Sign in
Sign in
Recover your password.
A password will be e-mailed to you.
ହାଡଭଙ୍ଗା ଶୀତ, ଥରୁଛି ଓଡ଼ିଶା
ଭୁବନେଶ୍ୱର..- ସାରା ଓଡ଼ିଶାରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ଦିନର ସର୍ବନିମ୍ନ ତାପମାତ୍ରା କମିବାରେ ଲାଗିଛି । ଅଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏପରି ଶୀତ ଲାଗି ରହିବା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫୁଲବାଣୀରେ!-->…
ଥରୁଛି ଓଡ଼ିଶା , କମୁଛି ପାରଦ
ଭୁବନେଶ୍ୱର . – ଓଡ଼ିଶାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏପରି ପ୍ରବଳ ଶୀତ ଲାଗି ରହିବ । ଉତ୍ତର ଓଡ଼ିଶାରେ ଶୀତର ପରିମାଣ ବଢିବାର ଆଶଙ୍କା କରାଯାଉଛି । ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।
ରାତି ୧୨ଟା ପରଠାରୁ ସକାଳ ୮ ପର୍ଯ୍ୟନ୍ତ…
ଆଗକୁ ମଦ କିଣିଲେ ମିଳିବ ରସିଦ!
କଟକ . – ମଦ ଦୋକାନରୁ ମଦ କିଣିଲେ ଆଗକୁ ରସିଦ ମିଳିବ । ଏବେ କୌଣସି ମଦ ଦୋକାନୀ ରସିଦ ନ ଦେବା ସହ ବିଭିନ୍ନ ମଦର ଅଧିକ ଦାମ ନେଉଥିବା କଥା ଅଭିଯୋଗ ହେଉଛି । ମାତ୍ର ଦେଶର ଅନ୍ୟ ରାଜ୍ୟମାନଙ୍କରେ ଦୋକାନୀ ରସିଦ ଦେଉଛନ୍ତି । ଓଡ଼ିଶାରେ ଏହି ବ୍ୟବ୍ୟସ୍ଥା ଲାଗୁ କରିବା ପାଇ ହାଇକୋର୍ଟରେ ଏକ…
ଭୂବନେଶ୍ୱର ବିମାନ ବନ୍ଦରରେ ମଳଦ୍ୱାରରେ ସୁନାଗୁଣ୍ଡ ଚୋରାଚାଲାଣ ବେଳେ ଧରାପଡିଲା
ଭୁବନେଶ୍ୱର .- ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ପରେ ବିଭିନ୍ନ ସୁନା ଚୋରା ଚାଲଣକାରୀ ଓ ସ୍ମଗଲରଙ୍କ ଆଖି ଏହା ଉପରେ ପଡିଛି । ଏଠାରୁ ବହୁପରିମଣରେ ଚେରା ସୁନାଚାଲଣ ବେଳେ ଧରା ପଡିଛି । ଏବେ ପୁଣି ଜଣେ ବ୍ୟକ୍ତି ଗୁଣ୍ଡ ସୁନାକୁ ମଳ ଦ୍ୱାରରେ ରଖି …
ଖସିବ ପାରଦ ବଢିବ ଶୀତ- ଥରିବ ଓଡ଼ିଶା
ସାରା ଦେଶରେ ଏବେ ଶୀତରର ପ୍ରଭାବ ଦେଖିବାକୁ ମିଳିଛି । ଉତ୍ତର ଭାରତରେ ଶୀତ ଲହରୀ ଅନୁଭୂତ ହେଉଛି । କାଶ୍ମୀର, ହିମାଚଳ , ଉତ୍ତରାଖଣ୍ଡ ସହ ଉତ୍ତର ପୂର୍ବ ଅଞ୍ଚଳର ଅନେକ ରାଜ୍ୟରେ ଏବେ ତୁଷାର ବର୍ଷା ହେଉଛି ।
ଓଡ଼ିଶାରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି । ପ୍ରାୟ ସମସ୍ତ ସ୍ଥାନରେ…
