଟ୍ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସଙ୍ଗରୋଧରୁ ୧୯୩ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୪୨ ଜଣ ଅଛନ୍ତି । ୨୭ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…
ଅର୍ଥନୈତିକ କ୍ଷେତ୍ରରେ ସୁଧାର
କରୋନା ମହାମାରୀ ସତ୍ତେ୍ୱ ଦେଶରେ ଅର୍ଥନୈତିକ କ୍ଷେତ୍ରରେ ସୁଧାର ଘଟୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ -ଫିକି ର ୯୩ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଦେଶ ଅନେକ…
ଓକାକ୍ ତିନୋଟି ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଓ ସାଉଥକୋ ମଧ୍ୟରେ ‘ଓଡିଶା-ୱାନ’ ୱେବ ପୋଟାଲରେ ବିଦ୍ୟୁତ ପୈଠ ପାଇଁ…
ଓକାକ୍ ତିନୋଟି ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଓ ସାଉଥକୋ ମଧ୍ୟରେ ‘ଓଡିଶା-ୱାନ’ ୱେବ ପୋଟାଲରେ ବିଦ୍ୟୁତ ପୈଠ ପାଇଁ
ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରାଯାଇଛି । www. Odishaone. gov.in ଜରିଆରେ ଗ୍ରାହକ ବିଦ୍ୟୁତ ବିଲ୍ ପୈଠ କରିପାରିପାରିବେ ।
ଭିଡିଓ କନ୍ଫରେନ୍ସିଂ…
ଗ୍ରାମାଞ୍ଚଳରେ ଏଣିକି ଓ୍ୱାଇଫାଇ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ
ଗ୍ରାମାଞ୍ଚଳରେ ଏଣିକି ଓ୍ୱାଇଫାଇ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ । ଏଥିପାଇଁ କେନ୍ଦ୍ରସରକାର ପିଏମ୍ ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।…
କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଉପରେ ସୁପ୍ରିମ୍ କୋର୍ଟଙ୍କ ଅଙ୍କୁଶ
କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଉପରେ ସୁପ୍ରିମ୍ କୋର୍ଟ ଅଙ୍କୁଶ ଲଗାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏକ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଦକ୍ଷ ଅଧିକାରୀମାନେ ଯଦି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରନ୍ତି ତେବେ ଏହି…
ଚନ୍ଦ୍ରଭାଗା ସ୍ୱର୍ଣ୍ଣାର୍ଭ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍
ଚନ୍ଦ୍ରଭାଗା ସ୍ୱର୍ଣ୍ଣାର୍ଭ ବେଳାଭୂମିରେ ଆରମ୍ଭ ହେବାକୁ ଥିବା ଇକୋ ରିଟ୍ରିଟ୍ ଉତ୍ସବକୁ ଆଜି ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍ଘାଟନ କରାଯିବାର
କାର୍ଯ୍ୟକ୍ରମ ରହିଛି । ଆଜି ଦିନ ସାଢେ ୧୧ଟାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହି ଉତ୍ସବ…
ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ
ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରତ କୃଷକ ସଂଗଠନମାନଙ୍କ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି ।
ତେବେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରାଯିବା ସହ ସାଧାରଣ ଲୋକ ଯେମିତି ଭାରତ ବନ୍ଦ ସମୟରେ ପ୍ରଭାବିତ ନ ହେବେ ସେ ଦିଗପ୍ରତି ଦୃଷ୍ଟି ଦିଆଯିବ ବୋଲି ଭାରତୀୟ କିଷାନ ୟୁନିୟନର…
ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ
ପାଣିପାଗରେ ପରିବର୍ତ୍ତନ ଘଟି ରାଜ୍ୟରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଥିବାର ପରିଲକ୍ଷିତ ହୋଇଛି ।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର…