Browsing Category

ବଜାର

ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହେବ ଓଡ଼ିଶା ମାଇନିଂ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୱିପମେଂଟ ଏକ୍ସପୋ ୨୦୨୬

ଭୁବନେଶ୍ୱର : କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ‘ଓଡ଼ିଶା ମାଇନିଂ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୱିପମେଂଟ ଏକ୍ସପୋ\' (ଓଏମସିଇ)୨୦୨୬ ର ପ୍ରଥମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି, ଯାହାକି ପୂର୍ବ ଭାରତରେ ଖଣି ଏବଂ ନିର୍ମାଣ ଉପକରଣ କ୍ଷେତ୍ର ପାଇଁ ଏକ ଉତ୍ସର୍ଗୀକୃତ ଶିଳ୍ପ

ସ୍ଥାୟୀ ବିକାଶ ପାଇଁ ଦୃଢ଼ ଶିଳ୍ପ-ସରକାର ସହଭାଗୀତା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର : ସିଆଇଆଇ ଓଡ଼ିଶା ପକ୍ଷରୁ ବାର୍ଷିକ ବୈଠକ ଅବସରରେ "ଓଡ଼ିଶା ଲିଡିଙ୍ଗ: ସ୍ଥାୟୀ ଏବଂ ସମାବେଶୀ ବିକାଶ ପାଇଁ ସହଭାଗୀତା’ ଶୀର୍ଷକ ଏକ ଅଧିବେଶନ ଆୟୋଜନ କରାଯାଇଛି। ଏହି ଅଧିବେଶନରେ ରାଜ୍ୟରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା, ନବସୃଜନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ

ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ପକ୍ଷରୁ ନିକଟରେ ଭାରତର ଫ୍ଲାଗସିପ ଇକ୍ୱିଟି ବେଂଚମାର୍କ ଏବଂ ବିଶ୍ୱର ଅନ୍ୟତମ ସର୍ବାଧିକ ଟ୍ରାକ ହୋଇଥିବା ସୂଚକାଙ୍କ ନିଫ୍ଟି ୫୦ ଇଣ୍ଡେକ୍ସର ୩୦ ବର୍ଷ ପୂର୍ତି ଅବସରକୁ ପାଳନ କରାଯାଇଛି । ଏହି ଉଲ୍ଲେଖନୀୟ

ରାଉରକେଲାରେ ଟେକ୍ନୋସ୍ପୋର୍ଟର ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ଉଦଘାଟିତ

ଭୁବନେଶ୍ୱର : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଆକ୍ଟିଭୱେୟାର ବ୍ରାଣ୍ଡ ଟେକ୍ନୋସ୍ପୋର୍ଟ ପକ୍ଷରୁ ରାଉରକେଲାର ପ୍ଲୁଟୋନ ମଲ୍‌ଠାରେ ଓଡିଶାରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ (ଇବିଓ)ର ଶୁଭାରମ୍ଭ ଘୋଷଣା କରାଯାଇଛି । ୟୁନିଟ୍‌-୪ ସ୍ଥିତ ମଲର ୨ୟ ମହଲାରେ ୩୪୧୯ ବର୍ଗଫୁଟ ଅଂଚଳରେ

ଓଡିଶାର ବିକାଶ ଅଗ୍ରାଧିକାର ସହିତ ସିଏସଆରକୁ ସମ୍ମିଳିତ କରିବାକୁ କର୍ପୋରେଟ ସଂସ୍ଥାମାନଙ୍କୁ ଶିଳ୍ପମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: କନଫେଡେରେସନ୍ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଭୁବନେଶ୍ୱରର ଲାଇଫ୍ ହୋଟେଲରେ ଓଡିଶା ସିଏସଆର କନକ୍ଲେଭ ୨୦୨୫କୁ ସଫଳତାର ସହିତ ଆୟୋଜନ କରିଛି ଯେଉଁଥିରେ ଓଡିଶାର ସାମାଜିକ-ଅର୍ଥନୈତିକ ପରିବର୍ତନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ର ଭୂମିକାକୁ ସଶକ୍ତ