ସାନ୍ତାଳୀ ଭାଷାର ଉପନ୍ୟାସ ‘ମାରୋମ’ ପାଇଁ ରେଳ କର୍ମଚାରୀଙ୍କୁ ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ
ଇଷ୍ଟର୍ଣ୍ଣ ରେଲୱେ ଆସାନସୋଲ ଡିଭିଜନର ଚିଫ୍ ଇନ୍ସପେକ୍ଟର ଅଫ ଟିକେଟ ଶ୍ୟାମ ସୁନ୍ଦର ବେସ୍ରା ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ସାନ୍ତାଳୀ ଭାଷାରେ ଲେଖିଥିବା ଉପନ୍ୟାସ ‘ମାରୋମ’ ପାଇଁ ଏକାଡେମୀ ପୁରସ୍କାର ପାଇବେ । ସାନ୍ତାଳ ପ୍ରଗଣାର ସାମାଜିକ,…
‘ସଭିଙ୍କ ପାଇଁ ବ୍ରଡବ୍ୟାଣ୍ଡ’ ଏବଂ ‘୪୦ ଲକ୍ଷ ନିଯୁକ୍ତି ସୃଷ୍ଟି’ ଏନଡିସିପି-୨୦୧୮ ରଲକ୍ଷ୍ୟ
ନୂଆଦିଲ୍ଲୀ -କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ମନୋଜ ସିହ୍ନା କହିଛନ୍ତି “ଜାତୀୟ ଡିଜିଟାଲ୍ ଯୋଗାଯୋଗ ନୀତି (ଘଊଉଚ) ୨୦୧୮ ସୁଦୃଢ଼, ପ୍ରତିଦ୍ୱନ୍ଦ୍ୱିତାମୂଳକ ତଥା ଦୀର୍ଘସ୍ଥାୟୀ ଡିଜିଟାଲ ଯୋଗାଯୋଗ କ୍ଷେତ୍ରକୁ ବିକଶିତ ଏବଂ ପ୍ରୋତ୍ସାହିତ କରିବା ସହିତ ପ୍ରଧାନମନ୍ତ୍ରୀ …
ରନ୍ଧନ ଗ୍ୟାସରଏଲପିଜି ସବସିଡ଼ି ଫେରସ୍ତ କଲେ ୧.୦୩ କୋଟି ଉପଭୋକ୍ତା
ନୂଆଦିଲ୍ଲୀ . - ୧୨.୧୨.୨୦୧୮ ତାରିଖ ସୁଦ୍ଧା ଦେଶରେ ହୋଇଥିବା “ଗିଭ୍ଇଟ୍ଅପ୍” (ଫେରସ୍ତ) ଅଭିଯାନରେ ୧.୦୩ କୋଟି ଏଲପିଜି ଉପଭୋକ୍ତା ସେମାନଙ୍କର ଏଲପିଜି ସବସିଡ଼ି ଫେରସ୍ତ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ…
ଜାତୀୟ ପେନସନ ପ୍ରଣାଳୀ ସରଳ ହେଲା
ନୂଆଦିଲ୍ଲୀ . - ୬ ଡିସେମ୍ବର, ୨୦୧୮ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ପେନସନ ପ୍ରଣାଳୀ (ଏନପିଏସ)କୁ ସରଳ କରିବା ଲାଗି ନିମ୍ନଲିଖିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଏନପିଏସ ଟିୟର-୧ରେ ଆସୁଥିବା କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଅଂଶଧନ…
ବାତ୍ୟା ‘ପେଥାଇ’ ଦୁର୍ବଳ , ରାଜ୍ୟରେ ବର୍ଷା ସମ୍ଭାବନା , ବଢିବ ଶୀତ
ଭୁବନେଶ୍ୱର . - ବଙ୍ଗୋପସାରରେ ସୃଷ୍ଟ ଲଘୁଚାପ ସମୁଦ୍ର ଭିତରେ ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଦୁର୍ବଳ ହୋଇଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଅପରାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡାରେ ସ୍ଥଳଭାଗକୁ ଛୁଇଁବ। ସ୍ଥଳଭାଗ ପହଞ୍ଚିବା ପରେ‘ପେଥାଇ’ ଅବପାତରେ ପରିଣତ ହୋଇଯିବ।…