Sign in
Sign in
Recover your password.
A password will be e-mailed to you.
ଜାତିସଂଘ ସମର୍ଥିତ ପ୍ରଦୂଷଣ ଓ ପରିବେଶ ଉପରେ ପର୍ଯ୍ୟବେସିତ ପ୍ରଥମ ମ୍ୟୁଜିକ ଭିଡିଓ “ସମୁଦ୍ର ମନ୍ଥନ’
• ଓଡ଼ିଆ ଟିମ୍ ଦ୍ୱାରା ପ୍ରସ୍ତୁତ ଏହି ରୋମାଂଚକ ମ୍ୟୁଜିକ୍ ଭିଡିଓ ଶିବ ତାଣ୍ଡବ ସ୍ତ୍ରୋତମ ଓ ସାଗର ମନ୍ଥନ ଉପରେ ଆଧାରିତ
ଭୁବନେଶ୍ୱର: ଲୋକପ୍ରିୟ ଭାଇରାଲ୍ ମ୍ୟୁଜିକ୍ ଭିଡିଓ “ଐଗିରି ନନ୍ଦୀନି'ର ପ୍ରଡକ୍ସନ ହାଉସ୍ ଅରୋମିରା ଏଟଂରଟେନ୍ମେଂଟ୍ ପକ୍ଷରୁ ଚର୍ଚ୍ଚିତ କଣ୍ଠଶିଳ୍ପୀ…
କୋଭିଡ୍ ନାଇଣ୍ଟିନ୍ ମହାମାରୀ ସମୟରେ ଜନସାଧାରଣଙ୍କୁ ହେଲ୍ପ୍ ଲାଇନ୍ ନମ୍ବର
ହେଲ୍ପ୍ ଲାଇନ୍ ନମ୍ବର
କୋଭିଡ୍ ନାଇଣ୍ଟିନ୍ ମହାମାରୀ ସମୟରେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଏହି ସମୟରେ ଆବଶ୍ୟକ ସୂଚନା ଏବଂ ମାର୍ଗଦର୍ଶନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ…
ବାତ୍ୟା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ରୋକିବାପାଇଁ ରାଜ୍ୟ ସରକାର ଶକ୍ତିଶାଳୀ ବନ୍ଧ ନିର୍ମାଣ କରିବେ-୧୦ଟି ଜିଲ୍ଲାର…
ବାତ୍ୟା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ରୋକିବାପାଇଁ ରାଜ୍ୟ ସରକାର ଶକ୍ତିଶାଳୀ ବନ୍ଧ ନିର୍ମାଣ କରିବେ । ୧୦ଟି ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳକୁ ମଜବୁତ କରିବାପାଇଁ ୩୮୦ କିଲୋମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବନ୍ଧ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ କରାଯିବ । ଏହି ପଥର ବନ୍ଧଗୁଡ଼ିକୁ ତାରଜାଲିରେ…
ଆସନ୍ତା ଜୁନ୍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍ଲାଇନ୍ କ୍ଲାସ ଆରମ୍ଭ ହେବା…
ଆସନ୍ତା ଜୁନ୍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍ଲାଇନ୍ କ୍ଲାସ ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଶ୍ରେଣୀଗୃହରେ ପାଠପଢ଼ା ସମ୍ଭବ ହେଉ ନଥିବାରୁ ଖରାଛୁଟି ପରେ…
ଭାରତକୁ ସାଉଦି ଆରବରୁ ୬୦ ଟନ୍ ତରଳ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇ.ଏସ୍.ଓ. କଣ୍ଟେନର ପଠାଇଛି
ଭାରତକୁ ସାଉଦି ଆରବରୁ ୬୦ ଟନ୍ ତରଳ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇ.ଏସ୍.ଓ. କଣ୍ଟେନର ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇ.ଏସ୍.ଓ. କଣ୍ଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବ୍ଦୁଲାଜିଜଙ୍କୁ…
ରାଜ୍ୟ ସରକାର ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା – ଡି.ଆର୍.ଡି.ଓ.ଠାରୁ ଟୁ-ଡି.ଜି. ଆଣ୍ଟି-କରୋନା ଔଷଧ…
ରାଜ୍ୟ ସରକାର ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା - ଡି.ଆର୍.ଡି.ଓ.ଠାରୁ ଟୁ-ଡି.ଜି. ଆଣ୍ଟି-କରୋନା ଔଷଧ କିଣିବେ । ୫ ହଜାର
ସ୍ୟାଚେଟ୍ ପାଇଁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ରୋଗୀଙ୍କ…
ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର ପରଲୋକ
ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର ପରଲୋକ ଘଟିଛି । ସେ କିଛିଦିନ ହେବ କରୋନାରେ ସଂକ୍ରମିତ ହୋଇ
ଚିକିତ୍ସିତ ହେଉଥିଲେ । ସେ ୨୦ରୁ ଅଧିକ ଚଳଚ୍ଚିତ୍ର ଏବଂ ୨ ହଜାରରୁ ଅଧିକ ଓଡ଼ିଆ ଆଲବମ୍ ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ସେ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର…
ବାତ୍ୟା ୟସ୍ର ବିପଦ ଟଳିବା ପରେ ପୁଣି ଥରେ ରଥଖଳା ଚଳ ଚଞ୍ଚଳ
ବାତ୍ୟା ୟସ୍ର ବିପଦ ଟଳିବା ପରେ ପୁଣି ଥରେ ରଥଖଳା ଚଳ ଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣରେ ନିୟୋଜିତ ୧୪୬ ଜଣ ସେବକ ଗତକାଲି ଅପରାହ୍ନ ଠାରୁ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବର୍ଷା ଛାଡି ପାଗ ସୁଧୁରିବା ପରେ ଭୋଇ ସେବକମାନେ ରଥଖଳାରେ ନଡିଆ ଚାଞ୍ଚ ପକାଇଛନ୍ତି । ଖୋଲି ଦିଆଯାଇଥିବା…
ରାଜ୍ୟରେ ମୋଟ ଟିକାକରଣ ୭୨ ଲକ୍ଷ ୭୮ ହଜାର ୬୬୦- ଦେଶରେ ୨୦ କୋଟି ୨୬ ଲକ୍ଷ ୯୫ ହଜାର ୮୭୪ ଜଣ ହିତାଧିକାରୀଙ୍କୁ କରୋନା…
ରାଜ୍ୟରେ ମୋଟ ଟିକାକରଣ ୭୨ ଲକ୍ଷ ୭୮ ହଜାର ୬୬୦କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ ପ୍ରତିଶତ ପ୍ରଥମ ୮୭ ପ୍ରତିଶତ ଦ୍ୱିତୀୟ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୨୫ ପ୍ରତିଶତ ପ୍ରଥମ ଓ ୯୦ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ସୂଚନା ମିଳିଛି ।…
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏସଡିଆରଏଫରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତିରେ ଓଡିଶାକୁ ୬୪୧କୋଟି ୬୦ଲକ୍ଷ…
ଚଳିତମାସ ପହିଲାରେ ଓଡିଶାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏସଡିଆରଏଫରୁ ପ୍ରଥମ କିସ୍ତି କେନ୍ଦ୍ରୀୟ ଅଂଶ ଭାବେ ପ୍ରଦାନ କରାଯାଇଥିବା ଅର୍ଥରାଶିକୁ ବାତ୍ୟା ପ୍ରଭାବିତ ପାଇଁ ବ୍ୟବହାର କରାଯିବା ଉପରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର…