Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
କେବେ ଓ କାହିଁକି ହୋଇଥିଲା କାରଗିଲ୍ ଯୁଦ୍ଧ
ମେ ମାସ ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧ ଆରମ୍ଭ ହୋଇଥିଲା
ଏହା ୬୦ ଦିନ ଧରି ଚାଲିଥିଲା ।
ଜୁଲାଇ ମାସ ୨୬ ତାରଖରେ କାରଗିଲ୍ ଦଖଲ ସହ ଏହି ଯୁଦ୍ଧ ଶେଷ ହୋଇଥିଲ ।
ଏ ଯୁଦ୍ଧ ବିଷୟରେ ତତ୍କାଳୀନ ପାକିସ୍ତାନର ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍ ଜାଣି ନଥିଲେ ।
ପାକିସ୍ତାନ ସେନା ମୁଖ୍ୟ…
୧୯୯୯ ମସିହାରେ ‘ଅପରେସନ ବିଜୟ’ ଓ ବିଜୟ ଦିବସ
ଆଜି କାରଗିଲ ବିଜୟ ଦିବସ। ୧୯୯୯ ମସିହାରେ ‘ଅପରେସନ ବିଜୟ’ ଅଭିଯାନରେ ତଥାକଥିତ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ। ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯…
କାରିଗିଲ୍ରେ ପାକିସ୍ତାନ ସୈନ୍ୟଙ୍କ ଅନୁପ୍ରବେଶ ବିଷୟରେ ସୂଚନା ଦେଇଥିଲେ ଗୋପାଳକ
କାରଗିଲ୍ ଯୁଦ୍ଧ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । କାରଗିଲ୍ ସହ ଟାଇଗର ହିଲ୍ ଓ କାଶ୍ମୀରର ଅନ୍ୟକେତକ ସ୍ଥାନରେ ପାକିସ୍ତାର ସୈନ୍ୟମାନେ ଅନୁପ୍ରବେଶ କରିବା ସହ ବଙ୍କର ତିଆରି କରିଥିଲେ । ଶୀତ ଦିନର ତୁଷାରପାତ ସମୟରେ ସେମାନେ ସେହି ସ୍ଥାନରେ ଅନୁପ୍ରବେଶ କରିଥିଲେ ।…
କାରଗିଲ୍ ଯୁଦ୍ଧରେ ଅନେକ ଓଡିଆ ପୁଅ ହୋଇଥିଲେ ସହିଦ୍
କାରଗିଲ୍ ଯୁଦ୍ଧରେ ଅନେକ ଓଡିଆ ପୁଅ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଭଦ୍ରକ ନିରଞ୍ଜନ ବେହେରା ଓ ଗଞ୍ଜାମର ଉମାକାନ୍ତ ପଟ୍ଟନାୟକ ଅନ୍ୟତମ । ଯୁବକ ଅବସ୍ଥାରେ ମାତ୍ର ୧୯ ବର୍ଷ ବୟସରେ ଉମାକାନ୍ତ ଦେଶ ପାଇଁ ସହିଦ ହୋଇଥିଲେ ।
ଭଦ୍ରକ ଚାନ୍ଦବାଲିର ନିରଞ୍ଜନ ବି ଯୁବକ ଅବସ୍ଥାରେ…
ଜୁଲାଇ ୨୬ ବିଜୟ ଦିବସ
ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରାଯାଇଥାଏ । ୧୯୯୯ ମସିହାରେ ଏହି ଦିନ ଭାରତୀୟ ଯବାନମାନେ କାରଗିଲ୍ ଦଖଲ କରିବା ସହ ପାକିସ୍ତାନର ଅନୁପ୍ରବେଶକୁ ବିଫଳ କରିଥିଲେ । ଏଥିପାଇଁ ଆମର ଅନେକ ଯବାନ୍ ସହିଦ୍ ହୋଇଥିଲେ । ଦେଶମାତୃକା ପାଇଁ ନିଜର ପ୍ରାଣ ବଳୀ ଦେଇଥିଲ ।
ସହି ବୀର…
ପାର୍କକୁ ସଫା କରିବା ସହ ଡଷ୍ଟବିନ୍ରେ ଅଳିଆ ଫିଙ୍ଗୁଛି ହାତୀ, ଦେଖନ୍ତୁ ଭିଡିଓ
