ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପତ୍ର ଯୋଗୁଁ କାଶୀ ଆସିଥିଲେ ଗୁରୁଦେବ

ନେବୋଲ ବିଜେତା ରବୀନ୍ଦ୍ରନାଥ ଠାକୁର ସାରା ବିଶ୍ୱରେ ତାଙ୍କ କଳାକୃତୀ ଓ କାବ୍ୟ ପାଇଁ ପ୍ରସିଦ୍ଧ ।୧୮୬୧ ମେ ୭ ତାରିଖରେ ତାଙ୍କର ଜନ୍ମ ହୋଇଥିବା ବେଳେ ୧୯୪୧ ମସିହା ଅଗଷ୍ଟ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଶ୍ୱକବି ନାମରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ବିଶ୍ୱବିଦିତ । ୧୯୩୫…

ଏଣିକି ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ପାସ୍ ବାଧ୍ୟତାମୂଳକ

ଭୁବନେଶ୍ୱର - ଏଣିକି ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ପାସ୍ ବାଧ୍ୟତାମୂଳକ। ଯେଉଁ ରାଜ୍ୟରୁ ଆସୁଛନ୍ତି ସେମାନେ ସେଠାରୁ ଏକ ପାସ୍ ଆଣି ଆସିବେ। ପାଖରେ ଉକ୍ତ ରାଜ୍ୟର ପାସ୍ ନ ଥିଲେ ଓଡିଶା ମଧ୍ୟକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ପରିବହନ କମିଶନର ସଂଜୀବ ପଣ୍ଡା ଆଜି…

କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଟିକ୍‍ଟକ୍‍ରେ ଭିଡ଼ିଓ ଅପ୍‍ଲୋଡ୍‍ କରିଥିବା ୬ଜଣଙ୍କ ବିରୋଧରେ ମାମଲା ରୁଜୁ

ଭଦ୍ରକ - ଭଦ୍ରକ ଜିଲ୍ଲାର ଭାଟପଡା ପଞ୍ଚାୟତର ଏକ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଲୋକମାନେ ଟିକ୍‍ଟକ୍‍ରେ ଭିଡ଼ିଓ ଅପ୍‍ଲୋଡ୍‍ କରିଥିବା ଜଣାପଡିବା ପରେ ସେଠାରେ ରହୁଥିବା ୬ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହି ଘଟଣାରେ କଠୋର ପଦକ୍ଷେପ…

ରାଉରକେଲାସ୍ଥିତ ନାଲାରୋଡ଼ରେ ବାରିକେଡ୍‍ ଭାଙ୍ଗି ପୁଲିସ ଉପରେ ଆକ୍ରମଣ

ରାଉରକେଲା - ଆଜି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ନାଲାରୋଡ଼ର ଜଣେ ୨୯ ବର୍ଷୀୟ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା କଣ୍ଟେନମେଣ୍ଟ ଅଞ୍ଚଳରେ ପୁଲିସ ଉପରକୁ ଲୋକମାନେ ପଥରମାଡ଼…

ସାରା ଦେଶରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌

ଭୁବନେଶ୍ୱର - ସୋମବାର ଠାରୁ ସାରା ଦେଶ ସମେତ ଓଡ଼ିଶାରେ ମଧ୍ୟ ଲକ୍‍ଡାଉନ୍‍ ବ୍ୟବସ୍ଥାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାକୁ ରେଡ୍‍, ଅରେଞ୍ଜ ଏବଂ ଗ୍ରୀନ୍‍ ଏହିଭଳି ୩ଟି ଜୋନ୍‍ରେ ବର୍ଗୀକରଣ କରାଯାଇ ସ୍ୱତନ୍ତ୍ର କୋହଳ ବ୍ୟବସ୍ଥା ଲାଗୁ କରାଯାଇଛି । ଭଦ୍ରକ, ଯାଜପୁର…

