Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଏକ ଜୀବନ ବୀମା ସହ ଆପଣଙ୍କ ଶିଶୁର ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ
ଭୁବନେଶ୍ୱର: ଅଭିଭାବକ ଭାବେ ଆପଣ ନିଜ ପିଲାଙ୍କୁ ସର୍ବଦା ଶ୍ରେଷ୍ଠ ପ୍ରଦାନ କରିବାକୁ ଉଦ୍ୟମ କରନ୍ତି । ଖାଦ୍ୟ, ପୋଷାକ, ଶିକ୍ଷା ଆଦି ଭଳି ସେମାନଙ୍କ ମୌଳିକ ଆବଶ୍ୟକତାକୁ ଆପଣ ନିଶ୍ଚିତ କରୁଥିବା ବେଳେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟର ଯତ୍ନ ନେବା ଲାଗି ତାଙ୍କର ଆର୍ଥିକ ଭବିଷ୍ୟତକୁ!-->…
ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତୈମାସିକରେ ମୋଟ ବ୍ୟବସାୟ ୨ ଲକ୍ଷ କୋଟି ଟଙ୍କା ଟପିଲା
ଲୋନ୍ ବୁକ୍ ବର୍ଷକୁ ବର୍ଷ ୧୧%% ବୃଦ୍ଧି ସହ ୯୭,୭୮୭ କୋଟି ଟଙ୍କା ମୋଟ ଜମା ବର୍ଷକୁ ବର୍ଷ ୨୧% ବୃଦ୍ଧି ସହ ୧,୦୨,୨୮୩ କୋଟି ଟଙ୍କା ହାଉସିଂ ଫାଇନାନ୍ସ ବୁକ୍ରେ ୨୮% ବୃଦ୍ଧି କାସା ଅନୁପାତ ହେଉଛି ୩୬.୪% ମୋଟ ଜମାରେ ରିଟେଲ୍ର ଭାଗ ୬୯%ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩!-->…
କୋଟେକ୍ସ ପକ୍ଷରୁ କୋଟେକ୍ସ ପ୍ରୋହେଲ୍ଥ+ର ଶୁଭାରମ୍ଭ
ଭୁବନେଶ୍ୱର: କିମ୍ବର୍ଲି କ୍ଲାର୍କର ବ୍ରାଣ୍ଡ୍ କୋଟେକ୍ସ ପକ୍ଷରୁ କୋଟେକ୍ସ ପ୍ରୋହେଲ୍ଥ+ ସାନିଟାରି ପ୍ୟାଡ୍ର ଶୁଭାରମ୍ଭ କରାଯାଇଛି । ଋତୁଶ୍ରାବ ସମୟରେ ସୁସ୍ଥକର ସୁରକ୍ଷାକୁ ନିଶ୍ଚିତ କରିବା ଲାଗି କଂପାନି ଏହି ସଦ୍ୟତମ ଉତ୍ପାଦର ବିକାଶ କରିଛି । ଏହା ଜରିଆରେ କଂପାନି ଏହା ଜଣାଇବାକୁ!-->…
ମହିନ୍ଦ୍ରା ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ଏସ୍ୟୁଭି “ଏକ୍ସୟୁଭି୪୦୦” ଉନ୍ମୋଚିତ; ଦାମ୍ ୧୫.୯୯ ଲକ୍ଷ ଟଙ୍କା
ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଏହାର ପ୍ରଥମ ଇଲେକ୍ଟ୍ରିକ୍ ଏସ୍ୟୁଭି “ଏକ୍ସୟୁଭି୪୦୦”କୁ ବିଶ୍ୱ ଇଭି ଦିବସରେ ଉନ୍ମୋଚନ କରାଯାଇଛି । ଇଲେକ୍ଟ୍ରିକ୍ ଗାଡ଼ି ବିପ୍ଳବରେ ସାମିଲ ହେବାକୁ ଚାହୁଥିବା ଗ୍ରାହକମାନଙ୍କୁ ନଜରରେ ରଖି ଏହାର ଡିଜାଇନ୍ ଓ ଇଞ୍ଜିନୟରିଂ ପ୍ରସ୍ତୁତ!-->…
ଆଦାନି ଏଟଂରପ୍ରାଇଜେସ୍ ଲିମିଟେଡ୍ର ଏଫ୍ପିଓ ୨୦୨୩ ଜାନୁଆରି ୨୭ରେ ଖୋଲିବ
ଭୁବନେଶ୍ୱର: ଆଦାନି ଏଟଂରପ୍ରାଇଜେସ୍ ଲିମିଟେଡ୍ର ପ୍ରସ୍ତାବିତ ୨୦,୦୦୦ କୋଟି ଟଙ୍କାର ଫର୍ଦର ପବ୍ଲିକ୍ ଅଫରିଂ (ଏଫ୍ପିଓ) ୨୦୨୩ ଜାନୁଆରି ୨୭ ତାରିଖରେ ଖୋଲିବ । ଏହି ଏଫ୍ପିଓରେ ସାମିଲ ରହିଛି ଆଂଶିକ ପେଡ୍-ଅପ୍ ଇକ୍ୱିଟି ପୁଞ୍ଜି । ଏହି ଅଫରରେ ୫୦ କୋଟି ଟଙ୍କା ମୂଲ୍ୟର ଇକ୍ୱିଟି ସେୟାର!-->…
ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଲଜିଷ୍ଟିକ୍ସ ପରିଚାଳନାର ସମ୍ପୁର୍ଣ୍ଣ ଡିଜିଟାଲ ସମାଧାନ ‘ଇ ଲଗ୍’ ଆପ୍ର ଶୁଭାରମ୍ଭ
