Sign in
Sign in
Recover your password.
A password will be e-mailed to you.
Browsing Category
ସତ-ମିଛ
ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ
ସମବାୟ କ୍ଷେତ୍ରରେ ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନକରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ!-->…
‘ବିକଶିତ ଭାରତ ଆଟ୍ ୨୦୪୭ : ଟିମ୍ ଇଣ୍ଡିଆର ଭୂମିକା’
ନୀତି ଆୟୋଗ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ର ଅଷ୍ଟମ ବୈଠକ ପ୍ରଗତି ମଇଦାନର କନ୍ଭେନ୍ସନ ସେଣ୍ଟରରେ ଚାଲିଛି । ଏହି ବୈଠକରେ ‘ବିକଶିତ ଭାରତ ଆଟ୍ ୨୦୪୭ : ଟିମ୍ ଇଣ୍ଡିଆର ଭୂମିକା’ ଉପରେ ଆଲୋକପାତ କରାଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ନୀତି ଆୟୋଗ ଚେୟାରମ୍ୟାନ୍ ଭାବେ!-->…
ଆସନ୍ତା ଶୁକ୍ରବାରଠାରୁ ନୟାଗଡ଼ ଟାଉନ୍ ଏବଂ ଭଦ୍ରକ ମଧ୍ୟରେ ଏକ
ନୂଆ ପାସେଞ୍ଜର ମେମୁ ଟ୍ରେନ୍ ନିୟମିତ ଚଳାଚଳ କରିବ
ଆସନ୍ତା ଶୁକ୍ରବାରଠାରୁ ନୟାଗଡ଼ ଟାଉନ୍ ଏବଂ ଭଦ୍ରକ ମଧ୍ୟରେ ଏକନୂଆ ପାସେଞ୍ଜର ମେମୁ ଟ୍ରେନ୍ ନିୟମିତ ଚଳାଚଳ କରିବ । ଏନେଇପୂର୍ବତଟ ରେଳବାଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିଅନୁଯାୟୀ ଆସନ୍ତାକାଲି ଅପରାହ୍ଣରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାରଉଦ୍ଘାଟନ!-->…
ତେବେ ଋଣର ସଦୁପଯୋଗ ହେଉନାହିଁ -ଖାଲି ଋଣ ଦେଲେ ମହିଳାମାନେ ସଶକ୍ତ ହେବେ ନାହିଁ
ବିଧାନସଭାରେ ଗତକାଲି ମିଶନଶକ୍ତି ବିଭାଗକୁ ନେଇ ବିରୋଧୀସଦସ୍ୟଙ୍କ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବରେ ଉଭୟ ଶାସକ ଓବିରୋଧୀ ଦଳଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଭାଗନେଇ ବିରୋଧୀ ଦଳ ପକ୍ଷରୁ ରାଜନୈତିକ ଉଦ୍ଦେଶ୍ୟରେ ସରକାରମିଶନଶକ୍ତିକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା ।!-->…
ବନାଗ୍ନି ପ୍ରଶମନ ପାଇଁ ସ୍ୱତନ୍ତ୍ର
ରଣନୀତି ପ୍ରସ୍ତୁତ
