Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
ପରୀକ୍ଷା ପ୍ରସ୍ତୁତି -ପ୍ରତି ସେଣ୍ଟର ଓ ନୋଡାଲ୍ ସେଣ୍ଟରରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି ପ୍ରକ୍ରିୟାକୁ ଶୃଙ୍ଖଳିତ…
ରାଜ୍ୟରେ ଚଳିତମାସରୁ ଆରମ୍ଭ ହେବାକୁ ଯାଉଥିବା ମାଟ୍ରିକ୍ ଏବଂ ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭହୋଇଛି । ଏହି ପରୀକ୍ଷାରେ ସ୍ୱଚ୍ଛତା, କପି ରୋକିବା, ନକଲି ପ୍ରଶ୍ନପତ୍ର ଓ ଗୁଜବକାରୀଙ୍କ ଉପରେ କଡ଼ା ନଜର ରଖିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ!-->!-->!-->…
ସୁବାଷ ସିଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା
କଟକ ମେୟର ଭାବେ ନିର୍ବାଚିତ ହୋଇଥିବା ସୁବାଷ ସିଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭା ଅଧ୍ୟକ୍ଷଙ୍କନିକଟକୁ ଇସ୍ତଫାପତ୍ର ପଠାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶ୍ରୀ ସିଂ ୨୦୨୦ ଏପ୍ରିଲ୍ ମାସରେ ରାଜ୍ୟସଭା ସଦସ୍ୟଭାବେ ନିର୍ବାଚିତହୋଇଥିଲେ ।
ରାଜ୍ୟର ୩ଟି ମେଡ଼ିକାଲ କଲେଜରେ ନୂଆ କ୍ୟାନସର କେୟାର ସେଣ୍ଟର
ରାଜ୍ୟର ୩ଟି ମେଡ଼ିକାଲ କଲେଜରେ ନୂଆ କ୍ୟାନସର କେୟାର ସେଣ୍ଟର ଖୋଲିବା ପାଇଁ ରାଜ୍ୟ ସରକାର ୧୫୫ କୋଟି ୯୨ ଲକ୍ଷ ଟଙ୍କା ମଂଜୁରକରିଛନ୍ତି । ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ କ୍ୟାନସର କେୟାର ସେଣ୍ଟର ସ୍ଥାପନ ଲାଗି ୭୬ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ ହେବ ।!-->…
ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଣ୍ଟିସିପ୍ ଫ୍ରେମ୍ୱାର୍କ
ସହ ଯୋଡାଯିବାର ଲକ୍ଷ୍ୟ
ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଣ୍ଟିସିପ୍ ଫ୍ରେମ୍ୱାର୍କ ସହ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି । ଗତକାଲି ନୂଆଦିଲ୍ଲୀଠାରେ ଏକଦିବସୀୟ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ମେଳାକୁ ଡିଜିଟାଲ୍ ପ୍ଲାଟଫର୍ମରେ ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ!-->…
୫-tସଚିବ ଭି.କେ.ପାଣ୍ଡିଆନ୍ ଗତକାଲି କଟକ ମା’ ଚଣ୍ଡିମନ୍ଦିର ପରିଦର୍ଶନ
୫-tସଚିବ ଭି.କେ.ପାଣ୍ଡିଆନ୍ ଗତକାଲି କଟକ ମା’ ଚଣ୍ଡିମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରରବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସେବାୟତ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିରରେ ଥିବା!-->…
ଛାତିପୋଡା -ଛାତି ଯନ୍ତ୍ରଣାର ସମାଧାନ ଡା. ନିରଞ୍ଜନ ତ୍ରିପାଠୀ
ଡା. ନିରଞ୍ଜନ ତ୍ରିପାଠୀ
ଛାତି ଭିତରେ ଥିବା ବିଭିନ୍ନ ଅଙ୍ଗ, ଯଥା- ହୃତ୍ପିଣ୍ଡ, ଫୁସଫୁସ୍, ମାଂସପେଶୀ, ଲସିକା ଗ୍ରନ୍ଥି, ଧମନୀ, ଶିରାରେ କିଛି ସମସ୍ୟା ହେଲେ ଛାତି ଯନ୍ତ୍ରଣା ହୁଏ। ନଚେତ ପାକସ୍ଥଳୀରେ ଘା’ (ପେପ୍ଟିକ ଅଲ୍ସର), ପ୍ରଦାହ (ପାକସ୍ଥଳୀ କର୍କଟ), ଖାଦ୍ୟନଳୀେର!-->!-->!-->!-->!-->…
ଆମପୃଥିବୀ, ଆମ ସ୍ୱାସ୍ଥ୍ୟ – ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି
ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆମ ପୃଥିବୀ, ଆମ ସ୍ୱାସ୍ଥ୍ୟ । ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି । ଜଳବାୟୁ ପରିବର୍ତ୍ତନ, ପରିବେଶ, ତାପମାତ୍ରା, ପ୍ରଦୂଷଣ, ଯୁଦ୍ଧ ବିଭୀଷିକା, ଖାଦ୍ୟ, ଜଳ, ଅମ୍ଳଜାନ ଆଦି ଅନେକଗୁଡ଼ିଏ!-->…
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ରାଉରକେଲାରେ ନିଯୁକ୍ତି ବିଜ୍ଞାପନ
ରାଉରକେଲା ସ୍ଥିତ ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ପାଇଁ ବିଭିନ୍ନ ଖବର କାଗରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ମେଡିସିନ୍ ସ୍ପେଶାଲିଷ୍ଟ ପାଇଁ ଦୁଇଟି ପଦବୀ ଏବଂ ରେଡିଓ ସ୍ପେଶାଲିଷ୍ଟ ପାଇଁ ଗୋଟିଏ ଜେନେରାଲ ମେଡିସିନ୍ ପାଇଁ ଗୋଟିଏ ପଦବୀ ରହିଛି । ଏମ୍ବିବିଏସ୍ ଡିଗ୍ରୀ ଧାରୀ ସହ!-->!-->!-->…
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ବିଜ୍ଞାପନ
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ରାଉରକେଲାରେ ନିଯୁକ୍ତି ବିଜ୍ଞାପନ
ରାଉରକେଲା ସ୍ଥିତ ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ପାଇଁ ବିଭିନ୍ନ ଖବର କାଗରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ମେଡିସିନ୍ ସ୍ପେଶାଲିଷ୍ଟ ପାଇଁ ଦୁଇଟି ପଦବୀ ଏବଂ ରେଡିଓ ସ୍ପେଶାଲିଷ୍ଟ ପାଇଁ ଗୋଟିଏ ଜେନେରାଲ!-->!-->!-->…
ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଆମ ପାଇଁ ମୂଲ୍ୟବାନ -ଷୋଡ଼ଶ ବିଧାନସଭାର ବଜେଟ୍…
ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଧିବେଶନରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି । ସେ ତାଙ୍କ ଅଭିଭାଷଣରେ ଦିବଂଗତ ବିପିନ ରାୱତଙ୍କ ସହ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ!-->…