ସୁକିନ୍ଦା: ଖନନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଡିଜିଟାଲ ରୂପାନ୍ତରଣକୁ ତ୍ୱରାନ୍ୱିତ କରି ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଖନନ କାର୍ଯ୍ୟକ୍ଷେତ୍ରରେ ସମସ୍ତ ପ୍ରକାର ଲଜିଷ୍ଟିକ୍ ସମ୍ପର୍କିତ ଆବଶ୍ୟକତାର ସମ୍ପୁର୍ଣ୍ଣ ସମାଧାନ ସ୍ୱରୁପ “ଇ-ଲଗ୍”!-->…
ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଦୃଷ୍ଟିବାଧିତଙ୍କ ପାଇଁ ଆନ୍ତଃ-ରାଜ୍ୟ କ୍ରିକେଟ୍ ମ୍ୟାଚ୍ ଆୟୋଜିତ
ସୁକିନ୍ଦା: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ସହଭାଗିତାରେ ବୁଧବାର ଦିନ ଓଡ଼ିଶା ଏକାଦଶ ଓ ଝାଡ଼ଖଣ୍ଡ ଏକାଦଶ ମଧ୍ୟରେ ଦୃଷ୍ଟିବାଧିତଙ୍କ ନିମନ୍ତେ ସବଳ ଆନ୍ତଃ ରାଜ୍ୟ କ୍ରିକେଟ୍ କପ୍ ଆୟୋଜିତ ହୋଇଯାଇଛି ।
ଓଡ଼ିଶାର ଯାଜପୁର!-->!-->!-->…
ଏନ୍ଟିପିସି ପକ୍ଷରୁ ପିଏନ୍ଜି ନେଟ୍ୱର୍କରେ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ ମିଶ୍ରଣ ପରିଚାଳନାର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ଏନ୍ଟିପିସି ଲିମିଟେଡ୍ ପକ୍ଷରୁ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ୍ ବ୍ଲେଣ୍ଡିଂ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଗୁଜରାଟର ସୁରଟରେ ଥିବା ଏନ୍ଟିପିସି କବାସ୍ ଟାଉନ୍ସିପ୍ର ପାଇପ୍ଡ ନାଚୁରାଲ୍ ଗ୍ୟାସ୍ (ପିଏନ୍ଜି) ନେଟ୍ୱର୍କରେ!-->…
ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ଲାଗି ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଓପୋନ୍ ସହିତ ସହଯୋଗିତା
ଭୁବନେଶ୍ୱର: ଦେଶର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ଏମ୍ଏସ୍ଏମ୍ଇ, ଫ୍ରିଲାନ୍ସର, ହୋମ୍ପ୍ରେନ୍ୟୁଅର, ଇନ୍ଫ୍ଲୁଏନ୍ସର ଭଳି ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ସୁବିଧା ପ୍ରଦାନ କରିବା ପାଇଁ ବିଶ୍ୱର ଦ୍ରୁତ!-->…
ଆଦାନି ସିମେଂଟ୍ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା ଓ ବିହାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ”ର…
ଭୁବନେଶ୍ୱର: ଆଦାନି ଗ୍ରୁପ୍ର ଅଂଶ ତଥା ଆଦାନି ସିମେଂଟ୍ର ସିମେଂଟ୍ ଓ କୋଠା ଉପକରଣ କଂପାନି ଏସିସି ଲିିମିଟେଡ୍ ପକ୍ଷରୁ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶା ବଜାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ’ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଗ୍ରିନ୍ କଙ୍କ୍ରିଟ୍ ସମାଧାନର!-->…