Browsing Category

ବିଶ୍ୱାସ

କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଆସନ୍ତାମାସ ୩ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବ

ଖୋଲିବ ବଳଦେବଜୀଉ ମନ୍ଦିର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଆସନ୍ତାମାସ ୩ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବ । ଗତ ସଂନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର କହିଛନ୍ତି ରାଜ୍ୟର ପ୍ରମୁଖ ଦେବାଳୟଗୁଡ଼ିକ…

ଚଳିତବର୍ଷ ବରଗଡଠାରେ ଧନୁ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ନାହିଁ

ଚଳିତବର୍ଷ ବରଗଡଠାରେ ଧନୁ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ନାହିଁ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଧନୁଯାତ୍ରା କମିଟିର ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଦେଇ ବରଗଡ…

ଆଜି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପହିଲି ଭୋଗ ନୀତି ଆରମ୍ଭ

ଆଜି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଏହି ସମୟରେ ମହାଲକ୍ଷ୍ମୀ ବାପଘରକୁ ଯାଉଥିବାରୁ…

ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ

ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ଆରମ୍ଭ ଅବସରରେ ଶ୍ରୀଜୀଉମାନଙ୍କୁ ଶ୍ରାଦ୍ଧବେଶରେ ସଜ୍ଜିତ କରାଯାଇଥିଲା। ପରମ୍ପରା ଅନୁଯାୟୀ ଏହି ୩ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ ଦେଇଥା’ନ୍ତି ।…

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି  । ଶ୍ରୀଜୀଉଙ୍କ ପୂଜାପଣ୍ଡା, ସେବାୟତ ଓ ଲାଗି କରିବା ସହ ପାପନାଶିନୀ କୁଣ୍ଡର ଜଳରେ ସ୍ନାନ କରାଇଥିଲେ  । କୋଭିଡ କଟକଣା ମଧ୍ୟରେ ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନେ ପ୍ରଭୁ ଲିଙ୍ଗରାଜଙ୍କୁ …

ଚନ୍ଦ୍ରଭାଗା ସ୍ୱର୍ଣ୍ଣାର୍ଭ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌

ଚନ୍ଦ୍ରଭାଗା ସ୍ୱର୍ଣ୍ଣାର୍ଭ ବେଳାଭୂମିରେ ଆରମ୍ଭ ହେବାକୁ ଥିବା ଇକୋ ରିଟ୍ରିଟ୍‌ ଉତ୍ସବକୁ ଆଜି ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଜି ଦିନ ସାଢେ ୧୧ଟାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହି ଉତ୍ସବ…

ଦୀର୍ଘ ୨୫ ବର୍ଷ ପରେ ଧବଳେଶ୍ୱର ପୀଠରେ ମହାଦେବଙ୍କ କିରାତ ଅର୍ଜୁନ ବେଶ ଅନୁଷ୍ଠିତ

ଦୀର୍ଘ ୨୫ ବର୍ଷ ପରେ କରୋନା କଟକଣା ମଧ୍ୟରେ କଟକ ସ୍ଥିତ ଧବଳେଶ୍ୱର ପୀଠରେ ମହାଦେବଙ୍କ କିରାତ ଅର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ବଡ଼ଓଷା ନୀତି ପାଇଁ ଦେବତ୍ତ୍ୱର ଓ ପୂଜକ ସମାଜ ପକ୍ଷରୁ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଇଥିଲା । ବଡ଼ଓଷା ନୀତି ଅନୁଯାୟୀ ରାତି ୨ଟାରୁ ୩ଟା ମଧ୍ୟରେ…

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ମହାଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ

କାର୍ତ୍ତିକ ପଞ୍ଚୁକର ମଳ ତିଥି ଅବସରରେ ଶ୍ରୀମନ୍ଦିରରେ ଶୁକ୍ରବାରରେ ଶ୍ରୀଜୀଉଙ୍କର ମହାଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତ୍ତିକ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଥିବାରୁ ଶ୍ରୀମନ୍ଦିର ବିଧିବ୍ୟବସ୍ଥା ମୁତାବକ ଶ୍ରୀଜୀଉମାନଙ୍କୁ ନାଗାର୍ଜୁନ…

ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥିରେ ବୁଧବାର ଠାରୁ ପଞ୍ଚକ ବ୍ରତର ଶୁଭାରମ୍ଭ

ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥିରେ ବୁଧବାର ଠାରୁ ପଞ୍ଚକ ବ୍ରତର ଶୁଭାରମ୍ଭ ହୋଇଛି । ଆଜି ଚତୁଃମାସିଆ ବ୍ରତ ଉଦ୍‍ଯାପନ ହେଉଛି । ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନକୁ ବକ ପଞ୍ଚକ ବା ଭୀଷ୍ମ ପଞ୍ଚକ ଭାବେ ବ୍ରତ କରାଯାଏ । ଏଥର ୨୫ ବର୍ଷ ପରେ ପଞ୍ଚକ ୬ ଦିନ…

ଧବଳେଶ୍ୱରଙ୍କ ବଡ଼ଓଷା ଓ ପଞ୍ଚକ ଯାତ୍ରା କରୋନା କଟକଣା ମଧ୍ୟରେ ପାଳନ

କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ତଥା ଆଠଗଡ଼ରେ ଥିବା ଧବଳେଶ୍ୱରଙ୍କ ବଡ଼ଓଷା ଓ ପଞ୍ଚକ ଯାତ୍ରା କରୋନା କଟକଣା ମଧ୍ୟରେ ପାଳନ କରାଯାଉଛି । ଧବଳେଶ୍ୱରଙ୍କ ଏହି ପ୍ରସିଦ୍ଧ ଯାତ୍ରାରେ ପୂର୍ବବର୍ଷ ଗୁଡ଼ିକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ…