ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ, ପାସ ହାର ୭୦.୭୮ ପ୍ରତିଶତ, ୮୨ ସ୍କୁଲରେ ଅଦୌ ପାସ କରି ନାହାନ୍ତି ପିଲା

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ଣ ୯ଟାରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ଚଳିତ ବର୍ଷ ପାସ ହାର ୭୦.୭୮ ପ୍ରତିଶତ ରହିଛି । ପରୀକ୍ଷା ଫଳ ୨ଟି ୱେବସାଇଟରେ ଉପଲବ୍ଧ ହୋଇଛି । ମାଧ୍ୟମାରେ ୩୫୬୩ରୁ ୩୦୧୫ ଛାତ୍ରଛାତ୍ରୀଙ୍କ ଅର୍ଥାତ ୮୪.୬୨ ପ୍ରତିଶତ…

ଏଗଜିଟ ପୋଲ: ଏନଡିଏକୁ ୩୦୦ ଆସନ, ମୋଦୀଙ୍କୁ ମିଳିଲା ପୁରସ୍କାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ର ଅନ୍ତିମ ପର୍ଯ୍ୟାୟ ମତଦାନ ରବିବାର ଶେଷ ହେବା ପରେ ସନ୍ଧ୍ୟାରେ ଏଗଜିଟ ପୋଲ ଆସିଛି । ଏଥିରେ ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି କୁହାଯାଉଛି । ବିରୋଧୀଙ୍କୁ ସବୁ ପ୍ରକାରର ଉଦ୍ୟମ ବିଫଳ ହେବ ବୋଲି କୁହାଯାଉଛି ।…

ଆଶୀର୍ବାଦ ଦାୟିନୀ ମା’ ବିନ୍ଧ୍ୟବାସିନୀ

ନୂଆଦିଲ୍ଲୀ: ବିନ୍ଧ୍ୟ ପର୍ବତର ମଧ୍ୟ ଦେଶରେ ପତିତପାବନ ଗଙ୍ଗା କୂଳରେ ବିରାଜମାନ ମାଁ ବିନ୍ଧ୍ୟବାସିନୀ ଦେବୀ ମନ୍ଦିର ଭକ୍ତମାନଙ୍କର ଆସ୍ଥାର ପ୍ରମୁଖ କେନ୍ଦ୍ର ଅଟେ । ଦେଶର ୫୧ଟି ଶକ୍ତିପୀଠ ମଧ୍ୟରୁ ବିଂନ୍ଧ୍ୟାଚଳ ଅନ୍ୟତମ । ସବୁଠାରୁ ପ୍ରମୁଖ କଥା ହେଉଛି ଯେ ଏଠାରୁ ତିନି କିଲୋମିଟର ଭିତରେ…

କେଦାରନାଥ ଗସ୍ତ ଶେଷ କରି ବଦ୍ରୀନାଥ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ ‘କେଦାରନାଥ’ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାଜ୍ୟର ଜଣାଶୁଣା ବିଷ୍ଣୁପୀଠ (ବଦ୍ରୀନାଥ ଧାମ) ପାଇଁ ଗସ୍ତ କରିଛନ୍ତି । ମୋଦୀ ଶନିବାର କେଦାରନାଥରେ ପହଂଚି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଏହା ପରେ ସେଠାରେ…

ଲୋକସଭା ନିର୍ବାଚନ: ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି, ସନ୍ଧ୍ୟାରେ ଏଗଜିଟ ପୋଲ, ୨୩ରେ ଫଳାଫଳ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ପରିପ୍ରେକ୍ଷୀରେ ରବିବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଅନ୍ତିମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ଟି ଆସନରେ ମତଦାନ ଚାଲିଛି । ଆଜି ସନ୍ଧ୍ୟା ୫ଟାରେ ଏଗଜିଟ ପୋଲ ଆସିବ ।…

ପୁଣି ମାତିଲେ ନକ୍ସଲ: ମାଲକାନଗିରିରେ ଉଡ଼ିଲା ପଂଚାୟତ ଘର

ଭୁବନେଶ୍ୱର: କିଛି ଦିନର ନିରବତା ପରେ ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ପ୍ରଦୁର୍ଭାବ ପୁଣି ଥରେ ଦେଖାଯାଇଛି । ମାଥିଲି ବ୍ଲକର ତେମୁରୁପଲି ଗ୍ରାମପଂଚାୟତ କାର୍ଯ୍ୟାଳୟକୁ ନକ୍ସଲମାନେ ଶୁକ୍ରବାର ରାତି ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ କ୍ଷତି…

ଆଜି ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ ଦିନିଆ କେଦାରନାଥ-ବଦ୍ରୀନାଥ ଗସ୍ତ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାର ଶେଷ ହୋଇଛି । ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ରବିବାର ମତଦାନ ଗ୍ରହଣ କରାଯିବ ଏବଂ ମେ’ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର…

କାଲି ବୁଦ୍ଧ ପୂର୍ଣ୍ଣିମା: ଗୌତମ ବୁଦ୍ଧଙ୍କ ବାଣୀ ଥିଲା ଏମିତି

ନୂଆଦିଲ୍ଲୀ: ଏକଦା କପିଳାବସ୍ତୁର ରାଜକୁମାର ସିଦ୍ଧାର୍ଥ ବୁଦ୍ଧତ୍ୱକୁ ଖୋଜିବା ପାଇଁ ବୁଲୁଥିଲେ । ଥରେ ତାଙ୍କୁ ଏମିତି ଲାଗିଲା ସତ୍ୟ ଜ୍ଞାନ ଖୋଜିବାରେ ତାଙ୍କ ତ୍ୟାଗ କରିବା ବ୍ୟର୍ଥ ହୋଇଗଲା । କୁହାଯାଇ ଥାଏ ଯେ, ଏହି ସମୟରେ ଗୋଟିଏ ଛୋଟ କାରଣରୁ ତାଙ୍କୁ ସିଦ୍ଧାର୍ଥରୁ ଗୌତମ ବୁଦ୍ଧ ହେବାରେ…

ଫନି ମାଡରେ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ନଷ୍ଟ

ଭୁବନେଶ୍ୱର,- ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ ଉ ପୁଡ଼ି ପଡ଼ିଛି । ସଂଗ୍ରହାଳୟ ଭିତର…

ଡ୍ରୋନ କ୍ୟାମେରାରେ ଠାବ ହେଲେ ହରିଣ, ବାଲୁଖଣ୍ଡ ଅଭୟାରଣ୍ୟରେ ଦେଖାଦେଲେ ହରିଣ

ପୁରୀ . - ପ୍ରକୃତିକ ଦୁର୍ବି ପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତି । ବାଲୁଖଣ୍ଡ  ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ହରିଣ ଥିଲେ । ଏଥି ପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ନିଜସ୍ୱ ବିଶେଷ ଆକର୍ଷଣ…