Browsing Category

ଦେଶ-ବିଦେଶ

ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର  ପରଲୋକ

ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର  ପରଲୋକ ଘଟିଛି । ସେ କିଛିଦିନ ହେବ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ସେ ୨୦ରୁ ଅଧିକ ଚଳଚ୍ଚିତ୍ର ଏବଂ ୨ ହଜାରରୁ ଅଧିକ ଓଡ଼ିଆ ଆଲବମ୍‍ ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର…

ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି

ବାଲେଶ୍ୱର ଜିଲ୍ଲାରେ ୟାସ୍‍ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଉଛି । ରେଲ୍‍ୱେ ଷ୍ଟେସନ୍‍ କଲୋନୀ ନିକଟରେ ରହୁଥିବା ଜଣେ ଯୁବକ ଉପରେ ଗଛ ପଡ଼ିବାରୁ ତା’ର ମୃତ୍ୟୁ ଘଟିଥିବା ଆମ ବାଲେଶ୍ୱର ସମ୍ବାଦଦାତା ଜଣାଇଛନ୍ତି । ଏନ୍‍.ଡି.ଆର୍‍.ଏଫ୍‍. ଦଳ ସେଠାରେ ପହଞ୍ଚି ସେହି…

ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୪ ଲକ୍ଷରୁ ଅଧିକ

ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୨୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷରୁ ଅଧିକ ରହିଛି । ତେବେ ସେହି ସମୟ ମଧ୍ୟରେ ୩ ଲକ୍ଷ ୫୩ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ୨ କୋଟି ୪ ଲକ୍ଷରୁ ଅଧିକ…

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୮୦୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬ ହଜାର ୬୧୧ ଜଣ ଥିବାବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୫ ହଜାର ୧୯୪ । ଏହାକୁ ମିଶାଇ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା…

ଓଡ଼ିଶାରୁ ୧୦ଟି ଅମ୍ଳଜାନ ଅଭାବ ରାଜ୍ୟକୁ ଅମ୍ଳଜାନ ଯୋଗାଣ ଜାରି ରହିଛି

ଓଡ଼ିଶାରୁ ୧୦ଟି ଅମ୍ଳଜାନ ଅଭାବ ରାଜ୍ୟକୁ ଅମ୍ଳଜାନ ଯୋଗାଣ ଜାରି  ରହିଛି । ଆଜି ସୁଦ୍ଧା ୭୨୬ଟି ଟ୍ୟାଙ୍କର୍‌ ଯୋଗେ ୧୩ ହଜାର ୩୦୫ ଟନ୍‍ରୁ ଅଧିକ ଅମ୍ଳଜାନ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ,…

୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିକାକରଣ ପାଇଁ ଦେଶବ୍ୟାପୀ ପଞ୍ଜୀକରଣ ଆରମ୍ଭ ହେବ

୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିକାକରଣ ପାଇଁ ଦେଶବ୍ୟାପୀ ପଞ୍ଜୀକରଣ ଆରମ୍ଭ ହେବ । ଏହି ତୃତୀୟ ପର୍ଯ୍ୟାୟ ଟିକାକରଣ ଲାଗି କୋ-ୱିନ୍‍ ପୋର୍ଟାଲ କିମ୍ବା ଆରୋଗ୍ୟସେତୁ ଆପ୍‍ରେ ହିତାଧିକାରୀ ନିଜର ନାମ ପଞ୍ଜୀକରଣ କରିପାରିବେ । ହିତାଧିକାରୀଙ୍କୁ ମୋବାଇଲ ମେସେଜ୍‍ ଜରିଆରେ କେଉଁଠି ଓ କେଉଁ…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଛି । ଗତକାଲି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଏହି ସମୟରେ ଭୁବନେଶ୍ୱରଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩ଦଶମିକ୍‍ ୨ ଡିଗ୍ରୀ…

୪ ଦିନ ପାଇଁ ସମଗ୍ର ଦେଶରେ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକାଉତ୍ସବ’ ଆରମ୍ଭ

କରୋନା ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ୪ ଦିନ ପାଇଁ ସମଗ୍ର ଦେଶରେ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକାଉତ୍ସବ’ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଏହି ଟିକାଉତ୍ସବ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତ ଗୁରୁବାର ଦିନ…

‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ବ୍ୟାପକ ତଥା ବିବିଧତାପୂର୍ଣ୍ଣ ଇତିହାସ ଦେଶବାସୀଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ । ନୂଆଦିଲ୍ଲୀର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ର…

ସରକାରୀ ଓ ଘରୋଇ କାର୍ଯ୍ୟ ସ୍ଥଳରେ ଟିକାକରଣ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ମାସ ୧୧ ତାରିଖରୁ ସରକାରୀ ଓ ଘରୋଇ କାର୍ଯ୍ୟ ସ୍ଥଳରେ ଟିକାକରଣ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଲାଗି ଗତକାଲି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ୪୫ ବର୍ଷ ବୟସରୁ…