Browsing Category

ବିଶ୍ୱାସ

 ସିଦ୍ଧି  ଓ ଶୁଦ୍ଧିର ଦିବସ  ଅକ୍ଷୟ ତୃତୀୟା

ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନ ଓଡ଼ିଶା ଚାଷୀମାନେ ଅକ୍ଷି ମୁଠି ଅନକୂଳ କରିଥାଆନ୍ତି । ଏହି ଦିବସକୁ ଅତି ପବିତ୍ର ଓ ଶୁଭ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ଅକ୍ଷି ମୁଠି ଅନୁକୂଳ କଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ…

ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୁଏ ଚନ୍ଦନ ଯାତ୍ରା

ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୁଏ ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ପୋଖରୀରେ ଚାପ ଖେଳିନ୍ତି। ଏଥିପାଇଁ ପୋଖରୀରେ ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସଜା ଯାଇଥାଏ। ମହାପ୍ରଭୁ ନରେନ୍ଦ୍ରରେ ୨୧ ଦିନ ଧରି ବାହାର ଚାପ ଖେଳିବା ପରେ…

ଧର୍ମ ପୁରାଣ- ବିଷୁବ ସଂକ୍ରାନ୍ତିରେ ଯଦି କିଏ ତୃଷାର୍ତ୍ତଙ୍କୁ ଶୀତଳ ଜଳ ପ୍ରଦାନ କରେ ତା’ହେଲେ ସେ ସମ୍ପୂର୍ଣ୍ଣ…

ଲୋକକଥା ଅନୁସାରେ ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ଶରଶଯ୍ୟାରେ ମୃତ୍ୟୁକୁ ଅପେକ୍ଷା କରିଥିବାବେଳେ ତାଙ୍କୁ ଶୋଷ ଲାଗିଥିଲା। ଅର୍ଜୁନଙ୍କ ଶରାଘାତରେ ଧରିତ୍ରୀରୁ ନିର୍ଗତ ଜଳଉତ୍ସରେ ସେ ନିଜର ତୃଷା ନିବାରଣ କରିଥିଲେ। ଏହାପରେ ସେ ଯୁଧିଷ୍ଠିରଙ୍କୁ ପାଖକୁ ଡାକି କହିଥିଲେ ଯେ ବିଷୁବ…

ହନୁମାନ ଦ୍ୱାଦଶ ନାମର ମହତ୍ୱ , ଜପ କଲେ ମୃତ୍ୟୁର ଭୟ ରୁହେ ନାହିଁ

ହନୁମାନ ଦ୍ୱାଦଶ ନାମର ମହତ୍ୱ , ଜପ କଲେ ମୃତ୍ୟୁର ଭୟ ରୁହେ ନାହିଁ , ହନୁମାନ,ଅଞ୍ଜନା ସୁତ, ବାୟୁପୁତ୍ର, ମହାବଳ,ରାମେଷ୍ଟ, ଫାଲଗୁନ ସଖା, ପୀଙ୍ଗାକ୍ଷ, ଅମିତ ବିକ୍ରମ, ଉଦଧୀ କର୍ମଣ ,ସୀତା ଶୋକ ବିନାଶକ, ଲକ୍ଷ୍ମଣ ପ୍ରାଣଦାତା, ଦର୍ଶଗ୍ରୀବର ଦର୍ପହାରୀ, ଜପ କଲେ ଅନେକ ସୁଫଳ…

କରୋନା ପାଇଁ ବାବା ରାମଦେବଙ୍କ ପରାମର୍ଶ- ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କରନ୍ତୁ ଏହି କାମ

ଭୁବନେଶ୍ୱର - ଏବେ ସାରା ବିଶ୍ୱରେ କରୋନା ଭାଇରସ୍‌ ବା କୋଭିଡ୍‌୧୯ ଆତଙ୍କ ସୃଷ୍ଟି କରିଛି । ରୋଗ ପ୍ରତିରୋଧକ ଶକ୍ତି ନଥିବା, ଓ ବୟସ୍କ ବ୍ୟକ୍ତିଙ୍କୁ ଏହା ବେଶୀ ଆକ୍ରାନ୍ତ କରୁଛି । ହୃଦରୋଗ, ମଧୁମେହ ବା ଡାଇବେଟିସ୍ , ଶ୍ୱାସ ବା ଆସ୍‌ଥମା ଥିବା ବ୍ୟକ୍ତିଙ୍କ ପାଇଁ ଏହି ବେଶୀ ବିପଦଜନକ ।…

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ – ଇଟାଲୀ ଫେରନ୍ତା ଓଡ଼ିଆ ଯୁବକ ଚିହ୍ନଟ

