ପାଞ୍ଜିରେ ଆଜି.. ଶନିବାର ମାର୍ଚ୍ଚ ୧୦

0 573

ଦିନ-  ଶନିବାର ,କୁମ୍ଭ ୨୬ ଦିନ ଚୈତ୍ର ୯ ଦିନ

ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୦,୨୦୧୮     ବିକ୍ରମ ସମ୍ବତ         –୨୦୭୪ ଶକ ସମ୍ବତ-୧୯୩୯

ସୂର୍ଯ୍ୟୋଦୟ- ୦୬-୦୩-୩୬    ସୂର୍ଯ୍ୟାସ୍ତ-୫-୫୧-୨୮                              

ତିଥି- ନବମୀ

ଘାତବାର- ବୃଷ,ସିଂହ,କନ୍ୟା      ଘାତଚନ୍ଦ୍ର         -ତୁଳା ଓ କୁମ୍ବ ରାଶି, ଚନ୍ଦ୍ରଶୁଦ୍ଧି-ମିଥୁନ,କର୍କଟ,କନ୍ୟା, ତୁଳା ,ଧନୁ, ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି                                                            

ସାମ୍ବତ୍ସରିକ ଶ୍ରାଦ୍ଧ- ନବମୀ ତିଥିର ଏକୋଦ୍ଦିଷ୍ଟ  ଓ ପାର୍ବଣ

ଯୋଗୀନି ସ୍ଥିତି- ଏଶ୍ୟାନ କୋଣରେ ପ୍ରାତଃ ୬ୟ୦୮ ପରେ , ପୂର୍ବରେ

ଶୁଭ କର୍ମ- ନାହିଁ

ଶୁଭ ବେଳା-    ଅମୃତ ବେଳା- ଦିନ ୯ଟା ୨୩ରୁ ୧/୪୬ ରାତି ୮ଟା ୧୭ରୁ ୧୦ଟା ୪୨ ରାତି ୧୨ଟା ୯ରୁ ୧ଟୈ ୫୫

ଅଶୁଭ ବେଳା-ପ୍ରାତଃ ୭ଟା ୧୯ରୁ ୧ଟା ୫,୫ ରାତି ୩ଟା ୩୨ରୁ ନିଶାନ୍ତ ୫-୫୨

ପୁଷ୍କରଦୋଷ- ଏକପାଦ

 

Leave A Reply