କାଉ ଅତି ଚତୁର ସତ-ମିଛ ଦେଖନ୍ତୁ- କାଉର ଚତୁରତା , କଥାରେ ଅଛି ଅତି ବୁଦ୍ଧିଆରୁ କାଉ ବିଷ୍ଠା ଖାଏ By odishanext Last updated Apr 12, 2018 0 579 Share କାଉ ଭାରି ଚାଲାକ , କଥାରେ ଅଛି ଅତି ବୁଦ୍ଧିଆରୁ କାଉ ବିଷ୍ଠା ଖାଇଥାଏ । ମାତ୍ର ଏକ ଗବେଷଣାରୁ କାଉ ଏକ ଚତୁର ପକ୍ଷୀ ବୋଲି ଜଣା ପଡିଛି । ଏକ ସାତ ବର୍ଷର ପିଲାର ବୁଦ୍ଧି ସହ କାଉର ସମାନ ବୁଦ୍ଧି ଥାଏ ବୋଲି ଜଣା ପଡିଛି । ପିଲାବେଳେ ଅନେକ ପଢିଥିଲେ ଶୋଷିଲା ବା ତୃଷାତ କାଉ କଥା । ଯିଏ ପାଣି ଖୋଜି ଖୋଜି ଏକ ମାଠିଆରେ ଅଳ୍ପ ପାଣି ଦେଖିଥିଲା । ପରେ ସେ ମାଠିଆରେ ଛୋଟ ପଥର ଓ ଗୋଡି ପକାଇ ପାଣି କୁ ଉପରକୁ ଆଣିଥିଲା । ପରେ ସେ ପାଣି ପିଇବାପାଇଁ ସକ୍ଷମ ହୋଇଥିଲା । ଦେଖନ୍ତୁ ଏହି ଭିଡିଓ video courtesy newyork times 0 579 Share