Browsing Category

ବିଶ୍ୱାସ

ପଦ୍ମ ପତ୍ର ଓ ହଳଦୀ ପତ୍ରରେ ଖାଇବାର ଉପକାରିତା

ପଦ୍ମପତ୍ର: ଏବେ ବି ରାସ୍ତାକଡର କେତେକ ଝୁମ୍ପୁଡି ହୋଟେଲରେ ପଦ୍ମପତ୍ରରେ ଖାଇବାକୁ ଦିଆଯାଉଛି। ପଦ୍ମ ଏପରି ଏକ ଉଦ୍ଭିଦ ଯାହାର ପ୍ରତ୍ୟେକ ଭାଗ ମଣିଷର ଉପକାର କରେ। ପଦ୍ମପତ୍ରରେ ଥିବା ଆଲ୍‍କାଲଏଡ ଡାଇରିଆ ରୋଗର ପ୍ରାକୃତିକ ଔଷଧ କହିଲେ ଭୁଲ୍‍ ହେବନାହିଁ। ଏଗୁଡିକ ମଧ୍ୟ ହୃଦ୍‍ଯନ୍ତ୍ରର…

ରକ୍ତବର୍ଣ୍ଣ ଚନ୍ଦ୍ର ଗ୍ରହଣରେ ହାଣ୍ଡିଛାଡ, ରାଶିର ଶୁଭ ଅଶୁଭ ଫଳ ସହ ଅନ୍ୟାନ୍ୟ ନୀତି ନିୟମ

ଜୁଲାଇ ୨୭ ରାତିଖ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମାରେ କେତୁଗ୍ରସ୍ତ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ ହେବ । ଏହି ଚନ୍ଦ୍ର ଗ୍ରହଣ ସମୟରେ ରକ୍ତ ବର୍ଣ୍ଣ ବା ଲାଲ୍‌ ରଙ୍ଗର ଚନ୍ଦ୍ର ଦେଖା ଯିବ  ଭାରତ ସମେତ ଓଡିଶାରେ ଏହା ଦୃଶ୍ୟମାନ ହେବ । ଭାରତୀୟ ସାଧାରଣ ସମୟ ଅନୁସାରେ ଏହା ୨୭ ତାରିଖ…

କିପରି ଲୋକକୁ କେବେ ବିଶ୍ୱାସ କରିବେ ନାହିଁ ଜାଣନ୍ତୁ

ବିଶ୍ୱାସ ମଣିଷର ସବୁଠାରୁ ବଡ ଜିନିଷ । ମାତ୍ର ବେଳେ ବେଳେ ଅତ୍ୟଧିକ ବିଶ୍ୱାସ  ଯୋଗୁଁ ମଣିଷ ଧୋକା ପାଇଥାଏ ।ତେବେ କିପରି ଲୋକଙ୍କ ଉପରେ ବିଶ୍ୱାସ କରିବା ଅନୁଚିତ ଜାଣନ୍ତୁ -ସବୁ କଥାରେ ନିଜ ଫାଇଦା ଦେଖୁଥିବା ବ୍ୟକ୍ତିଠାରୁ ଦୂରେଇ ରୁହନ୍ତୁ। କାହିଁକି ନାଁ ଭଲ ସଂପର୍କର ପରମାପକ ଫାଇଦା…

ବିଲେଇ ରାସ୍ତାପାର କରିବା ସତ୍ୟତା ଓ ଅନ୍ଧ ବିଶ୍ୱାସ

ରାସ୍ତାରେ ବିଲେଇ  ପାର ହେଲେ ଅନେକ ଏହା ଖରାପ ବୋଲି ବିଶ୍ୱାସ କରି ଥାଆନ୍ତି । କିଛି ଲୋକ ଚାରି ପାଦ କି ଅଳ୍ପ ପଛକୁ ଫେରି ଥାଆନ୍ତି । ଏହା କେବଳ ଭାରତରେ ନୁହଁ ୟୁରୋପର କିଛି ରାଷ୍ଟ୍ରରେ ପ୍ରଚଳିତ । ପୁରାତନ କାଳରେ ଲୋକମାନେ ଶଗଡ, ବଳଦ ଗାଡ଼ିରେ  କିମ୍ବା ଘୋଡା ଗାଡିରେ ଯାତାୟାତ କରୁଥିଲେ।…

ଘରେ ରଖନ୍ତୁ ନାହିଁ ଏ ସବୁ ଜିନିଷ , ଆସିପାରେ ବିପତ୍ତି

ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଜିନଷ ଗରେ ରଖିଲେ ଏହାର ସୁଫଳ ମିଳେ । ମାତ୍ର ଏପରି କିଛି ଦ୍ରବ୍ୟ ଅଛି ଯାହାକୁ ରଖିଲେ ଏହା ନକରତ୍ମକ ପ୍ରଭାବ ପକାଇଥାଏ । ତଳେ ଏ ସବୁ ଜିନିଷ ବିଷର ତାଲିକା ରହିଛି । -ଭୂତ ପୋଷ୍ଟର୍‌ -ଛିଣ୍ଡା ଚପଲ -ଭଙ୍ଗା ବାସନ -ପୋଡ଼ି ଯାଇଥିବା କପଡ଼ା -କଳଙ୍କି ଲଗା…

ନିଜ ପ୍ରିୟତମ/ତମାଙ୍କ ସନ୍ଦେହ କମ୍‌ କରିବେ କିପରି !

