Browsing Category

ଖବର

ଏବେ ରେଳରେ ମହିଳାଙ୍କୁ ମିଳିବ ଅଧିକ ସଂରକ୍ଷିତ ଆସନ(ସିଟ୍‌)

ନୂଆଦିଲ୍ଲୀ . -ଟ୍ରେନ ଯାତ୍ରାରେ ମହିଳା ଯାତ୍ରୀମାନଙ୍କ ସୁବିଧା ପାଇଁ ସଂରକ୍ଷିତ ଆସନ ଗୁଡ଼ିକରେ ସେମାନଙ୍କ ସକାଶେ ଆସନ ସଂରକ୍ଷଣ ରଖିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ରାଜଧାନୀ/ଦୂରନ୍ତୋ/ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ (୩ ଏସି କ୍ଲାସ…

ଫ୍ରେଞ୍ଚ୍‌ ଗିଆନାରୁ ଭାରତର ସର୍ବାଧିକ ଭାରୀ ଯୋଗାଯୋଗ ଉପଗ୍ରହ ଜିସାଟ୍‌-୧୧ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ.- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ଦ୍ୱାରା ନିର୍ମିତ ସର୍ବାଧିକ ଭାରୀ ତଥା ସର୍ବାଧୁନିକ ଯୋଗାଯୋଗ ଉପଗ୍ରହ ଜିସାଟ୍‌-୧୧କୁ ଆଜି ପ୍ରତ୍ୟୁଷରେ ଫ୍ରେଞ୍ଚ୍‌ ଗିଆନାଠାରୁ ସଫଳତାର ସହ ମହାକାଶକୁ ଉତକ୍ଷେପଣ କରାଯାଇଛି । ଆରିଆନ୍‌ ୫ ଠଇ-୨୪୬ ଉତକ୍ଷେପଣ ଯାନ ସାହାଯ୍ୟରେ…

ସୁନିଲ ଅରୋରାଙ୍କ ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ . -ଭାରତର ୨୩ତମ ମୁଖ୍ୟ ନିର୍ବାଚନ କମିଶନର (ଉଋଉ) ଭାବେ ସୁନିଲ ଅରୋରା,ଓ.ପି. ରାୱତଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଓ.ପି. ରାୱତଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ୨୦୧୮ ଡିସେମ୍ବର ୧ ତାରିଖରେ ଅବସର ଗ୍ରହଣ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ…

କିଣାହେବ ୩ହଜାର କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ

ନୂଆଦିଲ୍ଲ . - ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ପ୍ରତିରକ୍ଷା କ୍ରୟ ପରିଷଦ ବୈଠକରେ ପାଖାପାଖି 3000 କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ କ୍ରୟକୁ ମଞ୍ଜୁରି ପ୍ରଦାନ କରାଯାଇଛି । ମନ୍ତ୍ରୀମଣ୍ଡଳର ରକ୍ଷା ସମିତି ଦ୍ୱାରା 2018 ଅକ୍ଟୋବରରେ 4…

ବଜାରରେ ଆମାଜନ  ଫାୟାର ଟିଭି ଷ୍ଟିକ୍‌ ୪କେ ଓ  ଆଲେକ୍ସା ଭଏସ୍‌ ରିମୋଟ

ଭୁବନେଶ୍ୱର  : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ପକ୍ଷରୁ ଫାୟାର ଟିଭି ଷ୍ଟିକ୍‌ ୪କେ ଏବଂ ଆଲେକ୍ସା ଭଏସ୍‌ ରିମୋଟ, ଅଲ୍‌ ନିୟୁ କାଇଣ୍ଡଲି ପେପର ହ୍ଵାଇଟ୍‌   ଉପଲବ୍ଧ ହେଉଛି। ଫାୟାର ଟିଭି ଷ୍ଟିକ୍‌ ୪କେର ମୂଲ୍ୟ ୫,୯୯୯ଟଙ୍କା ରହିଛି। ଏଥିରେ ଶକ୍ତିଶାଳୀ ଷ୍ଟ୍ରିମିଂ, ଡୋଲବି ଭିଜନ…