ରାଜ୍ୟ ସରକାର ଗୋଷ୍ଠୀ ସହଭାଗିତାରେ ବନାଗ୍ନି ପ୍ରଶମନ ପାଇଁ ସ୍ୱତନ୍ତ୍ରରଣନୀତି ପ୍ରସ୍ତୁତ କରିଛନ୍ତି । ପଞ୍ଚାୟତକୁ ୟୁନିଟ୍ ଭାବେ ନେଇ ସରପଞ୍ଚ,ଯୁବକ ସଂଘ, ସ୍ୱୟଂସହାୟକ ଗୋଷ୍ଠୀ ଓ ଏନ୍ଜିଓମାନଙ୍କୁ ଜଙ୍ଗଲ ନିଆଁରୋକିବା ପ୍ରକ୍ରିୟାରେ ସାମିଲ କରାଯିବା ସହ ତୃଣମୂଳସ୍ତରରୁଜନସଚେତନତା ଓ!-->…
ଅଞ୍ଜଳି ଆରୋରାଙ୍କର ହଟ୍ ଭିଡିଓ ଭାଇରାଲ୍
ଅଞ୍ଜଳି ଆରୋରା । ଏହାଙ୍କୁ କାଚା ବାଦାମ ଗର୍ଲ କୁହାଯାଏ । ଏବେ ତାଙ୍କର ହଟ୍ ଭିଡିଓ ଇଣ୍ଟରନେଟ୍ରେ ନିଆଁ ଲଗାଯାଇଛି । ଲକ୍ଷ ଲକ୍ଷ ଲୋକ ଏହାକୁ ଫଲୋ କରିବା ସହ କୋଟି କୋଟି ଭିଉ ହେଉଛି ।
View this post on Instagram
!-->!-->…
ଦେଖିକି- ପେଟ୍ରୋଲ ପମ୍ପରେ ଏମିତି ଠକନ୍ତି
ଏବେ ଦୈନନ୍ଦିନ ଜୀବନରେ ସମସ୍ତେ ପେଟ୍ରୋଲ ଓ ଡିଜେଲ୍ର ବ୍ୟବହାର କରୁଛନ୍ତି। ଗାଡିରେ ତେଲ ଭରିବା ପାଇଁ ସମସ୍ତେ ପେଟ୍ରାଲ ପମ୍ପକୁ ଯାଇଥାଆନ୍ତି । ମାତ୍ର ଅନେକ ପେଟ୍ରୋଲ ପମ୍ପରେ ଗ୍ରାହକ ବିଭିନ୍ନ ଉପାୟରେ ଠକାମୀର ଶିକାର ହୋଇଥାଆନ୍ତି ।କେତେବେଳେ ପେଟ୍ରୋଲ ପମ୍ପର!-->!-->!-->…
ହୋଲିର ଦୁ୍ଇ ଦିନ ପରେ ଭୁବନେଶ୍ୱର ତମାଣ୍ଡୋରେ ପାଳିତ ହୁଏ ହୋଲି ପର୍ବ
ହୋଲିର ଦୁ୍ଇ ଦିନ ପରେ ଭୁବନେଶ୍ୱର ତମାଣ୍ଡୋରେ ପାଳିତ ହୁଏ ହୋଲି ପର୍ବ । କାହିଁକେତେ କାଳରୁ ଚାଲି ଆସୁଛି ଏହି ପରମ୍ପରା । ଦୋଳ ପୂଜାରେ ହେଉଥିବା ବ୍ରିଭାଟକୁଏଡାଇବା ପାଇଁ , ଏହି ପ୍ରଥାରେ ପରିବର୍ତନ କରାଯାଇଥିଲା । ତେଣୁ ହୋଲିର ୨ଦିନ ପରେସେମାନେ ବେଶ ନିଆରା ଭାବରେ ହୋଲି ପର୍ବ ପାଳନ!-->…
ତିନିଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ୍ ପିଣ୍ଡ ହେଲେ ଡାକ୍ତରଖାନା କର୍ମଚାରୀ ମିଳିମିଶି ବଞ୍ଚାଇଦେଲେ
ଟରୋଣ୍ଟ - ଡାକ୍ତରଖାନା କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଗୋଟିଏ ତିନି ବର୍ଷର ଶିଶୁ ନୂଆ ଜୀବନ ପାଇଛି । କାନାଡାର ଆଣ୍ଟାରିଓ ପ୍ରଦେଶରେ ଗୋଟିଏ ଶିଶୁ ପାଣିରେ ବୁଡିଯାଇଥିଲା । ୫ ମିନିଟ ପରେ ତାକୁ ଉଦ୍ଧାର କରାଯାଇଥିଲା । ମାତ୍ର ତାହାର ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥିଲା ।
!-->!-->!-->…