ବିଶ୍ୱାସ ପାଞ୍ଜିରେ ଆଜିର ଦିନ ରବିବାର By odishanext Last updated Mar 10, 2018 0 550 Share ଦିନ- ରବିବାର ,କୁମ୍ଭ ୨୭ ଦିନ ଚୈତ୍ର ୧୦ ଦିନ ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୧,୨୦୧୮ ବିକ୍ରମ ସମ୍ବତ –୨୦୭୪ ଶକ ସମ୍ବତ-୧୯୩୯ ସୂର୍ଯ୍ୟୋଦୟ- ୦୬-୦୨-୧୪ ସୂର୍ଯ୍ୟାସ୍ତ-୫-୫୧-୧୨ ତିଥି- କୃଷ୍ଣ ନବମୀ ଓ ଦଶମୀ ସ୍ପର୍ଶ ନକ୍ଷତ୍ର- ଦିନ୭/୧୫ ଧନୁ ଚନ୍ଦ୍ର ଅହୋରାତ୍ର ଘାତବାର- ମେଷ ରାଶି ଘାତଚନ୍ଦ୍ର -ତୁଳା ଓ କୁମ୍ବ ରାଶି, ଚନ୍ଦ୍ରଶୁଦ୍ଧି-ମିଥୁନ,କର୍କଟ,କନ୍ୟା, ତୁଳା ,ଧନୁ, ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି ସାମ୍ବତ୍ସରିକ ଶ୍ରାଦ୍ଧ-ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ ଯୋଗୀନି ସ୍ଥିତି- ପୂର୍ବରେ, ଦିନ ୮/୪୨୮ ପରେ ଉତ୍ତରରେ ଶୁଭ କର୍ମ- ନାହିଁ ଶୁଭ ବେଳା- ଅମୃତ ବେଳା- ଦିନ ୬ଟା ୪୫ରୁ ୯/୫୬, ରାତି ୭ଟା ୨୯ରୁ ୯ଟା ୫ ରାତି ମାହେନ୍ଦ୍ର ବେଳା-ଶୁଭ- ପ୍ରାତଋଃରୁ ଦିନ ୬ଟା୪୫, ଦିନ ୧-୦୬ରୁ ୧-୫୪, ରାତି ୬-୪୫ରୁ ୭-୨୯ ରାତି ୧୨-୧୮ରୁ ୩ଟା୩୨ ରାତ୍ରୀ ଅଶୁଭ ବେଳା-ଦିନ ୧୦ଟା ୨୬ରୁ ୧ଟା ୦୫ ପୁଷ୍କରଦୋଷ- ଏକପାଦ Odia panjiଓଡିଆ ପାଞ୍ଜି 0 550 Share