ଦେଖନ୍ତୁ ଫ୍ୟୁଚର ସାଇନ୍ସ, ଛୋଟିଆ ଡ୍ରୋନ ସାହାଯ୍ୟରେ ଉଡୁଛି ମଣିଷ

0 553

 

ଏବେ ବିଜ୍ଞାନ ବହୁତ ଉନ୍ନତି କରିଛି । ଆଗରୁ ଚନ୍ଦ୍ରେ ପହ଼ଞ୍ଚିଥିବା ମଣିଷ ଏବେ ମଙ୍ଗଳ ଓ ଶୁକ୍ରରେ ପହ଼ଞ୍ଚିବାକୁ ଇଚ୍ଛା କଲାଣି । ଏଥିପାଇଁ ,ଚେଷ୍ଟା ଚାଲିଛି ।
ତେବେ ଭିଡିଓ ଉତ୍ତୋଳନ ପାଇଁ ଆଗରୁ ଡ୍ରୋନ ବ୍ୟବହାର କରାଯାଉଥିବା ବେଳେ ଏବେ ଉଡିବା ପାଇଁ ଡ୍ରୋନ ବ୍ୟବହାର କରା ଗଲାଣି । ଦେଖନ୍ତୁ ଏହି ଭିଡିଓ କିପରି ଡ୍ରୋନ ସାହାଯ୍ୟରେ ଉଡୁଛନ୍ତି ଜଣେ । ତଳେ ଭିଡିଓ ରହିଛି…

 

Leave A Reply