Sign in
Sign in
Recover your password.
A password will be e-mailed to you.
ବ୍ୟାଙ୍କରେ ଏବେ ସବୁବେଳେ ଉପଲବ୍ଧ ହେବ ଏହି ସେବା
ରିଅଲ୍ ଟାଇମ୍ ଗ୍ରସ୍ ସେଟଲ୍ମେଣ୍ଟ୍ - ଆର୍.ଟି.ଜି.ଏସ୍. ସେବା ସପ୍ତାହର ସବୁଦିନ ଉପଲବ୍ଧ ହେବ । ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା କରିବାବେଳେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ଘୋଷଣା କରିଥିଲେ ।
ଏବେ…
ଓଡ଼ିଶା ସିଭିଲ୍ ସର୍ଭିସ – ଓ.ସି.ଏସ୍.-୨୦୨୦ ପରୀକ୍ଷାରୁ ବଞ୍ଚିତ ଆଶାୟୀଙ୍କ ପାଇଁ ଖୁସି ଖବର । ସେମାନଙ୍କୁ…
ଓ.ସି.ଏସ୍. ପରୀକ୍ଷାର୍ଥୀ
ଓଡ଼ିଶା ସିଭିଲ୍ ସର୍ଭିସ - ଓ.ସି.ଏସ୍.-୨୦୨୦ ପରୀକ୍ଷାରୁ ବଞ୍ଚିତ ଆଶାୟୀଙ୍କ ପାଇଁ ଖୁସି ଖବର । ସେମାନଙ୍କୁ ପରୀକ୍ଷା ଦେବାଲାଗି ଆଉ ଏକ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ…
ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୩୯୩ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି
ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୩୯୩ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୫୭ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସଙ୍ଗରୋଧରୁ ୨୨୮ଏବଂ ସ୍ଥାନୀୟ ଅଞ୍ଚଳରୁ୧୬୫ ଜଣ ଅଛନ୍ତି । ୨୭ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା…
ସମୁଦ୍ର ମଧ୍ୟରେ ବୁଡିଯାଉଥିବା ସାତଭାୟା ଗ୍ରାମ ପଞ୍ଚାୟତ ଥଇଥାନ ହୋଇଥିବା ପରିବାରର ଦାବୀ
ସମୁଦ୍ର ମଧ୍ୟରେ ବୁଡିଯାଉଥିବା ସାତଭାୟା ଗ୍ରାମ ପଞ୍ଚାୟତକୁ ବଗପାଟିଆ ଗ୍ରାମ ନିକଟରେ ଥଇଥାନ କରାଯାଇଥିଲା । ପ୍ରାୟ ୬୧୧ଟି ପରିବାର ଏଠାରେ ଥଇଥାନ ହୋଇଥିଲେ । ତେବେ ଏହି ଜାଗାଟି ଖାଲୁଆ ଅଞ୍ଚଳ ହୋଇଥିବାରୁ ଗ୍ରାମବାସୀମାନେ ବର୍ଷାଦିନେ କାଦୁଅ ରାସ୍ତାରେ ଘରୁ ବାହାରି ପାରୁନାହାନ୍ତି ।…
ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ପାଇଁ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରୀଶ କରାଯିବ-୩ ତାରିଖରୁ ପୁଣି…
ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ପାଇଁ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରୀଶ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି । ଆଜି ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଛତିଶା ନିଯୋଗ ସେବାୟତ ବୈଠକ ଶେଷ ହେବା ପରେ ମୁଖ୍ୟ ପ୍ରଶାସକ ଡ.…
ଳପଥର ଆମ୍ବୁଲାନ୍ସ ସେବା ଆରମ୍ଭ
ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜଳପଥର ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳବାସୀ ସ୍ୱାସ୍ଥ୍ୟସେବା ପାଇବା…
ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ
କରୋନା - ଓଡ଼ିଶା ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟାରେ ୩୩୫ ବୃଦ୍ଧି ପାଇ ମୋଟ୍ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସଙ୍ଗରୋଧରୁ ୧୯୩ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୪୨ ଜଣ ଅଛନ୍ତି । ୨୭ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…
ଅର୍ଥନୈତିକ କ୍ଷେତ୍ରରେ ସୁଧାର
କରୋନା ମହାମାରୀ ସତ୍ତେ୍ୱ ଦେଶରେ ଅର୍ଥନୈତିକ କ୍ଷେତ୍ରରେ ସୁଧାର ଘଟୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ -ଫିକି ର ୯୩ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଦେଶ ଅନେକ…
ଆଗକୁ ଦୁଇଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘନକୁହୁଡି
ପାଣିପାଗ -ଆଗକୁ ଦୁଇଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘନକୁହୁଡି ପରିଲକ୍ଷିତ ହେବ । ୨ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡି ପଡିବ । ଘନକୁହୁଡିକୁ ଲକ୍ଷ୍ୟ କରି ପାଣିପାଗ ବିଭାଗ…
ଓକାକ୍ ତିନୋଟି ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଓ ସାଉଥକୋ ମଧ୍ୟରେ ‘ଓଡିଶା-ୱାନ’ ୱେବ ପୋଟାଲରେ ବିଦ୍ୟୁତ ପୈଠ ପାଇଁ…
ଓକାକ୍ ତିନୋଟି ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଓ ସାଉଥକୋ ମଧ୍ୟରେ ‘ଓଡିଶା-ୱାନ’ ୱେବ ପୋଟାଲରେ ବିଦ୍ୟୁତ ପୈଠ ପାଇଁ
ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରାଯାଇଛି । www. Odishaone. gov.in ଜରିଆରେ ଗ୍ରାହକ ବିଦ୍ୟୁତ ବିଲ୍ ପୈଠ କରିପାରିପାରିବେ ।
ଭିଡିଓ କନ୍ଫରେନ୍ସିଂ…