ଏବେ ସ୍ୱଚ୍ଛତା ପାଇଁ ସମସ୍ତେ ବାର୍ତ୍ତା ଦେଉଛନ୍ତି । ସ୍ୱଚ୍ଛତା ସହ ଆମେ ପରିବେଶକୁ ଭଲ ରଖିବା ସହ ନିଜର ପାରିପାର୍ଶ୍ୱିକ ସ୍ଥିତି ଓ ସ୍ୱାସ୍ଥ୍ୟକୁ ଭଲ ରଖିପାରିବା । ଅନେକ ଲୋକ ପାର୍କ ସହ ଅନ୍ୟାନ୍ୟ ସାଧାରଣ ସ୍ଥାନକୁ ଅପରିଷ୍କାର କରିଥାଆନ୍ତି । ମାତ୍ର ଏକ ହାତୀ ପାର୍କକୁ ସଫା କରିବା ସହ ଡଷ୍ଟବିନ୍ରେ ଅଳିଆ ପକାଉଥିବା ଦେଖିବାକୁ ମିଳୁଛି । ଏଥିରେ ହାତୀଟି ତଲେ ପଡିଥିବା ଅନେକ ଛୋଟ ଡବାକୁ ଶୁଣ୍ଢରେ ଉଠାଇବା ସହ ଡଷ୍ଟବିନ୍ରେ ପକାଉଛି ।
Elephant caught throwing away litter into a trash can at a safari outpost pic.twitter.com/vOe8FTk65e
— Nature is Lit🔥 (@NaturelsLit) July 12, 2019