ସବୁ ସରକାରୀ କାମ ଏବେ ଅନ୍‍ଲାଇନ୍‍ରେ ହେବ- ଲୋକ ଯିବେ ନାହିଁ ସରାକାରୀ ଅଫିସ୍‌

ଭୁବନେଶ୍ୱର -- ଅଗଷ୍ଟ ୧୫ ସୁଦ୍ଧା କୌଣସି ଲୋକ ସରକାରୀ କାର୍ଯ୍ୟାଳୟକୁ ଯିବେନାହିଁ । ସବୁ କାରବାର ଅନ୍‍ଲାଇନରେ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସୋମବାରରେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହା…

ଭୟ , ରୋଗ ଶୋକରୁ ମୁକ୍ତି ପାଇବା ପାଇଁ ଜପ କରନ୍ତୁ ଶିବ ପଞ୍ଚାକ୍ଷରୀ ମନ୍ତ୍ର

ପ୍ରାଚୀନ କାଳରେ ମୁନି ଋଷିମାନେ ଅନେକ ସାର ଗର୍ଭକ ବସ୍ତୁ ଓ ମନ୍ତ୍ର ଭାରତୀୟ ସମାଜକୁ ଉପହାର ସ୍ୱରୂପ ଦେଇଛନ୍ତି । ଯୋଗ ଏବେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ବୈଜ୍ଞାନିକ ଗବେଷଣାରେ ଏହା ଶରୀର, ମନ ଓ ମସ୍ତିଷ୍କ ଉପରେ ସକରାତ୍ମକ ତଥା ଅତି ଭଲ ପ୍ରଭାବ ପକାଉଥିବା ପ୍ରମାଣିତ ହୋଇ…

ନିଜେ ବିଷପାନ କରି ସଂସାରକୁ ରକ୍ଷା କରିଥିଲେ ମହାଦେବ

ଭୁବନେଶ୍ୱର: ଦେବ ଦେବ ମହାଦେବ ମୋକ୍ଷର ଦେବତା ଅଟନ୍ତି । ତାଙ୍କୁ ଆରଧାନା କରି ମନୁଷ୍ୟ ନିଜର ମନସ୍କାମନ ପୂର୍ଣ୍ଣ କରିଥାଏ । ଏଥି ସହିତ ତାଙ୍କର କୃପାରୁ ସେ ଏହି ସଂସାର ରୁପୀ ଭବ ସାଗରକୁ ପାରି ହୋଇଯାଇଥାଏ । ଶରୀରରେ ଭସ୍ମ ଓ ମଥାରେ ଚନ୍ଦ୍ର ଧାରଣ କରୁଥିବା ଭଗବାନ ଶିବ ସ୍ୱୟଂ ମହାକାଳ…

ଆପଣ ଜାଣନ୍ତି କି ମହାଦେବ କାହିଁକି ନିଜ ବେକରେ ବିଷଧର ସାପ ରଖିଥାନ୍ତି? ଶାସ୍ତ୍ର କଣ କହୁଛି ?

ହିନ୍ଦୁ ଧର୍ମରେ ସାପର ବିଶେଷ ସ୍ଥାନ ରହିଛି । ଭଗବାନ ନାରାୟଣ ଶେଷନାଗ ଉପରେ ଶୟନ କରିଥାନ୍ତି  ।  ସେହିପରି ଭଗବାନ ଶିବଙ୍କ ବେକ, ଜଟା ଓ ଶରୀରରେ ସାପ ଗୁଡେଇହୋଇ ରହିଥାନ୍ତି  । ଆପଣଙ୍କର ସମୁଦ୍ର ମନ୍ଥନ କଥା ମନେ ଥିବ ନିଶ୍ଚୟ। ମନ୍ଥନ ବେଳେ ବାହାରିଥିବା ଅମୃତକୁ ଦେବତାମାନେ ପିଇଥିବା ବେଳେ…

ବାବା ଅମରନାଥ: ଏଠାରେ ମା’ ପାର୍ବତୀଙ୍କୁ ଅମରତ୍ୱର କାହାଣୀ ଶୁଣାଇ ଥିଲେ ଭଗବାନ ଶିବ

ନୂଆଦିଲ୍ଲୀ: ଆକାଶକୁ ଛୁଉଁଲା ଭଳି ଦେଖାଯାଉଥିବା ଦେବଦାରୁ ଗଛ, କୁଲୁ କୁଲୁ ବହୁଥିବା ନଦୀ, ବରଫରେ ଢାଙ୍କି ହୋଇଥିବା ଶିଖର, ଗ୍ଳୋସିୟର ତଳୁ ବାହାରି ଥିବା ପତଳା ଜଳଧାରା ଯାହା କାହାକୁ ବି ମୋହିତ କରିପାରିବ । ସେଠାରେ ଥିବା ସଂକୀର୍ଣ୍ଣ ପଥୁରିଆ ରାସ୍ତା ଓ ଏହାର ତଳେ ଗଭୀର ଘାଇ, ଯାହା ଡରାଏ…