ପୁରୁଷ ହୁଅନ୍ତୁ କି ନାରୀ ସମସ୍ତେ ସନ୍ଦେହ କରିଥାଆନ୍ତି । ପ୍ରେମ ସମୟରେ ସନ୍ଦେହ ହୋଇଥାଏ । ଦ୍ୱାପର ଯୁଗରେ ବି ରାଧା କୃଷ୍ଣଙ୍କ ମଧ୍ୟରେ ସନ୍ଦେହକୁ ନେଇ ଅନେକ କାହାଣୀ ରହିଛି । ରାଧାକୃଷ୍ଣଙ୍କ ମଧ୍ୟରେ ଲଳିତାକୁ ନେଇ କାହାଣୀ ବର୍ଣ୍ଣିତ । ସନ୍ଦେହ ପ୍ରେମର ଏକ ଅବିଛେଦ୍ୟ ଅଙ୍ଗ । ତେବେ  ବେଳେ…

ଆଖି ଡେଇଁଲେ ଭଲ ,ଖରାପ , ସତ୍ୟତା ଓ ଅନ୍ଧ ବିଶ୍ୱାସ

ବାମ ଆଖି ଡେଇଁବା ବାମ ଆଖି ଡେଇଁବାକୁ ଆମେ ଅଶୁଭ ମାନି ଥାଉ। ଏହି ପ୍ରଥାକୁ ନେଇ ଦେଶର ବିଭିନ୍ନ ସଂସ୍କୃତିର ଭିନ୍ନଭିନ୍ନ କଥା ଦେଖିବାକୁ ମିଳିଥାଏ। କେଉଁମାନେ ଭାବନ୍ତି ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁଲେ ଶୁଭ। ବିଭିନ୍ନ ସ୍ଥାନକୁ ନେଇ ଏ ସମ୍ପର୍କରେ ଭିନ୍ନ ଭିନ୍ନ ପ୍ରଥା…

ଘରେ ଚୁଟି ପଡିବା , ଶରୀରରେ ଝିଟିପିଟି ପଡିବା ସତ୍ୟତା ଓ ଅନ୍ଧ ବିଶ୍ୱାସ

ବାସ୍ତବରେ ଝିଟିପିଟି ହେଉଛି ଏକ ବିଷାକ୍ତ ଜୀବ। ଶରୀରରେ ଝିଟିପିଟି ପଡ଼ିବା ଝିଟିପିଟି ନା ଶୁଣିଲେ ଅନେକଙ୍କ ମଧ୍ୟରେ ଘୃଣା, ରାଗ ଓ ଭୟ ଭାବ ଜାତ ହୋଇଥାଏ। ଏମିତି କାହାର ଘର ନାହିଁ ଯାହା ଘରେ ଝିଟିପିଟି ନଥିବ। ଶରୀରରେ ଝିଟିପିଟି ପଡ଼ିଲେ ଭବିଷ୍ୟତରେ କିଛି ଅଘଟଣ ଘଟିପାରେ ବୋଲି ଲୋକଙ୍କ…

ଶଙ୍ଖର ବଜାଇବାର ଉପକରିତା ଓ ହୃଦଘାତ ଆଶଙ୍କା କମିବ  ପାଟି ଲାଗୁଥିବା ଲୋକ କଥା କହିବ

ଶଙ୍ଖର ବଜାଇବାର ଉପକରିତା ଓ ହୃଦଘାତ ଆଶଙ୍କା କମିବ  ପାଟି ଲାଗୁଥିବା ଲୋକ କଥା କହିବ ପେଟ ତଳ ଅଂଶର ମାଂସପେଶୀ ହେବ ସୁଦୃଢ , ମୁହଁରେ ପଡିବନି ଛାପ ହିନ୍ଦୁ ରିତୀ ନୀତିରେ ଶଙ୍ଖର ଏକ ବିଶେଷ ମାନ୍ୟତା ରହିଛି । ଅଧିକାଂଶ ଶୁଭ କାର୍ଯ୍ୟରେ ଏହାକୁ ବ୍ୟବହାରକରାଯାଏ ଏହାର ଏହି ସବୁ  ଉପକାରିତା…

ରାତିରେ ଘର ନ ଓଳାଇବା ଓ କାଉକୁ ଖାଇବାକୁ ଦେବା ପଛର ସତ୍ୟତା

ଧନର ଦେବୀ ଲକ୍ଷ୍ମୀ ଏହା ଦ୍ୱାରା ଅସୁନ୍ତୁଷ୍ଟ ହୁଅନ୍ତି ବୋଲି ଲୋକଙ୍କ ଧାରଣା। ପୂର୍ବକାଳେ ବିଜୁଳି ନଥିବାରୁ ଘର ଭିତର ଦିନ-ରାତି ସର୍ବଦା ଅନ୍ଧାର ରହୁଥିଲା। ଅନ୍ଧାର ଘରେ ଝାଡ଼ୁ ମାରିବା ଫଳରେ ଅନ୍ୟମନସ୍କରେ ତଳେ ପଡ଼ିଯାଇଥିବା ସୁନା, ରୁପା ଗହଣାକୁ ଲୋକମାନେ ଦେଖି ପାରୁ ନଥିଲେ ଓ ଅଳିଆ ଭାବି…