ବି.ଜେ.ଡି. ପକ୍ଷରୁ ବାଲେଶ୍ୱର ପାଇଁ ସ୍ୱରୂପ କୁମାର ଦାସ ପ୍ରାର୍ଥୀ

ବାଲେଶ୍ୱର ସଦର ଓ ତିର୍ତ୍ତୋଲ୍‍ ବିଧାନସଭା ଉପନିର୍ବାଚନ ପାଇଁ ବି.ଜେ.ଡି. ଆଜି ପ୍ରାର୍ଥୀ ଘୋଷଣା କରିଛି । ବି.ଜେ.ଡି. ପକ୍ଷରୁ ବାଲେଶ୍ୱର ପାଇଁ ସ୍ୱରୂପ କୁମାର ଦାସ ପ୍ରାର୍ଥୀ ହୋଇଥିବାବେଳେ ତିର୍ତ୍ତୋଲ୍‍ ପାଇଁ ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇଥିବା ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା…

ଓଡ଼ିଶାର ପୂର୍ବତନ ବାଚସ୍ପତି ଶରତ କର – ପରଲୋକ

ଓଡ଼ିଶାର ପୂର୍ବତନ ବାଚସ୍ପତି ଶରତ କରଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‍ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ବୋଲି ତାଙ୍କ ପୁଅ ସୁମନ୍‍ କର ସୂଚନା ଦେଇଛନ୍ତି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‍ ଅଡମ-ମହେଶପୁର ଗାଁରେ ୧୯୩୯ ମସିହା…

ଲଘୁଚାପ ଅବପାତର ରୂପ ନେଇଛି

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବିଶାଖାପାଟଣାଠାରୁ ପ୍ରାୟ ୨୫୦ କିଲୋମିଟର ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଛି । କ୍ରମଶଃ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ…

ଭୁବନେଶ୍ୱରରେ ଆଉ ଦୁଇଟି ନୂତନ ଶ୍ମଶାନ ନିର୍ମାଣ କରାଯିବ

ରାଜଧାନୀ ଭୁବନେଶ୍ୱରରେ ଆଉ ଦୁଇଟି ନୂତନ ଶ୍ମଶାନ ନିର୍ମାଣ କରାଯିବ ବୋଲି ବି.ଏମ୍‍.ସି. କମିଶନର୍‍ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସତ୍ୟନଗର ଶ୍ମଶାନରେ ଅଧିକ ସଂଖ୍ୟକ ଶବ ସଂସ୍କାର ବୃଦ୍ଧି ପାଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି । ପଟିଆ ଏବଂ ଖଣ୍ଡଗିରି…

କୋରାପୁଟ୍‍ସ୍ଥିତ ଶହୀଦ୍‍ ଲକ୍ଷ୍ମଣ ନାଏକ ମେଡିକାଲ୍‍ କଲେଜ୍‍ ହସ୍ପିଟାଲ୍‍ରେ ନୂତନ କୋଭିଡ୍‍ ହସ୍ପିଟାଲ୍‍ର ଶୁଭାରମ୍ଭ

କୋରାପୁଟ୍‍ସ୍ଥିତ ଶହୀଦ୍‍ ଲକ୍ଷ୍ମଣ ନାଏକ ମେଡିକାଲ୍‍ କଲେଜ୍‍ ହସ୍ପିଟାଲ୍‍ରେ  ୭୦ ଶଯ୍ୟା ବିଶିଷ୍ଟ ନୂତନ କୋଭିଡ୍‍ ହସ୍ପିଟାଲ୍‍ର ଶୁଭାରମ୍ଭ କରାଯାଇଛି । ଏହି କୋଭିଡ୍‍ ହସ୍ପିଟାଲ୍‍ର ଉଦ୍‍ଘାଟନ କରିବା ଅବସରରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, କୋରାପୁଟ ସମେତ…

ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର - ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ୧୧ତାରିଖରେ ଦକ୍ଷିଣ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଜଣାପଡିଛି । ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା,…

ଆସନ୍ତା ୧୨ତାରିଖରୁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଭୁବନେଶ୍ୱର - ଚଳିତ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତା ୧୨ତାରିଖରୁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହା ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ କରୋନା ଆକ୍ରାନ୍ତ ମଧ୍ୟ ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ…

ନଭେମ୍ବର ୩ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ

ଭୁବନେଶ୍ୱର - ଆସନ୍ତା ନଭେମ୍ବର ୩ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି । ଅକ୍ଟୋବର ୧୬ତାରିଖକୁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖଭାବେ ସ୍ଥିର କରାଯାଇଛି ।…

ଓଡ଼ିଶାରେ ଦୁଇଟି ନକଲି ବିଶ୍ୱବିଦ୍ୟାଳୟ-ୟୁ.ଜି.ସି.

ନୂଆଦିଲ୍ଲୀ - ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ୟୁ.ଜି.ସି. ପକ୍ଷରୁ ଦେଶର ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଦେଶର ୨୪ଟି ବିଶ୍ୱବିଦ୍ୟାଳୟ ଥିବା ବେଳେ ଏଥିରେ ଓଡ଼ିଶାର ଦୁଇଟି ବିଶ୍ୱବିଦ୍ୟାଳୟକୁ ନକଲି ଭାବେ ଚିହ୍ନଟ କରାଯାଇଛି । ଏହି ଦୁଇଟି ବିଶ୍ୱବିଦ୍ୟାଳୟ…

ଆଗକୁ ପାର୍ବଣ ଋତୁ ଥିବାରୁ କୋଭିଡ୍‌ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - କୋଭିଡ୍‍ ଯୋଦ୍ଧାଙ୍କ ପରିବାରକୁ ସହାୟତା କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା କୋଭିଡ୍‍ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ରାଶି ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡ଼ିଓ କନ୍‍ଫରେନ୍ସିଂ ରାଜ୍ୟରେ କୋଭିଡ୍‍ ପରିଚାଳନା ସମ୍ପର୍କରେ…