ଖବରମୁଖ୍ୟ ଖବର ଏହି ଭିଡିଓରେ ଦେଖନ୍ତୁ ମହାକାଶର ଅତିବ ରମଣୀୟ ଦୃଶ୍ୟ By odishanext Last updated Apr 20, 2018 0 546 Share ମହାକାଶରେ ଅନେକ ବିରଳ ଘଟଣା ଦେଖିବାକୁ ମିଳେ । ଏବେବି ଏହାର ରହସ୍ୟକୁ ଉନ୍ମୋଚନ କରିବାରେ ଅନେକ ବୈ଼ଜ୍ଞାନିକ ଲାଗିଛନ୍ତି । କେବେ ଏହାର ଆରମ୍ଭ କେବେ ଶେଷ ଏହା ଉପରେ ଗବେଷଣା ହୋଇଛି ଓ ହେଉଛି । ଏହାକୁ ନେଇ ଅନେକ ମତ ବାଦ ବି ରହିଛି । ମହାକାଶରେ ଗ୍ରହ, ଉପଗ୍ରହ, ନକ୍ଷେତ୍ର, ଉଲକାପିଣ୍ଡି, କୃଷ୍ଣ ଗର୍ତ୍ତ, ଆକାଶ ଗଙ୍ଗା, ଗାଲ୍କାକ୍ସି କେତେ କଅଣ ରହିଛି । ତେବେ ଶକ୍ତିଶାଳୀ ଟୋଲିସ୍କୋପ ବା ଦୂର ବିକ୍ଷଣ ଯନ୍ତ୍ର ଓ ସେଟ ଲାଇଟ ବା କୃତ୍ରିମ ଉପଗ୍ରହ ସାହାଯ୍ୟରେ ନିଆଯାଇଥିବା କିଛି ଭିଡିଓ ଦେଖନ୍ତୁ । ଏହାର ତଳେ ଭିଡିଓ ରହିଛି । 0 546 Share