ରାଜଧାନୀ ଭୁବନେଶ୍ୱରରେ ଆଉ ଦୁଇଟି ନୂତନ ଶ୍ମଶାନ ନିର୍ମାଣ କରାଯିବ ବୋଲି ବି.ଏମ୍.ସି. କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସତ୍ୟନଗର ଶ୍ମଶାନରେ ଅଧିକ ସଂଖ୍ୟକ ଶବ ସଂସ୍କାର ବୃଦ୍ଧି ପାଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି । ପଟିଆ ଏବଂ ଖଣ୍ଡଗିରି ଅଞ୍ଚଳରେ ଏହି ଦୁଇଟି ନୂତନ ଶ୍ମଶାନ ନିର୍ମାଣ କରାଯିବାର
ଯୋଜନା ରହିଥିବା ସେ କହିଛନ୍ତି । ଶ୍ମଶାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଆସନ୍ତା ଦେଢ଼ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ ବୋଲି କମିଶନର୍ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
କୋରାପୁଟ୍ସ୍ଥିତ ଶହୀଦ୍ ଲକ୍ଷ୍ମଣ ନାଏକ ମେଡିକାଲ୍ କଲେଜ୍ ହସ୍ପିଟାଲ୍ରେ ନୂତନ କୋଭିଡ୍ ହସ୍ପିଟାଲ୍ର ଶୁଭାରମ୍ଭ
Next Post