Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଦେଢ ହଜାରେ ଟପିଲା କରୋନ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନଶ୍ୱର - ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆଉ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୫୧୭ରେ ପହଞ୍ଚିଛି । ତେବେ ଆଜି ସୁବର୍ଣ୍ଣପୁରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ…
ଅମ୍ପନ ବାତ୍ୟା ପରବର୍ତ୍ତୀ ପୁର୍ନନିର୍ମାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମ୍ପନ ବାତ୍ୟା ପରବର୍ତ୍ତୀ ପୁର୍ନନିର୍ମାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣର ଭୟକୁ ଖାତିର ନକରି ଅମ୍ପନ ବାତ୍ୟା ସମୟରେ ଆମର ସରକାରୀ କର୍ମଚାରୀମାନେ, ଜନପ୍ରତିନିଧିମାନେ ଲୋକଙ୍କ ଜୀବନ ବଞ୍ଚାଇବା…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା…
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଆମେ ସମସ୍ତେ ଲକ୍ଡାଉନ୍ର ଦୁଇ ମାସ ସମୟ ଅତିକ୍ରମ କରିଛେ । ଏହା ଆମକୁ ବହୁତ କିଛି ଶିକ୍ଷା ଦେଇଛି ।
ତେବେ…
ବାତ୍ୟା ଯିବା ପରେ ରାଜ୍ୟରେ ବଢୁଛି ତାପମାତ୍ରା
ଭୁବନେଶ୍ୱର - ବାତ୍ୟା ଅମ୍ପନ୍ ରାଜ୍ୟରୁ ଅପସରିଯିବା ପରେ ବିଭିନ୍ନ ଜିଲ୍ଲାରେ ଏବେ ତାପମାତ୍ରାରେ ବଢ଼ି ଚାଲିଛି । ଏବେ ସମସ୍ତେ ମୌସୁମୀର ଆଗମନକୁ ଅପେକ୍ଷା କରି ରହିଛନ୍ତି । ତେବେ ସ୍ୱଭାବିକ ଭାବେ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ । ଓଡ଼ିଶାରେ ଜୁନ୍ ୧୦ରୁ ୧୫ ସୁଦ୍ଧା ସ୍ୱଭାବିକ ଭାବେ…
କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ପ୍ରସୂତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ
କଟକ - କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ପ୍ରସୂତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହେବା ପରେ ଅନ୍ୟ ଡାକ୍ତର, ସେବିକା ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗତକାଲି ରାତିରେ ପ୍ରସୂତି ଓ ନବଜାତ ଶିଶୁକନ୍ୟାଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲ୍କୁ…
ସିବିଏସ୍ଇ ଓ ଆଇସିଏସିର ବାକିଥିବା ପରୀକ୍ଷା ପାଇଁ ତାରିଖ ଘୋଷଣା
ନୂଆଦିଲ୍ଲୀ - ସିଆଇଏସ୍ସିଇ ଦଶମ, ଦ୍ୱାଦଶ ପରୀକ୍ଷା କାଉନ୍ସିଲ୍ ଫର ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ୍ ସି.ଆଇ.ଏସ୍.ସି.ଇ. ଦ୍ୱାରା ପରିଚାଳିତ ଦି ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଆଇ.ସି.ଏସ୍.ଇ. ଓ ଇଣ୍ଡିଆନ୍ ସ୍କୁଲ୍…
ଟ୍ରେନ ଟିକେଟ୍ ବକିଂ ପଦ୍ଧିରେ ସଂଶୋଧନ
ନୂଆଦିଲ୍ଲୀ - ଚଳିତ ମେ ୧୨ଠାରୁ ଭାରତୀୟ ରେଳବାଇ ପକ୍ଷରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି । ଯାତ୍ରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ରେଳ ବିଭାଗ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ବୁକିଂ ନିୟମାବଳୀରେ କେତେକ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି । ଏହିସବୁ ଟ୍ରେନ୍ ପାଇଁ…
ଅମ୍ପନ -ଓଡିଶାକୁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର - ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ୨ ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ…
ସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କ ସଫଳତା : କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା
ଭୁବନେଶ୍ୱର,: କରୋନା ମୁକ୍ତ ହେଲେ, ଦୁଃସାଧ୍ୟ ବ୍ୟାଧିରୁ ବି ସୁସ୍ଥ ହୋଇ ଘରକୁ ଫେରିଲେ । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା।
୪୦ ବର୍ଷିୟା ଏହି ମହିଳା ଜଣକ…
ଜିଓ ପ୍ଲାଟଫର୍ମ୍ସରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ ବିଶ୍ୱର ଅଗ୍ରଣୀ ନିବେଶକାରୀ ସଂସ୍ଥା କେକେଆର୍ ଭାରତ ପାଇଁ ଏକ…
ବିଗତ ଏକ ମାସ ମଧ୍ୟରେ ବିଶ୍ୱର ପ୍ରତିଷ୍ଠିତ ବୈଷୟିକ ନିବେଶକାରୀଙ୍କ ଦ୍ୱାରା ୭୮,୫୬୨ କୋଟି ଟଙ୍କାର ନିବେଶ ହୋଇଥିିବା ଜିଓ ପ୍ଲାଟଫର୍ମର ଘୋଷଣା
ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ଏବଂ ଭାରତର ଅଗ୍ରଣୀ ଡିଜିଟାଲ୍…