Sign in
Sign in
Recover your password.
A password will be e-mailed to you.
ପରିବର୍ତ୍ତିତ ପାଣିପାଗରେ ତ୍ୱଚାର ଯତ୍ନ ପାଇଁ ଆପଣାନ୍ତୁ ଏହି ଉପାୟ
ଭୁବନେଶ୍ୱର: ଖରା ଦିନ ଆସିଗଲାଣି । ଖରାଦିନରେ ତ୍ୱଚାର ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ । ଆପଣ କିଛି ଏମିତି ଟିପ୍ସ ଆପାଣାନ୍ତୁ ଯେଉଁଥିରେ ଆପଣଙ୍କର ତ୍ୱଚାର ଯତ୍ନ ଓ ସୁରକ୍ଷା କରିପାରିବ । ଆସନ୍ତୁ ଜାଣିବା ତ୍ୱଚାର ସୁରକ୍ଷା ପାଇଁ କିଛି ସହଜ ଟିପ୍ସ ବିଷୟରେ ।
ସାବୁନ: ଆପଣଙ୍କୁ ୫ ରୁ ୫.୫ର…
ବିଜେପିର ଏହି ଘୋଷଣା କଂଗ୍ରେସର ଚିନ୍ତା ବଢାଇଦେଇଛି, ଖସିଯ଼ାଇପାରେ ମଧ୍ୟବିତ୍ତ ଶ୍ରେଣୀ ଭୋଟବ୍ୟାଙ୍କ
ନୂଆଦିଲ୍ଲୀ : ଆଜି ବିଜେପି ପକ୍ଷରୁ ଜାରି ନିର୍ବାଚନୀ ଘୋଷଣାପତ୍ରରେ କୁହାଯ଼ାଇଛି ଯ଼େ ଦଳ ପୁଣି କ୍ଷମତାକୁ ଆସିଲେ ଆୟକର ଛାଡ ସୀମାକୁ ଆହୁରି ବଢାଇବ । ଲୋକଙ୍କ ଉପରେ ଟିକସ ବୋଝକୁ କମାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକସ ପରିସରରେ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି ।
ଏପରି ଘୋଷଣା କରି…
ଟାଇମ୍ସ ନାଓ-ଭିଏମଆର ସର୍ଭେ : ଏନଡିଏକୁ ମିିଳିବ ବହୁମତ, ଓଡ଼ିଶାରେ ବିଜେପି ୧୨ଟି ଆସନ ଜିତିବ
ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଛି ଟାଇମ୍ସ ନାଓ-ଭିଏମଆର ସର୍ଭେ । ଏହି ସର୍ଭେରେ କୁହାଯାଇଛି ଯେ ଏନଡିଏ ୨୭୯ଟି ଆସନ ଜିତିବ ଓ ବିରୋଧୀ ୟୁପିଏ ମୋଟ ପ୍ରାୟ ୧୪୯ଟି ଆସନ ଜିଣିବ । ଅନ୍ୟମାନେ ପ୍ରାୟ…
ନିର୍ବାଚନୀ ଇସ୍ତାହାର ଜାରି, ୭୫ ସଂକଳ୍ପ ନେଇ ଜନତାଙ୍କ ନିକଟରେ ପହଂଚିବ ବିଜେପି
ଭୁବନେଶ୍ୱର: ତିନି ଦିନ ପରେ ଅର୍ଥାତ ଏପ୍ରିଲ ୧୧ରୁ ଦେଶରେ ସାଧାରଣ ନିର୍ବାଚନଆରମ୍ଭ ହେବା ପୂର୍ବରୁ ଭାରତୀୟ ଜନତା ପାର୍ଟି ସେମାବାର ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ବିଜେପି ଦେଶର ବିକାଶ ପାଇଁ ୭୫ଟି ସଂକଳ୍ପ ନେଇ ସାଧାରଣ ଜନତାଙ୍କ ପାଖକୁ ପହଂଚୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
କିପରି ଜାଣିବେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ସଂପତ୍ତି ସଂପର୍କରେ ? ଏହି ଉପାୟ ଅବଲମ୍ବନ…
ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଏବେ ଚରମ ସୀମାରେ ପହଞ୍ଚିଛି । ଆଉ ଦିନ କେଇଟା ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ଓ ନେତାମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏ ପରିସ୍ଥିତିରେ ଭୋଟରମାନଙ୍କ ଦାୟିତ୍ୱ…
