Browsing Category

ଲାଇଫଷ୍ଟାଇଲ

ପଦ୍ମ ପତ୍ର ଓ ହଳଦୀ ପତ୍ରରେ ଖାଇବାର ଉପକାରିତା

ପଦ୍ମପତ୍ର: ଏବେ ବି ରାସ୍ତାକଡର କେତେକ ଝୁମ୍ପୁଡି ହୋଟେଲରେ ପଦ୍ମପତ୍ରରେ ଖାଇବାକୁ ଦିଆଯାଉଛି। ପଦ୍ମ ଏପରି ଏକ ଉଦ୍ଭିଦ ଯାହାର ପ୍ରତ୍ୟେକ ଭାଗ ମଣିଷର ଉପକାର କରେ। ପଦ୍ମପତ୍ରରେ ଥିବା ଆଲ୍‍କାଲଏଡ ଡାଇରିଆ ରୋଗର ପ୍ରାକୃତିକ ଔଷଧ କହିଲେ ଭୁଲ୍‍ ହେବନାହିଁ। ଏଗୁଡିକ ମଧ୍ୟ ହୃଦ୍‍ଯନ୍ତ୍ରର…

ସାବଧାନ!ବର୍ଷାଦିନେ ମୂଷାଠାରୁ ବ୍ୟାପୁଛି ମାରାତ୍ମକ ରୋଗ ଲେପ୍ଟୋସ୍ପାୟରୋସିସ୍‍

ମୁମ୍ବଇରେ ଲଗାଣ ବର୍ଷା ଯୋଗୁ ସମ୍ପ୍ରତି ଏକ ମାରାତ୍ମକ ରୋଗ ବ୍ୟାପିଥିବା ଦେଖାଯାଇଛି। ମୂଷାଠାରୁ ମଣିଷଙ୍କୁ ବ୍ୟାପୁଥିବା ଏହି ରୋଗର ନାମ ଲେପ୍ଟୋସ୍ପାୟରୋସିସ୍‍। ଲେପ୍ଟୋସ୍ପିରା ଜୀବାଣୁ ଏହି ରୋଗର କାରଣ ହୋଇଥିବା ବେଳେ ମଣିଷ ସହିତ ପଶୁମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ବର୍ଷାଜଳ ଜମିବା…

ପେଟ ଓ ମୋଟାପଣ କମାଇବାର ଘରେ ମିଳୁଥିବା ୨ ଟି ପାନୀୟ

ବରଫ ପାଣି: ଏପରି ପାଣି ପିଇଲେ ଶରୀରର ମେଟାବଲିକ୍ ପ୍ରକ୍ରିୟା ଦ୍ରୁତ ହୁଏ ଏବଂ ସେହି ବେଗରେ କ୍ୟାଲୋରୀ କ୍ଷୟ ହୋଇଥାଏ। କେବଳ ଏକ ଗ୍ଲାସ୍ ସାଦା ପାଣିରେ ଖଣ୍ଡେ ଆଇସ୍କ୍ୟୁବ୍ ପକାଇ ପିଇବା ଉଚିତ। ଯଦି ଓଜନ କମାଇବାକୁ ଚାହୁଁଥାନ୍ତି, ତେବେ ପ୍ରତିଦିନ ପ୍ରାୟ ଅଧା ଲିଟର ଏପରି ପାଣି ପିଇବାକୁ…

ଏହି ସବୁ ଫଳ ଖାଇଲେ ପତଳା ହେବା ସହ ଚର୍ବି କମିବ

ମେଦବହୁଳତା ଏବେ ଅଧିକାଂଶଙ୍କୁ ଏପରି ଆକ୍ରାନ୍ତ କରିଛି ଯେ ସେମାନେ ପତଳା ହେବା ଲାଗି ବିଭିନ୍ନ ପ୍ରକାର ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଅନେକେ ଡାଏଟିଂ ବା ଖାଦ୍ୟ ନିୟନ୍ତ୍ରଣ କରୁଛନ୍ତି। ତେବେ କେବଳ ଖାଦ୍ୟ ଛାଡିବାରେ ମନମୁତାବକ ଫଳ ମିଳିନଥାଏ। କେତେକ ଜିନିଷ ଖାଇବା ଦ୍ୱାରା ବି ଓଜନ…

ସ୍ମାର୍ଟଫୋନ୍‌ ବ୍ଲାଇଣ୍ଡନେସ୍‌ ବା ଅନ୍ଧତ୍ୱ,ନିଜକୁ ଏଥିରୁ ରକ୍ଷା କରିବେ କିପରି

ଏବେ ଏକ ନୂଆ ପ୍ରକାର ଚକ୍ଷୁ ରୋଗ ବା ଅନ୍ଧତ୍ୱ ଦେଖା ଦେଇଛି । ଆଖି ଉପରେ ଏହାର ଖରାପ ପ୍ରଭାବ ପଡୁଛି । ବେଳେ ବଳେ ସ୍ୱାର୍ଟଫୋନ୍‌ ବ୍ୟବହାରକାରୀ ସାମୟିକ ଭାବେ ନିଜର ଦୃଷ୍ଟି ଶକ୍ତି ହରାଉଛନ୍ତି । ଏହାକୁ ଟ୍ରାଜିଂଟ୍‌ ସ୍ମାର୍ଟ ଫୋନ୍‌ ବ୍ଲାଇଣ୍ଡିନେସ୍‌ କୁହାଯାଉଛି । ଏହାକୁ ଅସ୍ଥାୟୀ ଦୃଷ୍ଟି…

ବେକରେ ଯନ୍ତ୍ରଣାଓ ଏହାର ଉପଶମ

ତେବେ ବେକ ପଛପଟେ ମେରୁଦଣ୍ଡ ହାଡ ଦୁର୍ବଳ ହୋଇଗଲେ ଯନ୍ତ୍ରଣା ଲାଗିରହେ ଯାହାକୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍‍ ବୋଲି କହନ୍ତି। ଏଥିରେ ପ୍ରାୟ ଚାଳିଶ ବର୍ଷ ବୟସ ପରେ ବେକ ପାଖରେ ଥିବା ମେରୁଦଣ୍ଡର ହାଡ, ଗଣ୍ଠି, ଡିସ୍କ ସବୁଥିରେ ଗଣ୍ଠିବାତ (ଅଷ୍ଟିଓଆର୍ଥ୍ରାଇଟିସ୍‍) ଆରମ୍ଭ ହୋଇଥାଏ। ବେକ ଓ…

ଘୁଙ୍ଗୁଡି ସମସ୍ୟାରୁ ରକ୍ଷା ପାଇବେ ଏମିତି

-ରାତିରେ ଶୋଇବା ସମୟରେ ଅନେକ ଲୋକ ଘୁଙ୍ଗୁଡି ମାରିଥାଆନ୍ତି । ଏହା ଏକ ସାଧାରଣ ସମସ୍ୟା । ତେବେ କେତକ କାରଣ ଯୋଗୁଁ ଲୋକ ଘୁଙ୍ଗୁଡି ମାରି ଥାଆନ୍ତି । ସାଦାରଣତଃ ଶ୍ୱାସ ନଳୀରେ ବକ୍ରତା ଯୋଗୁଁ ଏହା ହୋଇଥା ଏ। ତେବେ ଏହି ଶ୍ୱାସ ନଳୀର ପ୍ରତିବନ୍ଧକକୁ ଅଣଦେଖା କରିବା ଉଚିତ୍‌ ନୁହେଁ । ଶୋଇବା…

‘ଶ୍ୱାସରୋଗ’-ଏହି ଘରୋଇ ଖାଦ୍ୟ ଓ ଆସନ ପ୍ରାଣାୟମ ଦ୍ୱାରା ଚିକିତ୍ସା ସମ୍ଭବ

ସାଧାରଣତଃ ଦୁଇଟି ଜିନିଷର ପ୍ରଭାବରେ ଶ୍ୱାସରୋଗ ଦେଖାଯାଏ ଗୁଣସୂତ୍ର (ଜିନ୍‌) ଏବଂ ପରିବେଶ। ଏହି ରୋଗର ପ୍ରତିଷେଧକ ଟୀକା ନାହିଁ। ଜିନ୍‌ ଉପରେ ଆମର କର୍ତ୍ତୃତ୍ୱ ନାହିଁ। ପରିବେଶ ଉପରେ ନିୟନ୍ତ୍ରଣ ସୀମିତ। ତେଣୁ ଶ୍ୱାସରୋଗକୁ ପ୍ରତିରୋଧ କରିବା ଏକ କଠିନ କାର୍ଯ୍ୟ। ଶ୍ୱାସ ରୋଗର ନିୟନ୍ତ୍ରଣ…

ରୋଷେଇ ଘରେ କରନ୍ତୁ ନାହିଁ ଏପରି କାର୍ଯ୍ୟ

ରୋଷାଇ ଘର ହେଉଛି ଲକ୍ଷ୍ମୀଙ୍କ ବାସ ସ୍ଥାନ । ତେଣୁ ରୋଷାଇ ଘରେ ଏହି ସବୁ କାର୍ଯ୍ୟ କରନ୍ତୁ । -ରୋଷେଇ ଗୃହ ମଧ୍ୟରେ ଠାକୁର ରଖନ୍ତୁ ନାହିଁ। -ଘରର ସାମ୍ନା ଗେଟ୍ ସମ୍ମୁଖରେ ରୋଷେଇ ଘର କରନ୍ତୁ ନାହିଁ। -ଗାଧୋଇ ସାରି ରୋଷେଇ ଘରରେ ପ୍ରବେଶ କରନ୍ତୁ। -ରୋଷେଇ ଘର ମଧ୍ୟରେ ଅଇଁଠା ବାସନ…

ବଏଲର କୁକୁଡା ଅଧିକ ଖାଇଲେ କାମ ଦେବନି ଔଷଧ

କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ କଥା । ଏବେ କୁକୁଡା ଚାଷ ବା ପାଳନ ସମୟରେ ବଏଲରଙ୍କ ସହ ଅନ୍ୟ କୁକୁଡାମାନଙ୍କୁ ଅଧିକ ପରିମାଣରେ ଆଣ୍ଟିବାଓଟିକ ଇଂଜେକସନ୍‌ ଦିଆଯାଉଛି । ସେମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ପାଇଁ ଦିଆଯାଉଛି । ମାତ୍ର କିଛି ଦିନ ପରେ ସେମାନଙ୍କ…