ବ୍ୟାଙ୍କରେ ଏବେ ସବୁବେଳେ ଉପଲବ୍ଧ ହେବ ଏହି ସେବା

0 740

ରିଅଲ୍‍ ଟାଇମ୍‍ ଗ୍ରସ୍‍ ସେଟଲ୍‍ମେଣ୍ଟ୍‍ – ଆର୍‍.ଟି.ଜି.ଏସ୍‍. ସେବା ସପ୍ତାହର ସବୁଦିନ ଉପଲବ୍ଧ ହେବ । ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା କରିବାବେଳେ ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ଘୋଷଣା କରିଥିଲେ ।

ଏବେ ଆର୍‍.ଟି.ଜି.ଏସ୍‍. ସେବା ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ପୂର୍ବରୁ ଏହା କେବଳ କାର୍ଯ୍ୟଦିବସରେ ଉପଲବ୍ଧ ହେଉଥିବାବେଳେ ଆଜି ମଧ୍ୟରାତ୍ରିରୁ ଦିନର ସବୁ ସମୟ ଏବଂ ସପ୍ତାହର ସବୁଦିନ ଏହି ସେବା ଉପଲବ୍ଧ ହେବ । ଏପରିକି ଛୁଟିଦିନଗୁଡ଼ିକରେ ମଧ୍ୟ ଏହି ସେବା ମିଳିବ ।

ଆର୍‍.ଟି.ଜି.ଏସ୍‍. ସେବା ସପ୍ତାହର ସବୁଦିନ ଉପଲବ୍ଧ ହେବ । ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା କରିବାବେଳେ ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ଘୋଷଣା କରିଥିଲେ । ଏବେ ଆର୍‍.ଟି.ଜି.ଏସ୍‍. ସେବା ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ।

 

ପୂର୍ବରୁ ଏହା କେବଳ କାର୍ଯ୍ୟଦିବସରେ ଉପଲବ୍ଧ ହେଉଥିବାବେଳେ ଆଜି ମଧ୍ୟରାତ୍ରିରୁ ଦିନର ସବୁ ସମୟ ଏବଂ ସପ୍ତାହର ସବୁଦିନ ଏହି ସେବା ଉପଲବ୍ଧ ହେବ । ଏପରିକି ଛୁଟିଦିନଗୁଡ଼ିକରେ ମଧ୍ୟ ଏହି ସେବା ମିଳିବ ।

Leave A Reply