ବିଶ୍ୱାସମୁଖ୍ୟ ଖବର ରାତିରେ ଘର ନ ଓଳାଇବା ଓ କାଉକୁ ଖାଇବାକୁ ଦେବା ପଛର ସତ୍ୟତା ରାତିରେ ଘର ନ ଓଳାଇବା ଓ କାଉକୁ ଖାଇବାକୁ ଦେବା ପଛର ସତ୍ୟତା By odishanext Last updated May 26, 2018 0 2,125 Share ଧନର ଦେବୀ ଲକ୍ଷ୍ମୀ ଏହା ଦ୍ୱାରା ଅସୁନ୍ତୁଷ୍ଟ ହୁଅନ୍ତି ବୋଲି ଲୋକଙ୍କ ଧାରଣା। ପୂର୍ବକାଳେ ବିଜୁଳି ନଥିବାରୁ ଘର ଭିତର ଦିନ-ରାତି ସର୍ବଦା ଅନ୍ଧାର ରହୁଥିଲା। ଅନ୍ଧାର ଘରେ ଝାଡ଼ୁ ମାରିବା ଫଳରେ ଅନ୍ୟମନସ୍କରେ ତଳେ ପଡ଼ିଯାଇଥିବା ସୁନା, ରୁପା ଗହଣାକୁ ଲୋକମାନେ ଦେଖି ପାରୁ ନଥିଲେ ଓ ଅଳିଆ ଭାବି ଫୋପାଡ଼ି ଦେଉଥିଲେ। ସେହିଦିନଠାରୁ ରାତିରେ ଝାଡ଼ୁ ମାରିବାକୁ ବାରଣ କରାଯାଇ ଆସିଛି। କାଉଙ୍କୁ ଖାଇବାକୁ ଦେବା କାଉକୁ କର୍ମ ଦେବତା ଶନି ମହାଗ୍ରହଙ୍କ ବାହନ କୁହାଯାଏ। ସେ ହିଁ ଅତୀତର କର୍ମକୁ ଦେଖି ଫଳ ପ୍ରଦାନ କରନ୍ତି ବୋଲି ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ୱାସ। ଆଉ କେତେକ କାଉକୁ ଆମ ବଂଶଜ ବୋଲି ଭାବନ୍ତି। ପୁରାଣ ଅନୁଯାୟୀ ତ୍ରେତୟା ଯୁଗରେ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ କାଉ ରୂପ ନେଇ ଦେବୀ ସୀତାଙ୍କୁ ଆଘାତ ଦେଇଥିଲେ। ସ୍ୱାମୀ ରାମଚନ୍ଦ୍ର ଏହା ଜାଣି ନିଜ ଧନୁତୀର ସାହାଯ୍ୟରେ ଜୟନ୍ତଙ୍କ ଗୋଟିଏ ଆଖି ନଷ୍ଟ କରି ଦେଇଥିଲେ। ଜୟନ୍ତ ନିଜ ଦୋଷ ସ୍ୱୀକାର କରି ରାମଚନ୍ଦ୍ରଙ୍କ ଶରଣାପନ୍ନ ହୋଇଥିଲେ। ରାମଚନ୍ଦ୍ର ତାଙ୍କୁ ଆଶୀର୍ବାଦ ପ୍ରଦାନ କରି କହିଥିଲେ ଯେ ଯେଉଁ ବ୍ୟକ୍ତି ତୁମକୁ ଆହାର ଦେବ 0 2,125 Share