Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କାଲି ସନ୍ଧ୍ୟାରେ ପୁରୀ ଛୁଇଁବ ଫୋନି, ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଶୁକ୍ରବାର ସନ୍ଧ୍ୟା ୫ଟା ୩୦ରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯିବା ପରେ ଉପକୂଳବର୍ତ୍ତୀ ଜିଲ୍ଳା ଯଥା ପୁରୀ, ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଲୋକଙ୍କ ମନୟରେ ଭୟ…
ଆଜି ତାଣ୍ଡବ ରଚାଇପାରେ ଘୂର୍ଣ୍ଣିଝଡ଼ ‘ଫୋନି’, ଏନଡିଆରଫ-ତଟରକ୍ଷୀ ବାହିନୀ ପ୍ରସ୍ତୁତ
ଭୁବନେଶ୍ୱର: ସାମୁଦ୍ରିକ ଝଡ ‘ଫୋନି’ ସୋମବାର ସନ୍ଧ୍ୟାରେ ଆହୁରି ଭୟଙ୍କର ରୂପ ନେଇଛି । ଭାରତୀୟ ପାଣିପାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଫୋନି ଉପକୂଳକୁ ଛୁଇଁବ । ତେଣୁ ମୁକାବିଲା ପାଇଁ ଏନଡିଆରଫ ଓ ତଟରକ୍ଷୀ ବାହିନୀ ପ୍ରସ୍ତୁତ ଅଛନ୍ତି ।
ପୂର୍ବରୁ ଆଶା…
ରାଜ୍ୟର ୧୨ଟି ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ
ଭୁବନେଶ୍ୱର: ରାଜ୍ୟର ୧୨ଟି ବୁଥରେ ସାନି ମତଦାନ ପାଇଁ ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି । ଏହି ୧୨ଟି ବୁଥରେ ଏପ୍ରିଲ ୨୩ରେ ମତଦାନ ବେଳେ କୌଣସି ନା କୌଣସି କାରଣରୁ ମତଦାନରେ ବିଭ୍ରାଟ ଦେଖାଯାଇଥିଲା । ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ…
ଜଗତସିଂହପୁର-କେନ୍ଦ୍ରାପଡ଼ାରେ ନବୀନଙ୍କ ହାଇଟେକ୍ ପ୍ରଚାର
ଭୁବନେଶ୍ୱର: ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇଟେକ ପ୍ରଚାର କରିଛନ୍ତି । ଚତୁୁର୍ଥ ପର୍ଯ୍ୟାୟ ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ନବୀନ ଆଜି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା…
ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାମାନେ ଆସି ନଥାନ୍ତି: ନବୀନ
ଭୁବନେଶ୍ୱର: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କର ଦେଖା ନଥାଏ । ଅତୀତରେ ରାଜ୍ୟରେ ଫାଇଲିନ, ତିତଲି, ହୁଡହୁଡ ଭଳି ବାତ୍ୟା ଓ ବାତ୍ୟା ପରେ ବନ୍ୟା ହୋଇଛି । ମରୁଡି ସମୟରେ ମଧ୍ୟ କେନ୍ଦ୍ରୀୟ ନେତାଙ୍କର ଦେଖା ନଥାଏ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର…
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତୀ, ମାନସିକ ପୂରଣ ପରେ ଶ୍ରୀମନ୍ଦିର ଆସିଲେ
ପୁରୀ .- ହିନ୍ଦୀ ସିନେମାର ଅଶୀ ତଥା ନବେ ଦଶକ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି । ସେ ଗୁରୁବାର ସକାଳେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । ମଧ୍ୟାହ୍ନରେ ସେ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରାଇବା ସହ…
ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁନାହାନ୍ତି, ଭୋଟ୍ ମାଗିବା ପାଇଁ ବାରମ୍ବାର ଆସୁଛନ୍ତି :…
ବାଲେଶ୍ୱର .- ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ବାଲଶ୍ୱର ଭୋଗରାଇ ଅଞ୍ଚଳରେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁ ନ ଥିବା ବେଳେ ଭୋଟ୍ ମାଗିବା ପାଇଁ ବାରମ୍ବାର ଓଡ଼ିଶା…
ମହାବିଦ୍ୟାଳୟ ଚପରାସୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ବଲାଙ୍ଗୀ .- ବଲାଙ୍ଗୀର ସଇଁତଳା ଝରାବାହଲି ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୁକୁଡା ଫାର୍ମରୁ ଜଣେ ଚପରାସୀ(ପିଅନ)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେ ଶୋଇଥିବାବେଳେ ତାଙ୍କୁ କେହି ହତ୍ୟା କରିଥିହା ପରିବାର ଲୋକ ଅଭିଯୋଗ କରିଛନ୍ତି । ମତକଙ୍କ ନାମ ଜଗଦୀଶ ଓ ସେ ଟିକରପଡା ମହାବିଦ୍ୟାଳୟରେ କାମ…
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ, କହିଲେ- ଏଥର ବିଜେଡି ଭଲ କରିବ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୋଟ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଯାଇଥିବା ବେଳେ ନବୀନ ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏରୋଡ୍ରମ କଲୋନୀର ଉଚ୍ଚ…