Browsing Category

ଓଡିଶା

ଆଗକୁ ବଢିଲା ମୌସୁମୀ, ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର .- ମୌସୁମୀ ବାୟୁ ଏବେ ଦକ୍ଷିଣ ଭାରତରୁ ଆଗକୁ ବଢିଛି । ଓଡିଶାର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ହୋଇଛି । ଏହି କାରଣରୁ ତାତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଭାରତୀୟ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ ଆସନ୍ତ ୭୨ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଆହୁରି ଆଗକୁ…

ଅଜିତ ସାହୁ ଅମର ରହେ, ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ

ଢେଙ୍କନାଳ/ଭୁବନେଶ୍ୱର .- ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଅଞ୍ଚଳର ଓଡ଼ିଆ ପୁଅ ଅଜିତ ସାହୁ ଜାମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁକାବିଲା କରୁଥିବା ସମୟରେ ସହିଦ ହୋଇଥିଲେ । ବୁଧବାର ରାତିରେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ଗାର୍ଡ…

ଆସନ୍ତାକାଲି ଶୁକ୍ରବାରରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର . - ପୁଣି ରାଜ୍ୟ ସରକାର ସ୍କୁଲ ଖୋଲିବା ପ୍ରସଙ୍ଗରେ ନିଜର ନିଷ୍ପତ୍ତି ବଦଳାଇଛନ୍ତି । ଆସନ୍ତା କାଲି ୨୧ ତାରିଖ ଶୁକ୍ରବାରରେ ପୁଣି ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା , ମାତ୍ର ରାଜ୍ୟରେ…

ପୁରୀରେ ମଟରସାଇକେଲ ଦୁର୍ଘଟଣାରେ ଭଦ୍ରକ ଦୁଇଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ପୁରୀ .- ପୁରୀ-କୋଣାର୍କ ରାସ୍ତାରେ ଏକ ମଟର ସାଇକେଲ୍‌ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏମାନେ ମାଳତୀପାଟପୁର ଓଭର ବ୍ରିଜ ରାସ୍ତାରେ କୋଣାର୍କ ଆଡକୁ ଯାଉଥିବା ବେଳେ ସେମାନଙ୍କର ମଟର ସାଇକେଲ ଦୁର୍ଘଟଣାଗ୍ରସ୍ତ…

ଜମ୍ମୁ କାଶ୍ମୀରରେ ଓଡିଆ ଜବାନ ସହିଦ

ଶ୍ରୀନଗର . - ଆତଙ୍କବାଦୀଙ୍କ ଗୁଳିରେ ଜଣେ ଓଡିଆ ଜବାନ ସହିଦ ହୋଇଛନ୍ତି । ସହିଦ ହୋଇତିବା ଜବାନଙ୍କ ନାମ ଅଜିତ ସାହୁ । ତାଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଅଞ୍ଚଳରେ । କାଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କମାନଙ୍କର ମୁକାବିଲା କରିବା ସମୟରେ ଅଜିତ୍‌ ସହିଦ ହୋଇଛନ୍ତି…

ଜ୍ୱରରେ ମହାବାହୁ , ବ୍ରହ୍ମଗିରିରେ ଦର୍ଶନ ଦେଉଛନ୍ତି ଅଲାରନାଥ

ପୁରୀ . ସ୍ନାନ ପୂର୍ଣ୍ଣମୀରେ ସୁନାକୂଳ ଜଳ ୧୦୮ ଗରା ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଜ୍ୱର, ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ସେବା ଶୁଶ୍ରୁଷା ପାଉଛନ୍ତି। ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଉଛି । ବ୍ରହ୍ମଗିରିର…

ସ୍ନାନ ବେଦୀର ଶାସ୍ତ୍ରୀୟ ବାଖ୍ୟା

ଦକ୍ଷିଣାଭିମୁଖେ  ଵିଷ୍ଣୌ ସ୍ନାନକାଳେ ନୃପୋତ୍ତମ। ବିଷ୍ଣୋର୍ନିରାଜନବିଧିଂ ଯେ ପଶ୍ୟନ୍ତି ଚ ଭକ୍ତିତଃ।। ପଦେ ପଦେऽଶ୍ବମେଧାନାଂ  ଫଳଂ ତେଷାଂ ଭବେତ୍ ଧୃବମ୍। ମନୋରଥସ୍ୟ  ସଂସିଦ୍ଧିସ୍ତେଷାଂ ଭବତି ତତ୍-କ୍ଷଣାତ୍   । ଅନ୍ତେ ବୈକୁଣ୍ଠଭବନଂ ତେ ଚ ଗଚ୍ଛନ୍ତି ମାନବାଃ  ।। …

ଶ୍ରୀକ୍ଷେତ୍ରରେ ପବିତ୍ରସ୍ନାନ ପୂର୍ଣ୍ଣମୀ ପାଳିତ, ହାତୀବେଶରେ ଦର୍ଶନ, ଭକ୍ତଙ୍କୁ ସ୍ପର୍ଶ ବାରଣ

ପୁରୀ .- ସୋମବାରରେ ଶ୍ରୀକ୍ଷେତ୍ର ସହ ବିଶ୍ୱର ବିଭିନ୍ନ ସ୍ଥାନରେ ପବିତ୍ର ସ୍ନାନ ପୂର୍ଣ୍ଣମୀ ଆଗ୍ରହ ସହକାରେ ପାଳିତ ହେଉଠି , ଶ୍ରୀକ୍ଷେତ୍ରରେ ସକାଳ ୫ଟା ୧୦ ମିନିଟରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ସକାଳ ସାଢେ ୬ଟାରେ ଏହା ଶେଷ ହୋଇଥିଲା ।ମଙ୍ଗଳ ଆଳତି, ମହଲିମ, ତଡ଼ପଲାଗି ଆଦି ନୀତି ଶେଷ…

ସମ୍ବଲପୁର- ନିଜ ଗୁଳିରେ ଆହତ ଜବାନଙ୍କର ମୃତ୍ୟୁ

ସମ୍ବଲପୁର . -  ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ଜବାନ ବୁଟା ସିଂଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୁଣ୍ଡରେ ଗୁଳି ଲାଗିଥିଲା ।  ଯୁଜୁମରାରେ ଥିବା ସିଆର୍‌ପିଏଫ କ୍ୟାମ୍ପ

ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନ ଙ୍କୁ ୩ରାଉଣ୍ଡ ଗୁଳି

ସମ୍ବଲପୁର ।।ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନ ଙ୍କୁ ୩ରାଉଣ୍ଡ ଗୁଳି । ଜୁଜୁମରାରେ ଗୁଳିକାଣ୍ଡ ଘଟିବାରୁ ଜଣେ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆର୍‌ପିଏଫ୍‌) ଯବାନ ଗୁରୁତର ହୋଇଛନ୍ତି। ଯବାନଙ୍କୁ ଏବେ ଗୁରୁତର ଅବସ୍ଥାରେ ଯୁଜୁମରାରୁ ବୁର୍ଲା ଭିମସର ନିଆ ଯାଇଛି ।…