Sign in
Sign in
Recover your password.
A password will be e-mailed to you.
କମଳା ଖାଇଲେ ଭଲ ରହିବା ଆଖି ଓ ଦୃଷ୍ଟି ଶକ୍ତି ଜାଣନ୍ତୁ କିପରି
ଦୃଷ୍ଟିଶକ୍ତି ଭଲ ରହିବା ପାଇଁ ନିୟମିତ ଭାବେ କମଳା ଖାଇବା ଭଲ। ଯ ସପ୍ତାହରେ ଗୋଟିଏ କମଳା ଖାଇଲେ ବି ଚଳିବ । ଆଖିରେ କୈଣସି ପ୍ରକାର ସଂକ୍ରମଣ ରହିବା ନାହିଁ ।
ଗବେଷଣାରୁ ଜଣାଯାଇଛି, ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆଖିରେ ଥିବା ମ୍ୟାକୁଲରର କ୍ଷୟ ମଧ୍ୟ ଆରମ୍ଭ ହୋଇଥାଏ। ଏହା ଫଳରେ…
ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସମାରୋହ-୨୦୧୯
ଭୁବନେଶ୍ୱର, - ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସମାରୋହ-୨୦୧୯ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି,ସାମାଜିକ ସୁରକ୍ଷା ଓ…
ଭାରତରେ ଉତ୍ପାଦନ ହେବ ଅତ୍ୟାଧୁନିକ କାସାସନିକୋଭ ରାଇଫଲ୍
କାଲାସନିକୋଭ ଆସଲ୍ଟ ରାଇଫଲ ଉତ୍ପାଦନ ପାଇଁ ଭାରତ-ଋଷ ରାଇଫଲ ପ୍ରାଇଭେଟ ଲିମିଟେଡ ଉତ୍ତର ପ୍ରଦେଶ ଆମେଥି ଠାରେ ନିର୍ମାଣ କରାଯାଇଛି ।
ସେ ମଧ୍ୟ ଅମେଥିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶୀଳା ରଖିବା ସହ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ…
ପ୍ରେମିକାକୁ ହାଣିବାପରେ ଆତ୍ମହତ୍ୟା ଉଦ୍ୟମ କଲା ଯୁବକ
ଯାଜପୁର..- ଏକ ତରଫା ପ୍ରେମକରି ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ଗୁରୁତର କରିବା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲା ବ୍ରହ୍ମବରଦ ବନ୍ଧ ଡିହ ଗ୍ରାମରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କ ନାମ ଧନ ସାହୁ ବୋଲି ସୂଚନା ମିଳିଥିବା ବେଳେ ଯୁବତୀ ଜଣଙ୍କ ସେହି…
ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ ଭୋଗୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢିଲା
ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ ଭୋଗୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢିଲା । ୨୦୧୯ ଜାନୁଆରୀ ମାସରୁ ଏହି ମହଙ୍ଗା ଭତ୍ତା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏବେ ପେନସନ୍ ଭୋଗୀ ଓ ସରକାର କର୍ମଚାରୀ ୯ ପ୍ରତିଶ…
‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ’ ଉଦ୍ଘାଟିତ
ଭୁବନେଶ୍ୱର, -ପୁସ୍ତକ ମେଳା ହେ ଉଛି ଲେ ଖକ, ପ୍ରକାଶକ ଓ ପାଠକ ମାନ ଙ୍କ ତି୍ରବେ ଣୀ ସଂଗମ ସଦୃଶ୍ୟ । ପାଠକୀୟ ଆଦୃତି
ଦ୍ୱାରା ପୁସ୍ତକର ପ୍ରକୃତ ମୂଲ୍ୟାୟନ ହୋଇପାରିବ ବୋଲି ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ
ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା…
ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ
ଭୁବନେଶ୍ୱର..- ରାଜ୍ୟର ବିଭିନ୍ନ ସ୍ଥାନରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଙ୍ଗଠନର କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ । ରାଜଧାନୀ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତାରେ ଶୋଇ ରହି ବିରୋଧ…
ଭାରତୀୟ ସମ୍ବିଧାନର ସପ୍ତମ ଅନୁଚ୍ଛେଦର ଧର୍ମ ଆଧାରରେ ନାଗରିକତ୍ୱ
ଭାରତୀୟ ସମ୍ବିଧାନର ସପ୍ତମ ଅନୁଚ୍ଛେଦର କେନ୍ଦ୍ର ବିଷୟ ସମ୍ବନ୍ଧୀୟ ତାଲିକାର ୧୭ ନମ୍ବର ସ୍ଥାନରେ “ନାଗରିକତ୍ୱ” ସଂପର୍କରେ ଉଲ୍ଲେଖ ରହିଛି । ନାଗରିକତ୍ୱ ସଂଶୋଧନ ବିଲ, ୨୦୧୬ ସଂସଦରେ ଆଗତ ହେବା ପୂର୍ବରୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ପ୍ରବାସୀ ଭାରତୀୟ ବ୍ୟାପାର ମନ୍ତ୍ରଣାଳୟ ଓ ସୁରକ୍ଷା…
କାଶ୍ମୀର ଆକ୍ରମଣ ନେଇ ସୁରକ୍ଷା ବୈଠକ ଆଜି, ବୈଠକରେ ସାମିଲ ହେବେ ଗୃହମନ୍ତ୍ରୀ, ଅଜିତ ଡୋଭାଲ, ପାକିସ୍ତାନ ବିରୋଧରେ କଡା…
ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରର ଫୁଲବାମାରେ ଆଜି ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନିନ୍ଦା କରିବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସହିଦ ମାନଙ୍କ ବଳିଦାନ ବ୍ୟର୍ଥ…
ସୀମା ପରିଚାଳନା ପାଇଁ ମହାକାଶ ଟେକ୍ନୋଲୋଜିର ବ୍ୟବହାର
ମହାକାଶ ଟେକ୍ନୋଲୋଜିକୁ ବ୍ୟବହାର କରି ସୀମା ପରିଚାଳନାରେ ସୁଧାର ଆଣିବା ଉଦେଶ୍ୟରେ କେନ୍ଦ୍ର ସରକାର ଯୁଗ୍ମସଚିବ (ସୀମା ପରିଚାଳନା)ଙ୍କ ନେତୃତ୍ୱରେ ବୋର୍ଡର ଗାର୍ଡିଂ ଫୋର୍ସ (BGF) ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ସଦସ୍ୟଙ୍କୁ ନେଇ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି ।
ଏହି…