ଦେଖନ୍ତୁ ସାପ ଓ ନେଉଳ ମଧ୍ୟରେ ହୋଇଥିବା ଘମାଘୋଟ ଲଢେଇ, ଶେଷରେ କିଏ ଜିତିଲା!
କଥାର କୁହାନ୍ତି ଅହି ନକୁଳ ସମ୍ପର୍କ। ମାନେ ସାପ ଓ ନେଉଳ ମଧ୍ୟରେ ଥିବା ସମ୍ପର୍କ । ସାପକୁ ନେଉଳ ୭ ଖଣ୍ଡ କରିବାପରେ ଖାଇଥାଏ ବୋଲି ଲୋକ କଥା ରହିଛି । ସାପଓ ନେଉଳକେ ନେଇ ଅନେକ ଲୋକ କଥା ବି ରହିଛି । ତେବେ ଦେଖନ୍ତୁ ସାପ ଓ ନେଉଳ ଭିତରେ ହୋଇଥିବା ଏହି ଲଢେଇକୁ
courtesy- snake channel youtube