ଭାରତରେ କରୋନା ଭୟଙ୍କର ହେଲା ୩ ରାଜ୍ୟରେ ,ଗତ ୨୪ ଘଣ୍ଟାରେ ଦେଶରେ ୨୫୫୩ଟି ନୂଆ ମାମଲା

ନୂଆଦିଲ୍ଲୀ - ଭାରତରେ କରୋନା ସ୍ଥିତି ଅଧିକ ବଢିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୫୫୩ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମ୍‍ନାକୁ ଆସିଥିବାବେଳେ ୭୨ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨ ହଜାର ୫୩୩ରେ ପହଞ୍ôଚଛି । ଏପର୍ଯ୍ୟନ୍ତ ଭାରତରେ ୧୩୭୩…

ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ 

ଭୁବନେଶ୍ୱର - ରାଜ୍ୟରେ କରୋନା ସଂକ୍ରମିତଙ୍କ ହାର ଗତ କିଛିଦିନ ହେବ ବୃଦ୍ଧି ପାଉଥିବାରୁ ଏବଂ କେତେକ ସ୍ଥାନରେ ପ୍ରବାସୀ ଓଡ଼ିଆଙ୍କ କ୍ୱାରେଣ୍ଟାଇନ୍‍ ନିୟମ ଭଙ୍ଗନେଇ ଖବର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଓଡ଼ିଶା ଭଲ…

ସୋଆ ବିଶ୍ୱବିଦ୍ୟାଳୟ – କୋଭିଡ୍‌ ୧୯ ଯୁଦ୍ଧରେ ପ୍ରମୁଖ ଭୂମିକାରେ

ଭୁବନେଶ୍ୱର: ମନ ଜିଣୁଛି ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରୋନା ସଚେତନତା କୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓ । କୋଭିଡ 19 ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ସୋଆ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବା ନିମନ୍ତେ ଏହି ଭିଡିଓ ପ୍ରସ୍ତୁତ କରିଛି । ଭିଡିଓ ଟି ରିଲିଜ ହେବା ପରେ ସୋସିଆଲ…

ଦଶମ ଓ ଦ୍ୱାଦଶର ହୋଇ ନଥିବା ପରୀକ୍ଷା ପାଇଁ CISCE ର ନୂଆ ନୋଟିସ୍‌, ଜାଣନ୍ତୁ କେଉଁ ପେପର କେବେ ଆସିବ ପରୀକ୍ଷାଫଳ

ନୂଆଦିଲ୍ଲୀ - କରୋନା ଲକ୍‌ଡାଉନ୍‌ ଯୋଗୁଁ CISCE ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର କେତକ ପରୀକ୍ଷା ଅନୁଷ୍ଠିତ ହୋଇ ପାରିନାହିଁ । କାଉନସିନ୍‌ଫନ୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍ସାମିନେସନସ୍ ଶୁକ୍ରବାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶକରିଛନ୍ତି । ପରୀକ୍ଷା ହୋଇ…

ଲାଗିବ ଅଲିଭା ଷ୍ଟାମ୍ପ- ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ଡାହାଣ ହାତରେ ଲାଗିବ ଅଲିଭା ଷ୍ଟାମ୍ପ

ଭୁବନେଶ୍ୱର - ଲକ୍‍ଡାଉନ ଯୋଗୁଁ ରାଜ୍ୟ ବାହାରେ ଅଟକି ରହିଥିବା ପ୍ରବାସୀ ଓଡିଆମାନେ ଟ୍ରେନ କିମ୍ବା ସଡକପଥରେ ଆସି ପାରିବେ। ସଡକପଥରେ ଆସୁଥିବା ପ୍ରବାସୀ ଓଡିଆମାନେ ୧୧ଟି ଚେକ ପଏଣ୍ଟ ଦେଇ ରାଜ୍ୟ ମଧ୍ୟକୁ ପ୍ରବେଶ କରିବେ। ତେବେ ଚେକ ପଏଣ୍ଟଗୁଡ଼ିକରେ ରାଜ୍ୟ ସରକାରଙ୍କର ଅଧିକାରୀମାନେ ଉପସ୍ଥିତ…