ଓଡ଼ିଶା ଉପକୂଳରେ ଲଘୁଚାପ- ୨୩ରୁ ୨୬ ତାରିଖ ବର୍ଷା ସମ୍ଭାବନା

ଭୁବନେଶ୍ୱର - ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଦିଗକୁ ଗତିକରି ମଧ୍ୟପ୍ରଦେଶର ପୂର୍ବ-କେନ୍ଦ୍ରାଞ୍ଚଳ ଆଡ଼କୁ ମୁହାଁଇଥିବାବେଳେ ଅନ୍ୟ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା କାଲି ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।…

ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା-ବରିଷ୍ଠ ବି.ଜେ.ପି. ନେତା ଜୟରାମ ପାଙ୍ଗି କରୋନା ଆକ୍ରାନ୍ତ

ଭଦ୍ରକ- ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଭଦ୍ରକ ବିଧାୟକ ସଞ୍ଜିବ୍‍ ମଲ୍ଲିକ୍‍ ମଧ୍ୟ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ଟ୍ୱିଟ୍‍ କରିଛନ୍ତି । ସେ ତାଙ୍କ…

କୋଭିଡ ସଂକ୍ରମଣ ବୃଦ୍ଧିର ନିର୍ଦ୍ଧିଷ୍ଟ କାରଣ ଆଧାରରେ ରଣକୌଶଳ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ…

ଭୁବନେଶ୍ୱର - କୋଭିଡ ସଂକ୍ରମଣ ବୃଦ୍ଧିର ନିର୍ଦ୍ଧିଷ୍ଟ କାରଣ ଆଧାରରେ ରଣକୌଶଳ ପୁନଃ ନିର୍ଦ୍ଧାରଣ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ସପ୍ତାହର ସ୍ଥିତି ସମ୍ପର୍କରେ କୋଭିଡ ପର୍ଯ୍ୟବେକ୍ଷକ ଓ ଜିଲ୍ଲାପାଳମାନଙ୍କ ସହ ଡିଜିଟାଲ…

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ରାଜ୍ୟର ୧୦ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାରେ…

ଜେଇଇ ମେନ୍‍ ପ୍ରବେଶିକା- ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ

ନୂଆଦିଲ୍ଲୀ - ଜେଇଇ ମେନ୍‍ ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ । ସୋମବାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‍ ଏବଂ ଜେଇଇ ମେନ୍‍ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇ…

ସରକାରୀ ପଦବୀ ଏବଂ ବ୍ୟାଙ୍କ ଚାକିରି ପାଇଁ ଏବେ ଏକକ ପରୀକ୍ଷା

ନୂଆଦିଲ୍ଲୀ- ସରକାରୀ ପଦବୀ ଏବଂ ବ୍ୟାଙ୍କ ଚାକିରି ପାଇଁ ଏଣିକି ଅଲଗା ଅଲଗା ପରୀକ୍ଷା ହେବ ନାହିଁ । ଏ ନେଇ ଏକକ ଯୋଗ୍ୟତା ପରୀକ୍ଷା କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ନ୍ୟାସନାଲ୍‍ ରିକ୍ରୁଟମେଣ୍ଟ ଏଜେନ୍ସୀ (ରାଷ୍ଟ୍ରୀୟ…

ବଢିଲା ହୋମଗାର୍ଡଙ୍କ ଦରମା – ଦୈନିକ ୫୩୩ ଟଙ୍କା ଦେବାକୁ ନିର୍ଦେଶ ଦେଲେ ହାଇକୋର୍ଟ

କଟକ -୨୦୧୬ ନଭେମ୍ବର ୧୦ ପରିବର୍ତ୍ତେ ୨୦୨୦ ଜାନୁୟାରୀ ମାସରୁ ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡମାନେ ଦୈନିକ ୫୩୩ ଟଙ୍କା ହିସାବରେ ପ୍ରାପ୍ୟ ପାଇବେ । ଏ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ୍‍ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି…

ରାଜ୍ୟର ୧୪ ଜଣ ପୁଲିସ ଅଧିକାରୀ ପାଇବେ ପୁଲିସ ପଦକ

ଭୁବନେଶ୍ୱର -କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ପୁଲିସ ପଦକ ତାଲିକାରେ ରାଜ୍ୟର ୧୪ଜଣ ପୁଲିସ ଅଧିକାରୀ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ବିଶିଷ୍ଟ ସେବା ପାଇଁ ୨ ପୁଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେମାନେ ହେଲେ ଭିଜିଲାନ୍ସ ଡିଏସ୍‍ପି…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡମ୍ବର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି

ସ୍ୱାଧୀନତା ଦିବସ ଚଳିତବର୍ଷ ଦେଖାଦେଇଥିବା କରୋନା ମହାମାରୀ ସଂକ୍ରମଣ ଯୋଗୁଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡମ୍ବର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ…

କଟକରେ ଦୋକାନ ଖୋଲିବାକୁ ନେଇ ସାନି ନିର୍ଦ୍ଦେଶନାମା

କଟକ - କଟକ ସହରରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସିଏମ୍‍ସି ପକ୍ଷରୁ ଗତକାଲି ସାନି ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏଥିରେ ଦୋକାନ ବଜାର ଖୋଲିବା ସମୟ କଟକଣାକୁ ଅଧଘଣ୍ଟା କମାଇ ଦିଆଯାଇଛି । ସକାଳ ୫ଟାରୁ ରାତି ୯ଟା ଯାଏଁ ସବୁ ଦୋକାନବଜାର ଓ ସପିଂ ମଲ୍‍ ଆଦି ଖୋଲା ରଖିବାକୁ ରାଜ୍ୟ…