Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଭାରତୀୟ ମୁଦ୍ରା ଟଙ୍କାର ମୁଲ୍ୟ
୬ ପଇସା ବୃଦ୍ଧି ପାଇ ଡଲାର ତୁଳନାରେ
ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଭାରତୀୟ ମୁଦ୍ରା ଟଙ୍କାର ମୁଲ୍ୟ ୬ ପଇସା ବୃଦ୍ଧି ପାଇ ଡଲାର ତୁଳନାରେ ୭୬ ଟଙ୍କା ୪୩ ପଇସା ରହିଛି । ଡଲାର ସୂଚକାଙ୍କ ଶତକଡ଼ା ଶୂନ୍ ଦଶମିକ୍ ୫/୫ ଭାଗ ହ୍ରାସ ପାଇ ୧୦୩ ଦଶମିକ୍ ଶୂନ୍ ୫ରେ କାରବାର କରିଥିଲା । ପୂର୍ବ ଦିନର କାରବାରରେ ଡଲାର ଦୁଇ ଦଶନ୍ଧି!-->…
ନାଲ୍କୋକୁ କୋଇଲା ଯୋଗାଣ ନେଇ ହାଇକୋର୍ଟ ଏମ୍ସିଏଲ୍, କେନ୍ଦ୍ର
ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି…
ନାଲ୍କୋକୁ କୋଇଲା ଯୋଗାଣ ନେଇ ହାଇକୋର୍ଟ ଏମ୍ସିଏଲ୍, କେନ୍ଦ୍ର ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥିସହିତ ହାଇକୋର୍ଟ କହିଛନ୍ତି ଯେ ଏମ୍ସିଏଲ୍ର ଭରତପୁର ଖଣିରୁ କୋଇଲା ପରିବହନ ପାଇଁ ପୂର୍ବତଟ ରେଳବାଇକୁ ୪ଟି ରେକ୍ ବ୍ୟବସ୍ଥା କରିବା ପାଇଁ ଯଦି ନାଲ୍କୋ!-->…
ଭାରତରେ ନୋକିଆ ସି୦୧ ପ୍ଲସ୍ ୨ତ୍କ୩୨ ଜିବି ଭାରିଆଂଟ୍ ର ଉନ୍ମୋଚନ
ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍ର ଫୋନ୍ ବିକ୍ରି କରୁଥିବା ସଂସ୍ଥା ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୋକିଆ ସି୦୧ ପ୍ଲସ୍କୁ ଭାରତରେ ଉନ୍ମୋଚନ କରାଯାଇଛି ଯେଉଁଥିରେ ରହିଛି ୩୨ ଜିବି ଷ୍ଟୋରେଜ୍ । ନୋକିଆର ସବୁଠୁ ଲୋକପ୍ରିୟ ଓ ସୁଲଭ ସି-ସିରିଜ୍ ଫୋନ୍ରେ ଏହା ହେଉଛି ଏକ ଆକର୍ଷଣୀୟ ଯୋଗଦାନ!-->…
ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ
ହୋଇଛି
ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ ହୋଇଛି । ୧୦୬ଟି ପୌର ପରିଷଦ ସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଯାଇ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।!-->…
ଓଡ଼ିଶାରେ ରେଳବାଇ ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ
। ଓଡ଼ିଶା ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି । ସେଥିମଧ୍ୟରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ୮୯୧ କୋଟି ଟଙ୍କା, ଅନୁଗୁଳ-ସୁକିନ୍ଦା ପାଇଁ ୪୭୫ କୋଟି, ହରିଦାସପୁର-ପାରାଦୀପ ସକାଶେ ୮୫ କୋଟି ଏବଂ ତାଳଚେର-ବିମଳାଗଡ଼ ରେଳପଥ ନିମନ୍ତେ ୨୫୦!-->…
କେନ୍ଦ୍ର ବଜେଟ୍ରେ ରେଳମନ୍ତ୍ରଣାଳୟ ପାଇଁ ୧ଲକ୍ଷ ୪୦ହଜାର କୋଟି ଟଙ୍କାର ବ୍ୟୟବରାଦ
କେନ୍ଦ୍ର ବଜେଟ୍ରେ ରେଳମନ୍ତ୍ରଣାଳୟ ପାଇଁ ୧ଲକ୍ଷ ୪୦ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପୂର୍ବ ଆର୍ଥିକ ବର୍ଷ ବଜେଟ୍ ତୁଳନାରେ ପ୍ରାୟ ୨୦ହଜାର କୋଟିରୁ ଅଧିକ ଥିବା ଜଣାପଡିଛି । ଏହା ଅଟକି ରହିଥିବା ପ୍ରକଳ୍ପ କାର୍ଯ୍ୟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗକୁ ବଢାଇବାରେ ସହାୟକ ହେବ ।!-->…
ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟିଦେବାକୁ…
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ସୁବିଧା ନିମନ୍ତେ ଅଧିକରୁ ଅଧିକ ସଂଖ୍ୟକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍ଏମ୍ସି ଏବଂ କୃଷି ବିପଣୀ ସଂସ୍ଥାମାନଙ୍କୁ ନିୟୋଜିତ କରିବା ପାଇଁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ସମବାୟ ବିଭାଗ!-->…
ପବିତ୍ର ଦୀପାବଳି ପାଳନ ସମୟରେ କୋଭିଡ୍ କଟକଣାକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା-ଗତବର୍ଷଭଳି ଏବର୍ଷ…
ପବିତ୍ର ଦୀପାବଳି ପାଳନ ସମୟରେ କୋଭିଡ୍ କଟକଣାକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଛି । ତେବେ ଗତବର୍ଷଭଳି ଏବର୍ଷମଧ୍ୟ ବାଣ ଫୁଟାଯିବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି । ମାମଲା ହାଇକୋର୍ଟରେ ବିଚାରାଧିନ ରହିଛି । ଏ ନେଇ ସୋମବାର ସୁଦ୍ଧା ଅଦାଲତରେ!-->!-->!-->…
ଉଠିଲା ସପ୍ତାହନ୍ତ ଲକ୍ଡାଉନ୍ କଟକଣା – ରାତି ୧୦ଟା ଯାଏଁ ଖୋଲିଲା ଦୋକାନ ବଜାର, ଅକ୍ଟୋବର ଏକ ପର୍ଯ୍ୟନ୍ତ…
ଭୁବନେଶ୍ୱର - ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯିବା ପରେ ସେପ୍ଟେମ୍ବର ଏକ ତାରିଖରୁ ଠାରୁ ରାଜ୍ୟରେ ଏହା ଲାଗୁ ହୋଇଛି । ଏହା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ଗତକାଲି ଏସ୍.ଆର୍.ସି. ପ୍ରଦୀପ କୁମାର ଜେନାସୂଚନା ଦେଇ କହିଥିଲେ, ସେପ୍ଟେମ୍ବର ପହିଲାରୁ ରାଜ୍ୟର କୌଣସି!-->…
ଜାତୀୟ ଖାଇବା ତେଲ ଯୋଜନା-ତାଳତେଲକୁ କାର୍ଯ୍ୟକାରୀ କରବାକୁ ଅନୁମୋଦନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଜାତୀୟ ଖାଇବା ତେଲ ଯୋଜନା-ତାଳତେଲକୁ କାର୍ଯ୍ୟକାରୀ କରବାକୁ ଅନୁମୋଦନ କରାଯାଇଛି । ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ୍ ନିକୋବର ଦ୍ୱୀପ ସମୂହ ଉପରେ ବିଶେଷ ଗୁରୁତ୍ୱ ଦେଇ ଏହି ଯୋଜନା!-->…