Browsing Tag

CYCLONE

ସାମୁଦ୍ରିକ ବାତ୍ୟା ‘ଗୁଲଆବ୍‍’ କଳିଙ୍ଗପାଟନମ୍‌ରେ କଲା ସ୍ଥଳଭାଗ ସ୍ପର୍ଶ- କୋରାପୁଟ, ରାୟଗଡା ଓ ଗଜପତିରେ ପବନ ସହ…

ସାମୁଦ୍ରିକ ବାତ୍ୟା ‘ଗୁଲଆବ୍‍’ ସ୍ଥଳଭାଗ ସ୍ପର୍ଶ କରିସାରିଛି । ଆନ୍ଧ୍ରପ୍ରଦେଶରେ କଳିଙ୍ଗପାଟନମର ମଧ୍ୟ ଭାଗରେ ଏହା ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷାସ୍ଥାନେସ୍ଥାନେ ଅତି ପ୍ରବଳ ବର୍ଷା ହେଉଛି । ପବନର ବେଗ ମଝିରେ ମଝିରେ

ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି

ବାଲେଶ୍ୱର ଜିଲ୍ଲାରେ ୟାସ୍‍ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଉଛି । ରେଲ୍‍ୱେ ଷ୍ଟେସନ୍‍ କଲୋନୀ ନିକଟରେ ରହୁଥିବା ଜଣେ ଯୁବକ ଉପରେ ଗଛ ପଡ଼ିବାରୁ ତା’ର ମୃତ୍ୟୁ ଘଟିଥିବା ଆମ ବାଲେଶ୍ୱର ସମ୍ବାଦଦାତା ଜଣାଇଛନ୍ତି । ଏନ୍‍.ଡି.ଆର୍‍.ଏଫ୍‍. ଦଳ ସେଠାରେ ପହଞ୍ଚି ସେହି…

ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର - ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ୧୧ତାରିଖରେ ଦକ୍ଷିଣ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଜଣାପଡିଛି । ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା,…

ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି

ଭୁବନେଶ୍ୱର ୧୦।୧୧ - ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଜଗତ୍‍ସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ…

ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ବଙ୍ଗଳାଦେଶ ଆଡକୁ ମୁଁହଉଛି

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ “ବୁଲ୍‍ବୁଲ୍‍” ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଏହା ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତିକରୁଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା…

ପୁରୀ, ଭୁବନେଶ୍ୱର କଟକରେ ସ୍ୱାଭାବିକ ହେଲା ପାନୀୟ ଜଳ ଯୋଗାଣ

ଭୁବନେଶ୍ୱର ..-  ସହରାଞ୍ଚଳ ପାନୀୟ ଜଳଯୋଗାଣ .- ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ଜିଲ୍ଲାର ସହରାଞ୍ଚଳ ଜଳଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ବୈଷୟିକ ବିଶେଷଜ୍ଞ ଓ କୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାଇପ…

ବାତ୍ୟାର ୬ ଦିନପରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗରେ ସୁଧାର ଆସିଲା

ଭୁବନେଶ୍ୱର ..-ବାତ୍ୟା ଫନୀ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବା ପାଇଁ ମାନବସମ୍ବଳ, ମେସିନ୍‌ ଓ ଉପକରଣ ଇତ୍ୟାଦିର ଉପଯୁକ୍ତ ବିନିଯୋଗପୂର୍ବକ ରିଲିଫ୍‌ ଏବଂ…