ନିଜ ପ୍ରିୟତମ/ତମାଙ୍କ ସନ୍ଦେହ କମ୍‌ କରିବେ କିପରି !

0 665

ପୁରୁଷ ହୁଅନ୍ତୁ କି ନାରୀ ସମସ୍ତେ ସନ୍ଦେହ କରିଥାଆନ୍ତି । ପ୍ରେମ ସମୟରେ ସନ୍ଦେହ ହୋଇଥାଏ । ଦ୍ୱାପର ଯୁଗରେ ବି ରାଧା କୃଷ୍ଣଙ୍କ ମଧ୍ୟରେ ସନ୍ଦେହକୁ ନେଇ ଅନେକ କାହାଣୀ ରହିଛି । ରାଧାକୃଷ୍ଣଙ୍କ ମଧ୍ୟରେ ଲଳିତାକୁ ନେଇ କାହାଣୀ ବର୍ଣ୍ଣିତ । ସନ୍ଦେହ ପ୍ରେମର ଏକ ଅବିଛେଦ୍ୟ ଅଙ୍ଗ । ତେବେ  ବେଳେ ବେଳେ ସନ୍ଦହରୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହାକୁ ଆପଣ କମ୍‌ କରିପାରେବେ

  • ଆପଣ ପ୍ରିୟଜନଙ୍କ ଆଗରନେ ଅନ୍ୟ ପୁରୁଷମ କିମ୍ବା ନାରୀର ଅଧିକ ପ୍ରଶଂସା କରନ୍ତୁ ନାହିଁ  । ପ୍ରେମିକା ଆଗରେ ଅନ୍ୟ ଝିଅର ପ୍ରଶଂସା କରନ୍ତୁ ନାହିଁ ଏହାଦ୍ୱାରା ସନ୍ଦେହ ସୃଷ୍ଟି ହୋଇଥା ଏ।

  •  ଅଧିକ ସମୟ ଫୋନ୍‌ରେ ବ୍ୟସ୍ତ ରହିଲେ , ଫୋନ୍‌ ଅଧିକ ବିଜି ଆସିଲେ ସନ୍ଦେହ ହୋଇଥାଏ ।

  • କାର୍ଯ୍ୟାଳୟରେ ବା କାମରେ ଥିବା ବେଳେ ଅନେକ ଜଣ ଫୋନ୍‌ ଉଠାନ୍ତି ନାହିଁ । ମାତ୍ର ଆପଣ ଏପରି କଲେ ସନ୍ଦେହ ବେଶୀ ବୃଦ୍ଧି ପାଇଥାଏ । ଫୋନ୍‌ ଉଠାଇ ବ୍ୟସ୍ତ ଅଛନ୍ତି ବୋଲି କହି ଦିଅନ୍ତୁ ।

  • ଅଧିକାଂଶ କଥାରେ ମିଛ କୁହନ୍ତୁ ନାହିଁ , ସନ୍ଦେହ ବଢିବା ସହ ଆପଣଙ୍କସମ୍ମାନ କମିବ ।

Leave A Reply