ଭୁବନେଶ୍ୱର -ଇଟାଲୀରୁ ଫେରିଥିବା ଜଣେ ଓଡିଆ ଯୁବକଙ୍କ ସ୍ୱାବରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲସନ୍‌ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ସେ ଇଟାଲୀରୁ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯାଇଥିଲା ମାତ୍ର ତାଙ୍କ ଶରୀରରେ କୌଣସି ଲକ୍ଷଣ…

ଭୟ , ରୋଗ ଶୋକରୁ ମୁକ୍ତି ପାଇବା ପାଇଁ ଜପ କରନ୍ତୁ ଶିବ ପଞ୍ଚାକ୍ଷରୀ ମନ୍ତ୍ର

ପ୍ରାଚୀନ କାଳରେ ମୁନି ଋଷିମାନେ ଅନେକ ସାର ଗର୍ଭକ ବସ୍ତୁ ଓ ମନ୍ତ୍ର ଭାରତୀୟ ସମାଜକୁ ଉପହାର ସ୍ୱରୂପ ଦେଇଛନ୍ତି । ଯୋଗ ଏବେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ବୈଜ୍ଞାନିକ ଗବେଷଣାରେ ଏହା ଶରୀର, ମନ ଓ ମସ୍ତିଷ୍କ ଉପରେ ସକରାତ୍ମକ ତଥା ଅତି ଭଲ ପ୍ରଭାବ ପକାଉଥିବା ପ୍ରମାଣିତ ହୋଇ…

ନିଜେ ବିଷପାନ କରି ସଂସାରକୁ ରକ୍ଷା କରିଥିଲେ ମହାଦେବ

ଭୁବନେଶ୍ୱର: ଦେବ ଦେବ ମହାଦେବ ମୋକ୍ଷର ଦେବତା ଅଟନ୍ତି । ତାଙ୍କୁ ଆରଧାନା କରି ମନୁଷ୍ୟ ନିଜର ମନସ୍କାମନ ପୂର୍ଣ୍ଣ କରିଥାଏ । ଏଥି ସହିତ ତାଙ୍କର କୃପାରୁ ସେ ଏହି ସଂସାର ରୁପୀ ଭବ ସାଗରକୁ ପାରି ହୋଇଯାଇଥାଏ । ଶରୀରରେ ଭସ୍ମ ଓ ମଥାରେ ଚନ୍ଦ୍ର ଧାରଣ କରୁଥିବା ଭଗବାନ ଶିବ ସ୍ୱୟଂ ମହାକାଳ…

ଆପଣ ଜାଣନ୍ତି କି ମହାଦେବ କାହିଁକି ନିଜ ବେକରେ ବିଷଧର ସାପ ରଖିଥାନ୍ତି? ଶାସ୍ତ୍ର କଣ କହୁଛି ?

ହିନ୍ଦୁ ଧର୍ମରେ ସାପର ବିଶେଷ ସ୍ଥାନ ରହିଛି । ଭଗବାନ ନାରାୟଣ ଶେଷନାଗ ଉପରେ ଶୟନ କରିଥାନ୍ତି  ।  ସେହିପରି ଭଗବାନ ଶିବଙ୍କ ବେକ, ଜଟା ଓ ଶରୀରରେ ସାପ ଗୁଡେଇହୋଇ ରହିଥାନ୍ତି  । ଆପଣଙ୍କର ସମୁଦ୍ର ମନ୍ଥନ କଥା ମନେ ଥିବ ନିଶ୍ଚୟ। ମନ୍ଥନ ବେଳେ ବାହାରିଥିବା ଅମୃତକୁ ଦେବତାମାନେ ପିଇଥିବା ବେଳେ…

ବାବା ଅମରନାଥ: ଏଠାରେ ମା’ ପାର୍ବତୀଙ୍କୁ ଅମରତ୍ୱର କାହାଣୀ ଶୁଣାଇ ଥିଲେ ଭଗବାନ ଶିବ

ନୂଆଦିଲ୍ଲୀ: ଆକାଶକୁ ଛୁଉଁଲା ଭଳି ଦେଖାଯାଉଥିବା ଦେବଦାରୁ ଗଛ, କୁଲୁ କୁଲୁ ବହୁଥିବା ନଦୀ, ବରଫରେ ଢାଙ୍କି ହୋଇଥିବା ଶିଖର, ଗ୍ଳୋସିୟର ତଳୁ ବାହାରି ଥିବା ପତଳା ଜଳଧାରା ଯାହା କାହାକୁ ବି ମୋହିତ କରିପାରିବ । ସେଠାରେ ଥିବା ସଂକୀର୍ଣ୍ଣ ପଥୁରିଆ ରାସ୍ତା ଓ ଏହାର ତଳେ ଗଭୀର ଘାଇ, ଯାହା ଡରାଏ…