ନୂଆଦିଲ୍ଲୀ/ଭୁବନେଶ୍ୱର .- ମୌସୁମୀ ବାୟୁ ଏବେ ଦକ୍ଷିଣ ଭାରତରୁ ଆଗକୁ ବଢିଛି । ଓଡିଶାର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ହୋଇଛି । ଏହି କାରଣରୁ ତାତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଭାରତୀୟ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ ଆସନ୍ତ ୭୨ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଆହୁରି ଆଗକୁ ବଢିବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ଆଗକୁ ବଢି ଗୋଆ , ମଧ୍ୟ ମହାରାଷ୍ଟ୍ର ଓ ବଙ୍ଗୋପ ସାଗରର କିଛି ଅଂଶରେ ସଂକ୍ରିୟ ହୋଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା ତେଲେଙ୍ଗାନା ଓଡ଼ିଶା, ବିହାର, ଝାଡଖଣ୍ଡ , ସିକିମ୍ ଓ ପଶ୍ଚିମବଙ୍ଗରେ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି
♦ Southwest Monsoon has further advanced into some more parts of central Arabian Sea, remaining parts of Coastal Karnataka,
some parts of south Konkan & Goa, south Madhya Maharashtra and Interior Karnataka, some more parts of Bay of Bengal,
remaining parts of northeastern states and some more parts of West Bengal.
♦ Northern Limit of Monsoon (NLM) passes through Lat. 17°N/Long. 60°E, Lat. 17°N/Long. 70°E, Ratnagiri, Kolhapur,
Shivamogga, Salem, Cuddalore, Lat. 16°N/Long. 86°E, Lat. 20°N/Long. 88°E, Kolkata, Lat. 25°N/Long. 89°E, Gangtok and
Lat. 28°N/Long. 88°E.
♦ Conditions are becoming favourable for further advance of Southwest Monsoon into some more parts of Central Arabian Sea,
Karnataka, Maharashtra, some parts of Andhra Pradesh, Telangana, remaining parts of Tamilnadu, Bay of Bengal, some more
parts of West Bengal & Sikkim, some parts of Bihar, Jharkhand and Odisha during next 72 hours.
♦ Strong winds and rough sea in association with the Southwest Monsoon are prevailing over southwest & adjoining
westcentral Arabian Sea, Lakshadweep area, along and off Maharashtra & Goa coasts and also over south Bay of Bengal and
around the low pressure area over north Bay of Bengal.”“IMD”