ବି.ଜେ.ଡି. ପକ୍ଷରୁ ବାଲେଶ୍ୱର ପାଇଁ ସ୍ୱରୂପ କୁମାର ଦାସ ପ୍ରାର୍ଥୀ

0 4,385

ବାଲେଶ୍ୱର ସଦର ଓ ତିର୍ତ୍ତୋଲ୍‍ ବିଧାନସଭା ଉପନିର୍ବାଚନ ପାଇଁ ବି.ଜେ.ଡି. ଆଜି ପ୍ରାର୍ଥୀ ଘୋଷଣା କରିଛି । ବି.ଜେ.ଡି. ପକ୍ଷରୁ ବାଲେଶ୍ୱର ପାଇଁ ସ୍ୱରୂପ କୁମାର ଦାସ ପ୍ରାର୍ଥୀ ହୋଇଥିବାବେଳେ ତିର୍ତ୍ତୋଲ୍‍ ପାଇଁ ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇଥିବା ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁତ୍ର ।

 

Leave A Reply