ଏବେ ସ୍ୱଚ୍ଛତା ପାଇଁ ସମସ୍ତେ ବାର୍ତ୍ତା ଦେଉଛନ୍ତି । ସ୍ୱଚ୍ଛତା ସହ ଆମେ ପରିବେଶକୁ ଭଲ ରଖିବା ସହ ନିଜର ପାରିପାର୍ଶ୍ୱିକ ସ୍ଥିତି ଓ ସ୍ୱାସ୍ଥ୍ୟକୁ ଭଲ ରଖିପାରିବା । ଅନେକ ଲୋକ ପାର୍କ ସହ ଅନ୍ୟାନ୍ୟ ସାଧାରଣ ସ୍ଥାନକୁ ଅପରିଷ୍କାର କରିଥାଆନ୍ତି । ମାତ୍ର ଏକ ହାତୀ ପାର୍କକୁ ସଫା କରିବା ସହ…
ଦୀର୍ଘାୟୁ ର ରହସ୍ୟ
ସୁସ୍ଥ ରହବା ପାଇଁ ସନ୍ତୁଳିତ ଆହାର ଏବଂ ଆୟୁର୍ବେଦ ଶାସ୍ତ୍ର ଅନସୁାରେ ଦିନଚର୍ଯ୍ୟା, ରାତିଚର୍ଯ୍ୟା ଓ ଋତଚୁର୍ଯ୍ୟା ପାଳନର ଏକାନ୍ତ ଆବଶ୍ୟକତା ଅଛି।
ସାଧାରଣ ରୋଗର ଚିକିତ୍ସା ପାଇଁ ହାତ ପାଆନ୍ତାରେ ତଥା ବାଡ଼ିବଗିଚାରେ ମିଳୁଥିବା ଔଷଧୀୟ ବୃକ୍ଷଲତାକୁ ଚିହ୍ନି ତା’ର ଔଷଧୀୟ…
ଜାଣନ୍ତୁ ଅର୍ଶର କାରଣ, ଲକ୍ଷଣ ଓ ଏହାର ନିରାକରଣ
ଅର୍ଶ ରୋଗ ଏକ କଷ୍ଟ ଦାୟକ ରୋଗ । ମଳଦ୍ୱାରରେ ଥିବା ମାଂସପେଶୀର ଦୁର୍ବଳତା, କୋଷ୍ଠକାଠିନ୍ୟ ଯୋଗୁ ହୋଇଥାଏ। ମଳଦ୍ୱାରରେ ଥିବା ପେରିଷ୍ଟୋନିୟମର ଶିରା ସଙ୍କୁଚିତ ହେବା ଦ୍ୱାରା ମଳଦ୍ୱାର ଦୁର୍ବଳ ହୋଇ ମାଂସଗୁଳି ବୃଦ୍ଧି ପାଏ। ମଳ କଠିନ ହେଲେ ଏହା ଫାଟି ରକ୍ତ ପଡେ।
ଏହା ଦୁଇପ୍ରକାର- ଭିତର…
ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପୋଷ୍ଟ କଲେ ନିଜର ଆନିମେଟେଡ୍ ଯୋଗ ଭିଡିଓ(ତ୍ରିକୋଣାସନ)
ନୂଆଦିଲ୍ଲୀ . - ଅନ୍ତର୍ଜାତୀୟ ଯୋଗଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଯୋଗର ବିଭିନ୍ନ ଉପକାରିତା ବିଷୟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ମୋଦୀଙ୍କର ଆନିମେଟେଡ୍ ରୂପ ରହିଛି । ଏଥିରେ ତ୍ରିକୋଣାସନର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି ।
ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ…
ଜାଣନ୍ତୁ କାହିଁକି ଝିଅ ପାଇଁ ତାଙ୍କର ବାପା ହିରୋ ଓ ବେଶୀ ନିକଟତର
ସାଧାରଣତଃ ବାପା ଓ ମାଆ ଦୁଇଜଣ ନିଜ ପିଲାମାନଙ୍କୁ ସ୍ନେହ କରିଥାଆନ୍ତି । ହେଲେ ଅଧିକାଂଶସ୍ତରରେ ଝିଅମାନେ ବାପାଙ୍କର ଅଲିଅଳି ହୋଇଥାଆନ୍ତି । ପୁଅମାନେ ମାଆଙ୍କର ସ୍ନେହ ପାଇଥାଆନ୍ତି । ଝିଅ ବାପାଙ୍କର ଅଧିକ ଅଲିଅଳି ହେବାର ଅନେକ କାରଣ ରହିଛି । ବାପା କେବଳ ବାପା ନୁହନ୍ତି ନିଜ ଝିଅର ବନ୍ଧୁ…