Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହେଲ୍ପ୍ ଲାଇନ୍ ନମ୍ବର ହେଉଛି ୧୫୫୩୩୫ ଅତ୍ୟାବଶ୍ୟକ ସାମଗ୍ରୀ ବିଷୟରେ ତଥ୍ୟ ପାଇବାପାଇଁ ‘ସାଧନ’ ହେଲ୍ପ୍ ଲାଇନ୍
ଭୁବନେଶ୍ୱର - ରାଜ୍ୟରେ ଅତ୍ୟବଶ୍ୟକ ସାମଗ୍ରୀ ବିଷୟରେ ତଥ୍ୟ ପାଇବାପାଇଁ ରାଜ୍ୟ ସରକାର ‘ସାଧନ’ ହେଲ୍ପ୍ ଲାଇନ୍ ଆରମ୍ଭ କରିଛନ୍ତି । ସେହି ହେଲ୍ପ୍ଲାଇନ୍ ନମ୍ବର ହେଉଛି ୧୫୫୩୩୫ ।
ଅନ୍ୟପକ୍ଷରେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ଲୋକଙ୍କ ଘର ବାହାରେ ଷ୍ଟିକର୍ ଲଗାଯିବାକୁ…
କଡା କଡି ଭାବେ ପାଳନ କରାଯିବ ଲକ୍ ଡାଉନ୍
ଭୁବନେଶ୍ୱର - ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ସଙ୍କଟଜନକ ସ୍ଥିତିରେ ପହଞ୍ଚଥିବାବେଳେ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଗତକାଲି ଜନତା କର୍ଫ୍ୟୁ ସହିତ ରାଜ୍ୟରେ କେତେକ ଜିଲ୍ଲା ଓ ସହରରେ ଲକ୍ଡାଉନ୍ ଘୋଷଣା…
କରୋନା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ନକରିବାକୁ ହାଇକୋର୍ଟଙ୍କ ନିର୍ଦେଶ
କଟକ ୨୩.୦୩ - କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ତରଫରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ନକରିବାକୁ କୁହାଯାଇଛି । କୋର୍ଟ କାର୍ଯ୍ୟ ବନ୍ଦ କରାଯାଇଥିବାବେଳେ ହାଇକୋର୍ଟଙ୍କ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ପାଳିକରି ଆସିବାକୁ ନିର୍ଦ୍ଦେଶ …
କରୋନା ପାଇଁ ଟ୍ରେନ ଓ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର - କରୋନା ଭୂତାଣୁ ସଂକ୍ରମଣ ଦେଶବ୍ୟାପୀ ଏକ ସଙ୍କଟଜନକ ସ୍ଥିତିରେ ପହଞ୍ଚଥିବା ସମୟରେ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛନ୍ତି । ଏହି କ୍ରମରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ୭୫ଟି ଜିଲ୍ଲାରେ…
ଲକ୍ଡାଉନ୍ ନମାନିଲେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ ୨୪.୦୩- କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଲକ ଡାଉନ ଘୋଷଣା କରା ଯାଇଛି।
ତେବେ ଲକ ଡାଉନ ସମୟରେ ନିୟମ ଉଲ୍ଲଂଘନକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାର…
କରୋନା ପାଇଁ ହ୍ୱାଟସ୍ଆପ୍ ନମ୍ବର ଲଞ୍ଚ୍ କଲେ ସରକାର -9013151515
ନୂଆଦିଲ୍ଲୀ - କରୋନା ପାଇଁ କେନ୍ଦ୍ର ସରକାର ଏକ ହ୍ୱାଟ୍ସ୍ଆପ୍ ନମ୍ବର ଲଞ୍ଚ କରିଛନ୍ତି । 9013151515 ନମ୍ବର କରୋନା ପାଇଁ ସରାକାରୀ ହ୍ୱାଟସ୍ଆପ୍ ନମ୍ବର । ଏଥିରେ କେହି ବି କରୋନା ସମ୍ପର୍କୀତ ବିଭିନ୍ନ ତଥ୍ୟ ଜାଣି ପାରିବେ । MyGov Corona Helpdesk ଏହାକୁ ତିଆରି କରାଯାଇଛି । ଏହା…
ଭଲଖବର- ଔଷଧ, କରୋନାରେ ଜାପାନୀ ଆଣ୍ଟି ଫ୍ଲୁ ଡ୍ରଗ କାମ କରୁଥିବା ଦାବି କଲା ଚୀନ୍
ବେଜିଂ - କୋରନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏବେ ଏହାର ସଫଳ ଚିକିତ୍ସା କରାଯାଉଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲୁ ମେଡିସିନ୍ ଦ୍ୱାରା ଅନେକ କରୋନା ଆକ୍ରାନ୍ତଙ୍କର ସଫଳ ଚିକିତ୍ସା କରାଯାଇଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲି ମେଡିସିନ୍…
ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ – ଇଟାଲୀ ଫେରନ୍ତା ଓଡ଼ିଆ ଯୁବକ ଚିହ୍ନଟ
ଭୁବନେଶ୍ୱର -ଇଟାଲୀରୁ ଫେରିଥିବା ଜଣେ ଓଡିଆ ଯୁବକଙ୍କ ସ୍ୱାବରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲସନ୍ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ସେ ଇଟାଲୀରୁ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯାଇଥିଲା ମାତ୍ର ତାଙ୍କ ଶରୀରରେ କୌଣସି ଲକ୍ଷଣ…
କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା – ୨୦୦ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର ୧୪।୦୩- ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ଼୍-୧୯କୁ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ରାଜ୍ୟ କ୍ୟାବିନେଟ୍ର ଏକ…
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତକ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର ୧୪.୦୩ - ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର ମଧ୍ୟପ୍ରଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…