ଭୁବନେଶ୍ୱରରେ ଏକ ନୂଆ ଫୁଲ୍‌ଫିଲମେଂଟ ସେଂଟର ସହିତ ନିଜର ଅପରେଶନ୍ସ ନେଟ୍‌ୱର୍କକୁ ସମ୍ପ୍ରସାରଣ କରିଛି ଆମାଜନ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହେଉଥିବା ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ପୂର୍ବରୁ ଆମାଜନ ଇଣ୍ଡିଆ ଓଡିଶାରେ ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା, ଗ୍ରାହକଙ୍କ ପାଇଁ ଅତୁଳନୀୟ ମୂଲ୍ୟ, ବେଗ ଓ ଚୟନ ଆଣିବା ପାଇଁ ପ୍ରସ୍ତୁତ ହୋଇଛି । ଏହାର ଭିତିଭୂମିକୁ

ଭୁବନେଶ୍ୱରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବ ପ୍ରଥମ ଟାଇକନ ୨୦୨୫

ଟାଇ ଭୁବନେଶ୍ୱରର ୧୩ ବର୍ଷର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖରେ ଓଡିଶାରେ ଆନ୍ତର୍ଜାତୀୟ ଉଦ୍ୟୋଗୀମାନେ ଏକାଠି ହେବେ ଭୁବନେଶ୍ୱର: ଓଡିଶାରେ ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ (ଟିଆଇଇ) ଭୁବନେଶ୍ୱର ଆସନ୍ତା ଅଗଷ୍ଟ ୯ ଓ ୧୦

ନିବେଶକଙ୍କୁ ଆର୍ଥିକ ଠକେଇରୁ ସୁରକ୍ଷିତ ରଖିବା ପାଇଁ ସେବି ଓ ଏନଏସଇର ମିଳିତ ପଦକ୍ଷେପ

ଭୁବନେଶ୍ୱର: ବର୍ତମାନ ସମୟରେ ନକଲି ଟ୍ରେଡିଂ ଆପ୍ ଓ ଡିପ୍‌ଫେକ ଭିଡିଓଗୁଡିକରୁ ଆରମ୍ଭ କରି ଅଣପଞ୍ଜୀକୃତ ନିବେଶ ପରାମର୍ଶଦାତା ଓ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଷ୍ଟକ୍ ପରାମର୍ଶ ପର୍ଯ୍ୟନ୍ତ ଠକମାନେ ଟେକ୍ନୋଲୋଜିର ଅପବ୍ୟବହାର କରିବା ସହ ନିବେଶକଙ୍କ ବିଶ୍ୱାସ ହ୍ରାସ କରୁଛନ୍ତି। ତେଣୁ

ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଫୋନପେ ଏବଂ ଏଚଡିଏଫସି ବ୍ୟାଙ୍କ, ‘ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ\'ର ଶୁଭାରମ୍ଭ ଘୋଷଣା କରିଛନ୍ତି ଯାହା ଫୋନପେର କୋ-ବ୍ରାଣ୍ଡେଡ୍ କାର୍ଡ ସେଗମେଂରେ ପ୍ରବେଶକୁ ଚିହ୍ନିତ କରିଛି । ଏଚଡିଏଫସି ବ୍ୟାଙ୍କ ସହଭାଗୀତାରେ, ନୂତନ କୋ-ବ୍ରାଣ୍ଡେଡ୍

ଆସୋଚାମ ପକ୍ଷରୁ ଓଡିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୫ର ୨ୟ ସଂସ୍କରଣ ଆୟୋଜିତ

ଜିଡିପିରେ ଶିଳ୍ପ ଓ ନିର୍ମାଣ କ୍ଷେତ୍ରର ଯୋଗଦାନ ବୃଦ୍ଧି କରିବା ଆମର ସର୍ବୋଚ୍ଚ ପ୍ରାଥମିକତା: ହେମନ୍ତ ଶର୍ମା ଭୁବନେଶ୍ୱର : ଆସୋଚାମ ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଓଡିଶା ମାନୁଫ୍ୟାକଚରିଂ କନ୍‌କ୍ଲେଭ ୨୦୨୫ର ୨ୟ ସଂସ୍କରଣ ସଫଳତାର ସହ ଆୟୋଜନ