ଭୋଟ ଦେବା ପୂର୍ବରୁ ସତର୍କ ହୁଅନ୍ତୁ ; ଜାଣନ୍ତୁ କେଉଁ ଦଳରେ କେତେ ଦାଗୀ ନେତା
ଭୁବନେଶ୍ୱର : ସାରା ଦେଶରେ ନିର୍ବାଚନ ଋତୁ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ଏକ ସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ଓ ନେତାମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏ ପରିସ୍ଥିତିରେ ଭୋଟରମାନଙ୍କ ଦାୟିତ୍ୱ ବଢିଯାଇଛି…
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅନୁଚିନ୍ତା: ସମସ୍ତେ ଭଲରେ ରୁହନ୍ତୁ
ଭୁବନେଶ୍ୱର:ଏପ୍ରିଲ ୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ଥାପନା ଦିବସ ଅବସରରେ ପ୍ରତି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି । ସ୍ୱାସ୍ଥ୍ୟ ସୁବିଧା ଗୁଡିକୁ ଅଧିକରୁ ଅଧିକ ଲୋକମାନଙ୍କ ପାଖରେ ପହଂଚାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ…
ଦେଖନ୍ତୁ ଭିଡିଓ: ଜମ୍ମୁରେ ନବଜ୍ୟୋତ ସିଦ୍ଧୁଙ୍କୁ ବିରୋଧ, ମୋଦୀ-ମୋଦୀ ଶ୍ଲୋଗାନ ଦେଲେ ଲୋକେ
ନୂଆଦିଲ୍ଲୀ: ପଂଜାବ ସରକାରରେ ମନ୍ତ୍ରୀ ଏବଂ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଶନିବାର ଜମ୍ମୁର କଟରାରେ ପ୍ରବଳ ବିରୋଧ ହୋଇଛି। ଏଠାରେ ଶ୍ରଦ୍ଧାଳୁମାନେ ସିଦ୍ଧୁଙ୍କ ସମ୍ମୁଖରେ ମୋଦୀ-ମୋଦୀ ଚିତ୍କାର କରିଛନ୍ତି। ନବଜ୍ୟୋତି ସିଦ୍ଧୁ ବୈଷ୍ଣୋଦେବୀ ମନ୍ଦିର ଦର୍ଶନ ପାଇଁ ପହଂଚିଥିଲେ।…
ପଶ୍ଚିମ ଓଡ଼ିଶାର ମନ୍ଦିର ମାଳିନୀ ସହର ‘ସୋନପୁର’ରେ ମୋଦୀ
ଭୁବନେଶ୍ୱର: ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ମିଳିବା ପରେ ଶନିବାର ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ମନ୍ଦିର ମାଳିନୀ ସହର ‘ସୋନପୁର’କୁ ଜଣେ ପ୍ରଧାନମନ୍ତ୍ରୀ ଆସଛନ୍ତିି । ଆଉ ଏହି କାମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଦିନିକିଆ ଗସ୍ତ ନେଇ ସୋନପୁର ସମେତ…
ଚୈତ୍ର ନବରାତ୍ରୀ: ଦେବୀ ମା’ଙ୍କ ସାମ୍ନାରେ ଅଖଣ୍ଡ ଜ୍ୟୋତି ଜଳାଇବା ପୂର୍ବରୁ ଧ୍ୟାନ ଦିଅନ୍ତୁ
ଚୈତ୍ର ନବରାତ୍ରି ପୂଜା ଆଜିଠାରୁ ଆରମ୍ଭ ହୋଇଯାଇଛି । ମା’ଙ୍କ ଆରାଧାନା ପାଇଁ ଆପଣ ଯଦି ମା’ଙ୍କ ସାମ୍ନାରେ ଅଖଣ୍ଡ ଜ୍ୟୋତି ଜଳାଉଛନ୍ତି, ତେବେ କିଛି ଦିଗରେ ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ । ଜ୍ୟୋତିଷଚାର୍ଯ୍ୟ ପଣ୍ଡିତ ସୀତାରାମଙ୍କ ଅନୁସାରେ, ଯେଉଁ ଘର ମାନଙ୍କରେ ନବରାତ୍ରୀ ସମୟରେ ଅଖଣ୍ଡ…