Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଧବା ଆଦିବାସୀ ମହିଳାଙ୍କୁ ପୁଲିସ କନେଷ୍ଟବଳ ଖରାପ ବ୍ୟବହାର କରିଥିବା ଅଭିଯୋଗ
ବଲାଙ୍ଗୀର . - ବିଧାୟକଙ୍କ ପରେ ବଲାଙ୍ଗୀରରେ ଏବେ ଜଣେ ପୁଲିସ କନେଷ୍ଟବଳଙ୍କ ଅସୌଜନ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।। ଜମି ବିବାଦକୁ ନେଇ ପୁଲିସ କନେଷ୍ଟବଳଙ୍କ ଜଣେ ବିଧବା ମହିଳାଙ୍କୁ ଥାନାରେ ପିଟିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ
ତାଙ୍କୁ ଗିରଫ କରିଛି। ତାଙ୍କ ସହିତ ପୁଲିସ ଆଉ…
ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଆଉ ଯାଇପାରିବନି ଗାଡି ମଟର
ପୁରୀ . - ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଶ୍ରୀମନ୍ଦିର ନିକଟକୁ ଆଉ କୌଣସି ଗାଡି ମଟର ଯାଇ ପାରିବ ନାହିଁ । ଏନେ ନେଇ ବଡ ଦାଣ୍ଡରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀମନ୍ଦିରରୁ ରାଜା ନଅର ପର୍ଯ୍ୟନ୍ତ ସ୍ଥାନକୁ ନୋ ପାର୍କିଂ ଜୋନ୍ ଘୋଣୋ କରାଯାଇଛି ।…
ଗୃହରେ ମନ୍ତ୍ରୀ ଉପସ୍ଥିତ ରହୁ ନଥିବା ନେଇ ବିରୋଧୀ ଦଳ ନେତାଙ୍କ ଉଦ୍ବେଗ
ଭୁବନେଶ୍ୱର . - ପାଟକୁରାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଶୁକ୍ରବାର ନିର୍ବାଚନ ପ୍ରଚାରର ଶେଷ ଦିନ । ବୁଧବାରରେ ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ଓ ଶାସକ ବିଧାୟକଙ୍କ ଅନୁପସ୍ଥିତିକୁନେଇ ବିରୋଧୀଦଳଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି । ପ୍ରଶ୍ନୋତ୍ତର ସମୟରେ ବିଭାଗୀୟ…
ପାଟକୁରା ନିର୍ବାଚନ ପାଇଁ ପ୍ରଚାର ଜୋରଦାର
କେନ୍ଦ୍ରାପଡ଼ା .- କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି । ପାଟକୁରା ନିର୍ବାଚନ ପ୍ରଚାର ବେଳେ ଆଚରଣ ବିଧି ଲଂଘନ ହେଉଛି କି ନାହିଁ, ତାହା ଉପରେ ନିୟୋଜିତ ପର୍ଯ୍ୟବେକ୍ଷକମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ସେହିପରି ସହରର…
ଏମ୍ସର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଡାଏଲିସସ୍ ୟୁନିଟ୍, ଏମ୍ଆର୍ଆଇ କେନ୍ଦ୍ର ଓ ମେଡ଼ିକାଲ ଥେରାସ୍କୋପି…
ଭୁବନେଶ୍ୱର .- ଭୁବନେଶ୍ୱର ଏମ୍ସର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ୧୪ ଶଯ୍ୟା ବିଶିଷ୍ଟ ଡାଏଲିସସ୍ ୟୁନିଟ୍, ଦ୍ୱିତୀୟ ଏମ୍ଆର୍ଆଇ କେନ୍ଦ୍ର ଓ ମେଡ଼ିକାଲ ଥେରାସ୍କୋପି କେନ୍ଦ୍ର ଲୋକାର୍ପିତ ହୋଇଛି। ଖୁବ୍ଶୀଘ୍ର ୨୫ଟି ମଡ୍ୟୁଲାର ଓଟି ଏବଂ ୧୦୨ଟି ଆଇସିୟୁ ପ୍ରତିଷ୍ଠା କରାଯିବ। ଅନୁଷ୍ଠିତ…
ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ…
ଦୁବାଇରେ ଅଟକି ରହିଥିବା ୧୮ ଜଣ ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ମାମଲାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ସହ ସମସ୍ତ…
ଚିଟ୍ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇ ସୁପାରିଶ
ଭୁବନେଶ୍ୱର .- ରାଜ୍ୟରେ ଚିଟ୍ଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ୍ ମଦନମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ମାସ ୪ ତାରିଖରେ ଶେଷ ହେବାକୁ ଯାଉଛି। କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା କମିଶନ କ’ଣ କ’ଣ…
ନୀଳାଦ୍ରି ବିଜେ,ରତ୍ନ ସିଂହାସନରେ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ସୋମବାରରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ସିଂହାସନକୁ ବିଜେ କରିଛନ୍ତି । ଶ୍ରୀଗୁଣ୍ଡିଚା ଶ୍ରଦ୍ଧାଳୁଓ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀ ଜୀଉମାନେ…
ଚନ୍ଦ୍ରଗ୍ରହଣରେ ହାଣ୍ଡିଛାଡ ଓ ଦେବ ନୀତି ନିଷେଧ ସମୟ
ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ସାରି ପୂଜାପାଠ ସହ ଦେବନୀତି,ଖାଦ୍ୟ ଗ୍ରହଣ ଓ ଅନ୍ନଭୋଜନ କରିପାରିବେ ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ ଦେବନୀତି ସ୍ନାନ…
ମଙ୍ଗଳବାର ଚନ୍ଦ୍ରଗ୍ରହଣରେ ଶ୍ରୀମନ୍ଦିରର ନୀତିକାନ୍ତି, ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ
ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେବ । ଏଥିପାଇଁ ଅପରାହ୍ନ ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି। ଏହି ଗ୍ରହଣ ସର୍ବମୋକ୍ଷ ମଙ୍ଗଳବାର ବିଳମ୍ବିତ ରାତ୍ରୀ ବା ବୁଧବାର ଭୋର ୪ଘଣ୍ଟା୩୦ ମିନିଟରେରେ ହେବ। ନୀଳାଦ୍ରୀ ବିଜେ ଶେଷ ହୋଇ ରତ୍ନ ସିଂହାସନରେ…