ମାଲ୍ୟାଙ୍କ ରାହୁ ମହାଦଶା, ହରାଇଲେ ଲଣ୍ଡନରେ ଥିବା ତାଙ୍କର ସୁନା ଶୌଚାଳୟ ଥିବା କୋଠା

ନୂଆଦିଲ୍ଲୀ : ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମୟ ଏବେ ଭଲ ଚାଲିନାହିଁ । ବୋଧହୁଏ ରାହୁ ମହାଦଶା ଚାଲିଛି । ଗୋଟିଏ ପଟେ ଭାରତ ସରକାର ତାଙ୍କୁ ଜେଲରେ ଭର୍ତ୍ତି କରିବାକୁ ଅନେଇ ବସିଛନ୍ତି । ଅନ୍ୟପଟେ ସେ କୋର୍ଟରେ ବିଭିନ୍ନ ମାମଲା ହାରି ଚାଲିଛନ୍ତି । ଭାରତରେ ବିଭିନ୍ନ ସମ୍ପତ୍ତି ହାରିବା ପରେ…

ସିଟି ଗ୍ୟାସ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ : ଆସନ୍ତା ୨-୩ ବର୍ଷ ମଧ୍ୟରେ  ଦେଶର ୪୦୦ ଟି ଜିଲ୍ଲାରେ ସିଟି ଗ୍ୟାସ ବିତରଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ଓ ଏହି ସମୟ ସୁଦ୍ଧା ସିଏନଜି ଷ୍ଟେସନ ସଂଖ୍ୟା ୧୦ ହଜାରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସିଟି ଗ୍ୟାସ ବିତରଣ ଓ ସିଏନଜି ଦ୍ୱାରା ଦେଶରେ…

ପେଟ୍ରୋଲ, ଡିଜେଲ ଦରରେ ଉଲ୍ଲେଖନୀୟ ହ୍ରାସ, ଭୁବନେଶ୍ୱରରେ ୭୪ ତଳକୁ ଖସିଲା ପେଟ୍ରୋଲ

ନୂଆଦିଲ୍ଲୀ : ଗତ କାଲିର ବିରାମ ପରେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ପେଟ୍ରୋଲ ଲିଟର ପିଛା ୪୩ ପଇସା ଓ ଡିଜେଲ ୪୮ ପଇସା ହ୍ରାସ ପାଇଛି । ସରକାରଙ୍କ ଦ୍ୱାରା ୨ ଟଙ୍କା ୫୦ ପଇସା ଉତ୍ପାଦ ଶୁଳକ ହ୍ରାସ ପରେ ଏହା ହେଉଛି ସର୍ବାଧିକ ଏକଦିବସୀୟ ହ୍ରାସ । ଆଜିର ଏହି ହ୍ରାସ…

ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଓ ଚୀନଙ୍କ ନୂଆ ଚାଲ

ନୂଆଦିଲ୍ଲୀ : ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚୀନ ଓ ପାକିସ୍ତାନ ନୂଆ ଚାଲ ଚଳାଇଛନ୍ତି । ଅତ୍ୟନ୍ତ ଯୋଜନାବଦ୍ଧଭାବେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବାଂଲାଦେଶୀମାନଙ୍କୁ ପ୍ରବେଶ କରାଉଛନ୍ତି । ଅସ୍ଥିରତା ସୃଷ୍ଟି ପାଇଁ ଏହି ଅନୁପ୍ରବେଶ ବୋଲି ସେନାଧ୍ୟକ୍ଷ ଜେନାରାଲ ବିପିନ…

ଲଞ୍ଚ୍‌ ହେଲା ଡୁକାଟିର ୫୨ ଲକ୍ଷ ଟଙ୍କିଆ ସବୁଠୁ ଶକ୍ତିଶାଳୀ ସୁପରବାଇକ

ନୂଆଦିଲ୍ଲୀ : ଏହା ସବୁଠାରୁ ଶକ୍ତିଶାଳୀ ସୁପର ବାଇକ୍‌ । ଡୁକାଟି ଏହାକୁ ଭାରତରେ ଲଞ୍ଚ କରିଛି । ଯୁବ ଗୋଷ୍ଠୀ ଓ ଦାମିକା ବାଇକ୍‌ ସଉକ ରଖୁଥିବା ଲୋକଙ୍କ ପାଇଁ ଏହା ଉଦିଷ୍ଟ । ଇଟାଲୀୟ ସୁପରବାଇକ ବ୍ରାଣ୍ଡ ଡୁକାଟି ନିଜର ସବୁଠୁ ଶକ୍ତିଶାଳୀ ସୁପରବାଇକ ପାନିଗ୍ଲ ଭି-୪ ଆର୍‌କୁ ଭାରତୀୟ ବଜାରରେ…