ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରବର୍ତ୍ତି ଅବଧିରେ ବନ୍ୟଜନ୍ତୁ ପ୍ରାକୃତିକ ଆବାସର ସମନ୍ୱିତ ବିକାଶ ଲାଗି କେନ୍ଦ୍ର…

୨୦୧୭-୧୮ ଠାରୁ ୨୦୧୯-୨୦ ପର୍ୟ୍ୟନ୍ତ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରବର୍ତ୍ତି ଅବଧିରେ ବନ୍ୟଜନ୍ତୁ ପ୍ରାକୃତିକ ଆବାସସ୍ଥଳୀ (ସିଏସଏସ-ଆଇଡିଡବ୍ଲ୍ୟୁଏଚ)ଗୁଡ଼ିକର ସମନ୍ୱିତ ବିକାଶ ଲାଗି କେନ୍ଦ୍ର ପ୍ରାୟୋଜିତ ସାମଗ୍ରିକ ଯୋଜନା (ଅମ୍ବ୍ରେଲା ସ୍କିମ) ଜାରି ରଖିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ…

ଜେମ କାରବାର ୩ ବର୍ଷ ମଧ୍ୟରେ ୧୦୦ ବିଲିଅନ ଆମେରିକୀୟ ଡଲାର ଛୁଇଁବ

ପୋଷ୍ଟ କରାଯିବା ଦିନାଙ୍କ: ୦୫ ଝଋଚ ୨୦୧୮ ୨:୪୧ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଆଜି ସରକାରୀ ଇ-ମାର୍କେଟ ପ୍ଲେସ (ଏଋଗ) ପ୍ରତି ସଚେତନତା ବୃଦ୍ଧି କରିବା ଲାଗି ଏବଂ ଏହାର ଉପଯୋଗରେ ଗତି…

ସମ୍ବଲପୁର ଆଇଆଇଏମକୁ ମିଳିବ ୪୦୧.୯୪ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅମୃତସର, ବୋଧଗୟା, ନାଗପୁର, ସମ୍ବଲପୁର, ସିରମୌର, ବିଶାଖାପାଟଣା ଏବଂ ଜାମ୍ମୁରେ ଥିବା ୭ଟି ନୂଆ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମେନେଜମେଣ୍ଟ (ଆଇଆଇଏମ)ର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ଏବଂ ସେଗୁଡ଼ିକର…

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ସହମତିରେ ସମଲିଙ୍ଗୀ ଯ଼ୌନସଂପର୍କ ଅପରାଧ ନୁହେଁ

ନୂଆଦିଲ୍ଲୀ: ଗୁରୁବାର ଦିନ ଏକ ଐତିହାସିକ ରାୟ ଶୁଣାଇ   ସୁପ୍ରିମକୋର୍ଟ  ପ୍ରାପ୍ତ ବୟସ୍କମାନଙ୍କ ପାଇଁ ସହମତିଗତ ସମଲିଙ୍ଗୀୟ ଦୈହିକ ସମ୍ପର୍କ ଅପରାଧ ନୁହେଁ ବୋଲି  ଘୋଷଣା କରିଛନ୍ତି।  ସମଲିଙ୍ଗୀୟ ଯୌନଚାର  ନିମନ୍ତେ ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ବ୍ରିଟିସ ଅମଳର ଧାରା ୩୭୭କୁ ଆଂଶିକ ରଦ୍ଦ…

ପୁଣି ବଢିଲା ତେଲ ଦର, ପେଟ୍ରୋଲ 100 ଛୁଇଁବ କି ?

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅବ୍ୟାହତ ରହିଛିା ଆଜି ତେଲକମ୍ପାନିମାନେ ପୁଣି ଥରେ ତେଲ ଦର ବଢାଇଛନ୍ତିା ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର   ଲିଟର ପିଛା ଟ.79.51 ଓ ଡିଜେଲ ଦର ଟ.71.55 କୁ ବୃଦ୍ଧି ପାଇଛିା ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଟ.86.91 ଓ ଡିଜେଲ…

ମୋମୋ ଗେମ୍‌ ଖେଳି କଟକରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ !

କଟକ . – ମୋମୋ ଗେମ୍‌ ଖେଳି କଟକର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କଟକ ମାହାଙ୍ଗାର ଜଣେ ଯୁବକ ଏହି ଗେମ୍‌ ଖେଳିବା ପରେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଉମାକାନ୍ତ ନାମକ ଯୁବକ ମୋବାଇଲ୍‌ରେ ଅଧିକାଂଶ ସମୟ ଗେମ୍‌ ଖେଳିଥାଆନ୍ତି । ମଙ୍ଗଳବାର…

ଲଘୁଚାପ ଯୋଗୁଁ ଓଡିଶାରେ ଝଡ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମବଙ୍ଗର ପଶ୍ଚିମ ଓ  ଉତ୍ତର ବଙ୍ଗୋପସାଗରର ସୃଷ୍ଟ  ଘୁର୍ଣ୍ଣିବଳୟ ଯୋଗୁଁ ଓଡିଶାରେ ବର୍ଷା ସମ୍ଭାବନା । ବୁଧବାର ଓ ଗୁରୁବାରରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏହାର ପ୍ରଭାବରେ ବର୍ଷା ହେବାର ଅଛି । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ,…

୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲରେ ୭୧ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ -  ୨୦୧୮ ଆର୍ଥିକ ବର୍ଷରେ (ରିଟର୍ଣ୍ଣ ଦାଖଲ କରିବାର ସମ୍ପ୍ରସାରିତ ତାରିଖ ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା) ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣ (ଓଞଜ) ସଂଖ୍ୟାରେ ଗତବର୍ଷ ତୁଳନାରେ ଚଳିତ ବର୍ଷର ସେହି ଅବଧି ସୁଦ୍ଧା ଉଲ୍ଲେଖନୀୟ ସୁଧାର ହୋଇଛି । ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ‘ଇ-ଫାଇଲ’ର…

ବଙ୍ଗୋପ ସାଗରେ ଲଘୁଚାପ ସୃଷ୍ଟି ଓଡିଶାରେ ବର୍ଷା  ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରେର ଏକ ଲଘୁ ଚାପ ସୃଷ୍ଟି ହୋଇଥିବାରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି  । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏଥିଯୋଗୁଁ  ବୁଧବାରରୁ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା…

ଆଇସିଟି, ଆଓଟି ଏବଂ ପ୍ରତିରକ୍ଷା ପ୍ରଯୁକ୍ତିରେ ଷ୍ଟାର୍ଟ ଅପକୁ ପ୍ରୋତ୍ସାହିତ କରିବାକୁ ଆଇଟିଆଇ ଲିମିଟେଡ ହେଲା ସହଯୋଗୀ

ନୂଆଦିଲ୍ଲୀ .- ଆଇସିଟି-ଆଇଓଟି ଭିତ୍ତିକ ସଲ୍ୟୁସନର ନିର୍ମାତା ଓରିଜିନାଲ ଇକ୍ୱିପମେଣ୍ଟ ମ୍ୟାନୁଫାକଚରର୍ସ ଓ ପ୍ରମୁଖ ଷ୍ଟାର୍ଟଅପ୍ ଗୁଡ଼ିକ ସହ ଆଇଟିଆଇ ଲିମିଟେଡ ଏକ ବୁଝାମଣାରେ ସ୍ୱାକ୍ଷର କରିଛି । ଅତ୍ୟାଧୁନିକ ବେସାମରିକ ଓ ସାମରିକ ରାଡାର ସିଷ୍ଟମ, ଅତ୍ୟାଧୁନିକ ରାଉଟର ସିଷ୍ଟମ, ନେକ୍ସଟ…