ଆସନ୍ତା ତିନିଦିନ ଭିତରେ ଶୀତର ପ୍ରକୋପ ହ୍ରାସ

ଆସନ୍ତା ତିନିଦିନ ଭିତରେ ଶୀତର ପ୍ରକୋପ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜ୍ୟର ତାପମାତ୍ରା ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ କମିବ ବୋଲି କୁହାଯାଉଛି । ଅନ୍ୟ ପକ୍ଷରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର

୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ

ଆସନ୍ତା ଫେବୃଆରୀ ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ । ପୂର୍ବରୁ ୧୪ ତାରିଖରୁ ପିଲାମାନେ ସ୍କୁଲ ଆସିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ସାନି ନିଷ୍ପତ୍ତି ଅନୁସାରେ ୧୪ରୁ ସ୍କୁଲ ଖୋଲିବ, ହେଲେ ପିଲାମାନେ ଆସିବେ

ପୌର ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ

ପୌର ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି । ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ତାଲିକା, କୌଣସି ଅପରାଧିକ ମାମଲା ଥିଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ରହିବ । ଯଦି ସତ୍ୟପାଠରେ ଭୁଲ୍‍ ସୂଚନା ଦିଆଯାଇଥିବ ତେବେ ପ୍ରାର୍ଥୀପତ୍ର ନାକଚ କରାଯିବ

ପଞ୍ଚାୟତ ନିର୍ବାଚନରେ ଗାଡି ଓ ମାଇକ୍‍ ବ୍ୟବହାର ପାଇଁ ଅନୁମତି

ପଞ୍ଚାୟତ ନିର୍ବାଚନରେ ଗାଡି ଓ ମାଇକ୍‍ ବ୍ୟବହାର ପାଇଁ ସ୍ଥାନୀୟ ତହସିଲଦାର ଅନୁମତି ଦେଇପାରିବେ ବୋଲି ରାଜ୍ୟ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପ୍ରଚାରରେ ମାଇକ୍‍ ଓ ଗାଡ଼ି ବ୍ୟବହାର ଅନୁମତି ପାଇଁ ପ୍ରାର୍ଥୀମାନେ ସମସ୍ୟାର ସମ୍ମୁଖୀନ ହେବା ସହ ଏନେଇ ରାଜ୍ୟ ନିର୍ବାଚନ

ଆଜିଠାରୁ ରାଜ୍ୟରେ ପୁଣି ଶୀତର ପ୍ରକୋପ ବଢ଼ିବ

ପଶ୍ଚିମା ଝଡ଼ ପ୍ରଭାବରେ ଗତ ୨ ଦିନ ହେଲା ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଯାଇଛି । ପାଗ ମେଘୁଆ ରହିଥିବାରୁ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ବୃଦ୍ଧି ପାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ୍‍ କନ୍ଧମାଳ ଜିଲ୍ଲା ଗସ୍ତ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ୍‍ କନ୍ଧମାଳ ଜିଲ୍ଲା ଗସ୍ତ କରି ମାଓବାଦୀଙ୍କ ଗତିବିଧି ଓ ପୁଲିସ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଗତ ଦୁଇତିନିଦିନ ହେଲା ମାଓବାଦୀଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ୨ ଦିନିଆ ପୁରୀ ଗସ୍ତରେ ଆସିବେ

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ୨ ଦିନିଆ ପୁରୀ ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ନରସିଂହ ଭୋଳ ଆଜି ପୁରୀ ଗସ୍ତରେ ଯାଇ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରିଛନ୍ତି । ମିଳିଥିବା

ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଶ୍ରେଣୀଗୃହରେ ଅନୁଷ୍ଠିତ ହେବ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶ୍ରେଣୀଗୃହରେ ପାରମ୍ପରିକ ପଦ୍ଧତିରେ ଅନୁଷ୍ଠିତ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି

ପଞ୍ଚାୟତ ନିର୍ବାଚନ-ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ

ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ ପଞ୍ଚାୟତ ନିର୍ବାଚନ ସକାଶେ ମତଦାନ ସାବ୍ୟସ୍ତ କରିବା ଲାଗି ସରକାରୀ କର୍ମଚାରୀ ଏବଂ ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ । ଏନେଇ

ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ଆୟୋଗ ବୃଦ୍ଧି…

ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଥିବା କାଉନସିଲର, କର୍ପୋରେଟର, ପୌର ପରିଷଦ ଅଧ୍ୟକ୍ଷ ଏବଂ ମହାନଗର ନିଗମ ମେୟର ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ଆୟୋଗ ବୃଦ୍ଧି କରିଛନ୍ତି ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଆୟୁକ୍ତ ପ୍ରକ୍ରିୟା