Browsing Category

ସତ-ମିଛ

ଦେଖନ୍ତୁ ଫ୍ୟୁଚର ସାଇନ୍ସ, ଛୋଟିଆ ଡ୍ରୋନ ସାହାଯ୍ୟରେ ଉଡୁଛି ମଣିଷ

ଏବେ ବିଜ୍ଞାନ ବହୁତ ଉନ୍ନତି କରିଛି । ଆଗରୁ ଚନ୍ଦ୍ରେ ପହ଼ଞ୍ଚିଥିବା ମଣିଷ ଏବେ ମଙ୍ଗଳ ଓ ଶୁକ୍ରରେ ପହ଼ଞ୍ଚିବାକୁ ଇଚ୍ଛା କଲାଣି । ଏଥିପାଇଁ ,ଚେଷ୍ଟା ଚାଲିଛି । ତେବେ ଭିଡିଓ ଉତ୍ତୋଳନ ପାଇଁ ଆଗରୁ ଡ୍ରୋନ ବ୍ୟବହାର କରାଯାଉଥିବା ବେଳେ ଏବେ ଉଡିବା ପାଇଁ ଡ୍ରୋନ ବ୍ୟବହାର କରା ଗଲାଣି…

ଦେଖନ୍ତୁ- କାଉର ଚତୁରତା , କଥାରେ ଅଛି ଅତି ବୁଦ୍ଧିଆରୁ କାଉ ବିଷ୍ଠା ଖାଏ

କାଉ ଭାରି ଚାଲାକ , କଥାରେ ଅଛି ଅତି ବୁଦ୍ଧିଆରୁ କାଉ ବିଷ୍ଠା ଖାଇଥାଏ । ମାତ୍ର ଏକ ଗବେଷଣାରୁ କାଉ  ଏକ  ଚତୁର ପକ୍ଷୀ ବୋଲି ଜଣା ପଡିଛି । ଏକ ସାତ ବର୍ଷର ପିଲାର ବୁଦ୍ଧି ସହ କାଉର ସମାନ ବୁଦ୍ଧି ଥାଏ ବୋଲି ଜଣା ପଡିଛି । ପିଲାବେଳେ ଅନେକ ପଢିଥିଲେ ଶୋଷିଲା ବା ତୃଷାତ କାଉ କଥା । ଯିଏ ପାଣି…

ଭାରତର ଶେଷ ଚା’ ଦୋକାନ

ଶେଷ ଚା ଦୋକାନ ଶୁଣିଲେ କଥାଟା ଟିକିଏ ଅଡୁଆ ଲାଗୁଥିବା ମାତ୍ର ଏହା ସତ କଥା  । ଦେଶରେ ଏପରି ଏକ ଚା ଦୋକାନ ଅଛି ଯାହାକୁ ଶେଷ ଚା ଦୋକାନ ଭାବେ ବିବେଚିତ କରାଯାଏ । ଉତ୍ତରାଖଣ୍ଡର ଚମେଲିରେ ଏହା ଅଛି ।ଷ ଦେଶର ସୀମାରେ ଥିବା ମାଣା ଗ୍ରାମରେ ଏହି ଚା ଦୋକାନ ରହିଛି । ସାଧାରଣତଃ ଶୀତ ଦିନେ ଓ…

ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀଙ୍କୁ ବାହାରକୁ ନଛାଡ଼ିବା

ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀଙ୍କୁ ବାହାରକୁ ନଛାଡ଼ିବା ସୂର୍ଯୋପରାଗ ସମୟରେ ଏକ ରାକ୍ଷସ ସୂର୍ଯ୍ୟଙ୍କୁ ଗିଳି ଦେଇଥାଏ ବୋଲି ଭାରତୀୟମାନେ ବିଶ୍ୱାସ କରନ୍ତି। କାଳେ ରାକ୍ଷସର ପ୍ରଭାବ ଗର୍ଭବତୀଙ୍କ ଉପରେ ପଡ଼ିବ ସେଥିପାଇଁ ତାଙ୍କୁ ବାହାରକୁ ଯିବାକୁ ଦିଆଯାଏ ନାହିଁ। ଏହି ରାକ୍ଷସର ପ୍ରଭାବରେ…