୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲରେ ୭୧ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ - ୨୦୧୮ ଆର୍ଥିକ ବର୍ଷରେ (ରିଟର୍ଣ୍ଣ ଦାଖଲ କରିବାର ସମ୍ପ୍ରସାରିତ ତାରିଖ ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା) ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣ (ଓଞଜ) ସଂଖ୍ୟାରେ ଗତବର୍ଷ ତୁଳନାରେ ଚଳିତ ବର୍ଷର ସେହି ଅବଧି ସୁଦ୍ଧା ଉଲ୍ଲେଖନୀୟ ସୁଧାର ହୋଇଛି । ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ‘ଇ-ଫାଇଲ’ର…