କୋରାପୁଟ୍‍ସ୍ଥିତ ଶହୀଦ୍‍ ଲକ୍ଷ୍ମଣ ନାଏକ ମେଡିକାଲ୍‍ କଲେଜ୍‍ ହସ୍ପିଟାଲ୍‍ରେ ନୂତନ କୋଭିଡ୍‍ ହସ୍ପିଟାଲ୍‍ର ଶୁଭାରମ୍ଭ

0 4,176

 

କୋରାପୁଟ୍‍ସ୍ଥିତ ଶହୀଦ୍‍ ଲକ୍ଷ୍ମଣ ନାଏକ ମେଡିକାଲ୍‍ କଲେଜ୍‍ ହସ୍ପିଟାଲ୍‍ରେ  ୭୦ ଶଯ୍ୟା ବିଶିଷ୍ଟ ନୂତନ କୋଭିଡ୍‍ ହସ୍ପିଟାଲ୍‍ର ଶୁଭାରମ୍ଭ କରାଯାଇଛି ।

ଏହି କୋଭିଡ୍‍ ହସ୍ପିଟାଲ୍‍ର ଉଦ୍‍ଘାଟନ କରିବା ଅବସରରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, କୋରାପୁଟ ସମେତ ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର କରୋନା ସଂକ୍ରମିତ ଏହି ହସ୍ପିଟାଲ୍‍ରେ ଉନ୍ନତ ମାନର ଚିକିତ୍ସା ପାଇପାରିବେ । ଏଠାରେ ୫ଟି ଆଇ.ସି.ୟୁ. ଓ ଭେଣ୍ଟିଲେଟର୍‍ ବ୍ୟବସ୍ଥା ରହିଛି ।

Leave A Reply