ଭଗବାନ ଶିବଙ୍କୁ ପ୍ରସନ୍ନ କରାଇବା ପାଇଁ କରନ୍ତୁ ଏହି କାମ

ଭୁବନେଶ୍ୱର: ଶିବ ପୁରାଣ ଅନୁସାରେ ଶିବ ଭଗବାନଙ୍କ ଇଚ୍ଛାରେ ଏହି ସଂପୂର୍ଣ ସୃଷ୍ଟିର ରଚନା ବ୍ରହ୍ମା କରିଛନ୍ତି ଏବଂ ଏହାର ପାଳନ ଭଗବାନ ବିଷ୍ଣୁ କରୁଛନ୍ତି । ଏଥିପାଇଁ ଶିବ ଭଗବାନଙ୍କ ପୂଜାରେ ବଡ ବଡ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ । ସୋମବାର ଶିବ ଭଗବାନଙ୍କ ପୂଜାର ଶ୍ରେଷ୍ଠ ଦିନ ବୋଲି…

ବଜେଟ୍‌ ହାଲଓ୍ୱା ସେରିମନିକୁ ନେଇ ଏପରି ବୟାନ ଦେଲେ ଓବେସୀ

ହାଇଦ୍ରାବାଦ - କେନ୍ଦ୍ର ବଜେଟ୍‌ ଛପା ପୂର୍ବରୁ ହାଲଓ୍ୱା ସେରିମନି ହୋଇଥାଏ । ଏଥିରେ ବଡ କଡେଇରେ ହାଲଓ୍ୱା ପ୍ରସ୍ତୁତ କରାଯାଇଥାଏ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଏଥି ସହ ସାମିଲ ଥିବା ସମସ୍ତ ଅଧିକାରୀ ଉପସ୍ଥିତ ଥାଆନ୍ତି । ଚଳିତ ବର୍ଷ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ବଜେଟ୍‌…

ହାଲଓ୍ୱା ସେରିମନି ସହ ଆରମ୍ଭ ହୋଇଛି ୨୦୨୦ ବଜେଟ୍‌ ଛପା

ନୂଆଦିଲ୍ଲୀ - ଦେଶର ବଜେଟ ମୁଦ୍ରଣ ବା ଛପା ପୂର୍ବରୁ ପରମ୍ପରା ଅନୁସାରେ ହାଲଓ୍ୱା ସେରିମନି କରାଯାଇଥାଏ । କୌଣସି ଶୁଭ କାର୍ଯ୍ୟରେ ମିଠା ଖାଇବାର ଭାରତୀୟ ପରମ୍ପରା ଥିବାରୁ ପ୍ରଥମେ ମିଠା ବା ହାଲଓ୍ୱା ପ୍ରସ୍ତୁତ କରାଯାଇଥାଏ । ଏକ ବଡ କଡେଇର ହାଲଓ୍ୱା ପ୍ରସ୍ତୁତ କରାଯାଏ ।ଏହାକୁ କେନ୍ଦ୍ର…

ପଭୋକ୍ତାଙ୍କର ବିଦ୍ୟୁତ୍‍ କାଟ୍‍ ପ୍ରକ୍ରିୟା ଜାରି

ଭୁବନେଶ୍ୱର -  ବକେୟା ବିଦ୍ୟୁତ୍‍ ବିଲ୍‍ ପଇଠ କରିନଥିବାର ଉପଭୋକ୍ତାଙ୍କର ବିଦ୍ୟୁତ୍‍ କାଟ୍‍ ପ୍ରକ୍ରିୟା ଜାରି ରହିଛି । ଗତକାଲି ୧ ହଜାର ୪୧୬ ଜଣ ବ୍ୟବସାୟୀଙ୍କର ବିଦ୍ୟୁତ୍‍ କାଟ୍‍ କରାଯାଇଛି । ଅନ୍ୟପକ୍ଷରେ ବକେୟା ବିଲ୍‍ ବାବଦକୁ ୪ କୋଟି ୫୩ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଗତ ୧୬…

ସରକାରୀ ଚାକିରି ପାଇଁ ଆବେଦନକାରୀ ଜାତି କିମ୍ବା ଆବାସିକ ପ୍ରମାଣପତ୍ର ଦାଖଲ କରିବା ଏଣିକି ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର - ସରକାରୀ ଚାକିରି ପାଇଁ ଆବେଦନକାରୀ ଜାତି କିମ୍ବା ଆବାସିକ ପ୍ରମାଣପତ୍ର ଦାଖଲ କରିବା ଏଣିକି ବାଧ୍ୟତାମୂଳକ ନୁହେଁ । ଏଥିପାଇଁ ଆବେଦନକାରୀ ନିଜ ତରଫରୁ ଏକ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ । ତେବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଜାତି ତଥା ଆବାସିକ ପ୍ରମାଣପତ୍ର…